Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ ଙ୍କୁ ଘୋଲ ଦହି ବଣ୍ଟନ କଲେ ରାଜ୍ୟ ଓମଫେଡ ଅଧ୍ୟକ୍ଷ ।

କଳାହାଣ୍ଡି:୧୫/୦୪
ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ରୋଗୀ ମଧ୍ୟ ଗ୍ରୀଷ୍ମପ୍ରବାହ ରେ ଛଟପଟ ହେଉଛନ୍ତି। ଆଜି କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ରାଜ୍ୟ ଓମ ଫେଡ ଅଧ୍ୟକ୍ଷ ତଥା ସ୍ଥାନୀୟ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ପହଞ୍ଚି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ଓ ପରିଜନ ଙ୍କୁ ଚିକିତ୍ସା ସୁବିଧା ପଚାରି ବୁଝିବା ସହ ରୋଗୀ ଙ୍କ ସହ ରାଜ୍ୟ ସରକାରଙ୍କ ଚିକିତ୍ସା ସୁବିଧା ବିଷୟରେ ପରାମର୍ଶ ଦେଇଛନ୍ତି।ପରେ ଓମଫେଡ ଦ୍ୱାରା ପ୍ରସ୍ତୁତ ଘୋଲ ଦହି ସର୍ବତ ବଣ୍ଟନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ