Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରସାମ୍ୟ ହରାଇ ବାଇକ ରୁ ପଡି ଯୁବକ ଗୁରୁତର।

କଳାହାଣ୍ଡି:୨୪/୦୧(ସନତ ପ୍ରଧାନୀ)
କୋକସରା ବ୍ଲକ ବୋବରିଆ ରାଇସ ମିଲ ପାଖରେ ଭାରସାମ୍ୟ ହରାଇ ବାଇକ ରୁ ପଡି ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ କିଛି ସ୍ଥାନୀୟ ଲୋକମାନେ ଗୁରୁତର ଯୁବକ କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ତେବେ ଦୁର୍ଘଟଣାରେ ଗୁରୁତର ଯୁବକ ର ମୁଣ୍ଡ ପଛ ପଟେ ଗଭୀର ଆଘାତ କାରଣରୁ ରକ୍ତଶ୍ରାବ ଯୋଗୁ ଅବସ୍ଥା ଜଟିଳ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାକୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା କୁ ରେଫର କରିଥିବା ଜଣାପଡ଼ିଛି। ଗୁରୁତର ଯୁବକ ଜଣକ ହେଲେ ଟେମରା ଗ୍ରାମ ର ପ୍ରେମଲାଲ ବାଣୁଆ(୨୨) ବର୍ଷ ବୋଳି ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ