Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଗତ ଜ୍ୟୋତି ୟୁଥ କ୍ଲବ ଛଅ ଦିବସିୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଜଗତ ଜ୍ୟୋତି ୟୁଥ କ୍ଲବ ପୁରୁକୁଣ୍ଡା ରମ୍ଭେଈ ସରପଞ୍ଚ ଙ୍କ ଦ୍ୱାରା ଅୟୋଜିତ ଛଅ ଦିବସିୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଅଛି।ଏହି ଆର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୌରାଧକ୍ଷା ଶାନ୍ତି ମଞ୍ଜରୀ ଦେଈ ଏବଂ ସମ୍ମାନନିୟ ଅତିଥି ଭାବେ ରମ୍ଭେଈ ସରପଞ୍ଚ ରଶ୍ମିତ କୁମାର ବେହରା ଯୋଗ ଦେଇଥିଲେ।ଫାଇନାଲ ଫୁଟବଲ ମ୍ୟାଚ ରେ ପାରପୋଷି ପଞ୍ଚାୟତ ର ନାୟକ ବ୍ରଦର କ୍ଲବ ଓ ବନେଇ ର ସିନ୍ଦୁରକେଳା କ୍ଲବ ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା।ମ୍ୟାଚ ରେ ନାୟକ ବ୍ରଦର କ୍ଲବ, ସିନ୍ଦୁରକେଲା କ୍ଲବ କୁଁ ଟାଇ-ବ୍ରେକ ରେ ୩-୦ ଗୋଲ ରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା ମ୍ୟାଚ କୁଁ ପରିଚାଳନା କରିଥିଲେ ସାନି ସାର, କୃଷ୍ଣଚନ୍ଦ୍ର କିଷାନ, ସରୋଜ ଗଡ଼ନାୟକ ରେଫରୀ ଭାବେ କାଯ୍ୟ ତୁଲାଇଥିଲେ।ଜଗତ ଜ୍ୟୋତି କ୍ଲବ ର ସଭାପତି ଉଦିତ କୁମାର ନାୟକ, ସମ୍ପାଦକ ରମାକାନ୍ତ ବେଟି, ରବୀନ୍ଦ୍ର ବେହେରା, ରଂଜିତ ପ୍ରଧାନ, ଖିରୋଦ ପେଣ୍ଠେଇ, ପ୍ରଦୀପ ପେଣ୍ଠେଇ, ତରଣୀସେନ ରାଉତ, ଶଙ୍କର ମହାକୁଳ, କୋମଳ ପାତ୍ର ସମସ୍ତେ ସହଯୋଗ କରିଥିଲେ।ଧରା ବିବରଣୀ ଫକୀର ମୋହନ ଦଳବେହେରା କରିଥିଲେ