Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଆରା ଢଙ୍ଗ ରେ ପାଳନ କଲେ କାର୍ତ୍ତିକ ବିବାହ ବାର୍ଷିକୀ

ସମ୍ବଲପୁର:ହୀରାକୁଦର ବିଶିଷ୍ଟ ସମାଜସେବୀ କାର୍ତିକ କଳେତ ଏବଂ ତାଙ୍କ ଧର୍ମପତ୍ନୀ ବିଳାସିନୀ ନାୟକ ତାଙ୍କ ୨୫ ତମ ବିବାହ ବାର୍ଷିକୀକୁ ନିଆରା ଢଙ୍ଗ ରେ ପାଳନ କରିଛନ୍ତି।ତାଙ୍କର ୨୫ ତମ ବିବାହ ବାର୍ଷିକୀ ପାଳନ ଅବସରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା I ଏହିଅବସରେ ଏ ବି ସି ଡି ଚାରିଟେବଳ ଟ୍ରଷ୍ଟ ର ସଭାପତି ରାଜେନ୍ଦ୍ର ଶତନାମୀ, ସୁନୀଲ ସାଗର ,ସମୀର ଲୁହା ଉତ୍ତମ ବାଗ, ମହେଶ ଗରଡିଆ, ମଞ୍ଜୁ ଓରାମ, ଅଶୋକ ମହାରଣା ବନମାଳୀ ପ୍ରଧାନ, ରାହୁଲ ସାହା, ସୁନୀଲ ସେଠ ପ୍ରମୁଖ ଉପସ୍ଥିତ ଥିଲେ।