Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନେତା ହେବତ ଏମିତି:ଅନ୍ଧାର ବସ୍ତିରେ ଲାଗିଲା ଆଲୁଅ

ସମ୍ବଲପୁର: ମହାନଗର ନିଗମ ଅନ୍ତର୍ଗତ ସିନ୍ଦୁରପଙ୍କ ଛକ କେନାଲ ପଡାର ଅବସ୍ଥା କହିଲେ ନସରେ। ବିଭିନ୍ନ ସ୍ଥାନରେ ଥିବା ଷ୍ଟ୍ରିଟ ଲାଇଟ୍ ମଧ୍ୟ ଜଳେନି।ଏହାକୁ ନେଇ ତେଜିଥିଲା ଜନ ଅସନ୍ତୋଷ ।ଅନ୍ଧାର ରହିଥିଲା ବସ୍ତି।ଏଥି ପ୍ରତି ଆଖି ପଡୁନଥିଲା କୌଣସି ବିଭାଗୀୟ ଅବା ମହାନଗର ଅଧିକାରୀଙ୍କ।ଫଳରେ ବସ୍ତିବାସୀ ବିଜେପି ମହିଳା ମୋର୍ଚା ର ସଭାନେତ୍ରୀ ସଂଯୁକ୍ତା ସେଠଙ୍କ ଦୃଷ୍ଟିକୁ ଆଣିଥିଲେ।ଆଉ ସଂଯୁକ୍ତା ମଧ୍ୟ କାଳ ବିଳମ୍ବ ନକରି ପଦସ୍ଥ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ପ୍ରତ୍ୟକ୍ଷ ଉପସ୍ଥିତିରେ ମରାମତି କରାଇବାରେ ପ୍ରମୂଖ ଭୂମିକା ନେଇଥିଲେ।ଦୀର୍ଘ ଦିନ ଧରି ଅନ୍ଧାରରେ ରହିଥିବା କେନାଲପଡାରେ ଏବେ ବଡ ଚର୍ଚା ନିର୍ବାଚନ ପୁର୍ବରୁ ବିଜେପିର ଏହା ସବକା ବିକାଶ ସ୍ଲୋଗାନର ଏକ ଛୋଟ ଉଦାହରଣ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ