Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସଦ୍ ଗୁରୁ ଶ୍ରୀ ଶ୍ରୀ ଅର୍ଜ୍ଜୁନଙ୍କ ୯୨ତମଆବିର୍ଭାବ ଦିବସ

ସମ୍ବଲପୁର:ଆଜି ପଟ୍ଟନାୟକ ପଡାସ୍ଥ ରାଜ ବୈଦ୍ୟ କୁଟୀରରେ ସମ୍ବଲପୁର ଦିବ୍ୟ ଦର୍ଶନ ସଂଘର ସଭାପତି ଗୋପୀନାଥ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ସଦ୍ ଗୁରୁ ଶ୍ରୀ ଶ୍ରୀ ଅର୍ଜ୍ଜୁନଙ୍କ ୯୨ତମ ଆବିର୍ଭାବ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗୀତାର ସାରାଂଶ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଥିଲା। ଏହି ଆଲୋଚନା ଚକ୍ରରେ ଗୋପୀନାଥ ଷଡ଼ଙ୍ଗୀ, ଅମୀୟ ପାଣି, ଜନ୍ମେଜୟ ବାବୁ ସମେତ ଅନେକ ଗୁରୁ ଭାଇ , ଭଉଣୀ ଯୋଗଦାନ ପୂର୍ବକ ସଦ ଗୁରୁ ଶ୍ରୀ ଶ୍ରୀ ଅର୍ଜ୍ଜୁନଙ୍କ ଜୀବନୀ ଉପରେ ନିଜର ମତାମତ ପ୍ରଦାନ କରିଥିଲେ।