Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଏବିସିଡି ଓ ସେବା ହିଁ କର୍ମ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ

ସମ୍ବଲପୁର:ଏବିସିଡି ଚାରିଟେବଳ ଟ୍ରଷ୍ଟ ଓ ସେବା ହିଁ କର୍ମ ଦ୍ୱାରା ମଣ୍ଡଳିଆ ପଡିଆ ରେ ଆଜି ସମ୍ବଲପୁର ମହାନିଗମ ସହଯୋଗରେ “ସ୍ୱଛତା ହିଁ ସେବା” କାର୍ଯ୍ୟକ୍ରମ କାର୍ଯ୍ୟାନ୍ବିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷମାନେ ଉପସ୍ଥିତ ଥିଲେ, ଯେଉଁମାନେ ହେଉଛନ୍ତି ଟ୍ରଷ୍ଟ ସଭାପତି ରାଜେନ୍ଦ୍ର ସତନାମୀ, ସେବା ହିଁ କର୍ମ ସାମାଜିକ ଅନୁଷ୍ଠାନ ସଭାପତି କାର୍ତିକ କଲେତ,ସୋମଦତ ଦାସ,ସୂର୍ଯ୍ୟକାନ୍ତ ପ୍ରଧାନ,ମହେଶ୍ୱର ଶୁକ୍ଲା ସୁମିତ କୁମାର ସାହୁ ମୁକେଶ ମେହେର, ଅଜୟ କୁମାର ସାହୁ, ବିଶ୍ୱଜିତ ମହାନ୍ତି, ସୁନୀଲ ସାଗର ଶିବାଶିଷ ନନ୍ଦ ପ୍ରାକ୍ଷିତ ମେହେର,ଅଭିଜିତ ମିଶ୍ର, ରୋମିଆ ଚନ୍ଦ୍ର ସାହୁ, ଏବଂ ସମ୍ବଲପୁର ମହାନିଗମର ୱାର୍ଡ ନମ୍ବର ୧୫ର ସ୍ୱଚ୍ଛ ସାଥିଓ ମହିଳା ମାନେ ଉପସ୍ଥିତ ରହିଥିଲେ।