Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆସିଲେ ବଳବନ୍ତ କଲେ ପର୍ଯ୍ୟଟନ ସମୀକ୍ଷା

ସମ୍ବଲପୁର:ଓଡ଼ିଶାର ପର୍ଯ୍ୟଟନ ବିଭାଗ ର ଆୟୁକ୍ତ ତଥା ସଚିବ ଶ୍ରୀ ବଳବନ୍ତ ସିଂହ(ଆଇ.ଏ.ଏସ) ସମ୍ବଲପୁର ଗସ୍ତ ରେ ଆସି ହିରାକୁଦ ବନ୍ଧ, ଦେବ୍ରିଗଡ଼ ଅଭୟାରଣ୍ୟ ଅଞ୍ଚଳ ଏବଂ କର୍ଡୋଲା ଗ୍ରାମ ପରିଦର୍ଶନ କରିଥିଲେ। ହିରାକୁଦ ବନ୍ଧର ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ପର୍ଯ୍ୟଟନ ସ୍ଥଳୀର ସମୀକ୍ଷା କରିଥିଲେ। କାର୍ଡୋଳା ଗ୍ରାମରେ ବୁଣାକାରମାନଙ୍କ ସମସ୍ଯା ବିଷୟରେ ଆଲୋଚନା କରିଥିଲେ। ଏହି ସମୟରେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ମାନସୀ ନିମ୍ଭାଲ (ଆଇ.ଏ.ଏସ) , ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବିଲିରମ ବୋନ୍ଦର (ଆଇ.ଏ.ଏସ), ମହାନଗର ନିଗମ ଆୟୁକ୍ତ ବେଦଭୂଷଣ (ଆଇ.ଏ.ଏସ) ଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।