Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିନ ଦୟାଲ ଉପାଧ୍ୟକ୍ଷ ଙ୍କୁ ସ୍ମୃତି ଚାରଣ କଲେ ବିଜେପି କର୍ମି।

କଳାହାଣ୍ଡି:୨୬/୦୯
ପଣ୍ଡିତ ଦିନ ଦୟାଲ ଉପାଧ୍ୟକ୍ଷ ଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ଅବସର ରେ କୋକସରା ମଣ୍ଡଳ ବିଜେପି ପକ୍ଷରୁ ସ୍ମୃତି ଚାରଣ ସଭା ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ ଙ୍କ ଅଧ୍ୟକ୍ଷତାରେ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଉପସ୍ଥିତ ବିଜେପି କର୍ମି ପଣ୍ଡିତ ଦିନ ଦୟାଲ ଉପାଧ୍ୟକ୍ଷ ଙ୍କ ଫୋଟୋଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କ ଦେଇଥିବା ମାର୍ଗ ଦର୍ଶନ ରେ ଜୀବନ ର ପଥ କୁ ଆଗେଇ ନେବାକୁ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଦଲୀୟ କର୍ମି ତ୍ରିନାଥ ଶବର, ଗରୁଡ଼ ଧ୍ଵଜ ମାଝୀ,ନରେନ୍ଦ୍ର ପ୍ରଧାନୀ,ବସନ୍ତ ନାଗ,ନବୀନ ପ୍ରଧାନୀ, ଧର୍ମାନନ୍ଦ ନେଗି, ମନୋଜ ନାଏକ,ଭାବଗ୍ରାହୀ ପ୍ରଧାନୀ,ପ୍ରମୋଦ ପ୍ରଧାନୀ,ସୁଶିଳ ପାଢ଼ୀ ଓ ଅନ୍ୟ କର୍ମି ଉପସ୍ଥିତ ଥିଲେ।