Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ରେ ରୋଗୀ ଙ୍କୁ ଘୋଲଦହି ବଣ୍ଟନ କଲେ ରାଜ୍ୟ ଓମଫେଡ ଅଧ୍ୟକ୍ଷ ।

କଳାହାଣ୍ଡି:୨୬/୦୪:ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ରୋଗୀ ମଧ୍ୟ ଗ୍ରୀଷ୍ମପ୍ରବାହ ରେ ଛଟପଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଦୁଗ୍ଧ ଉତ୍ପାଦନ ସଂସ୍ଥା ଓମଫେଡ ପକ୍ଷରୁ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ଓ ପରିଜନ ମାନଙ୍କୁ ରାଜ୍ୟ ଓମଫେଡ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ ଓ ଓମ ଫେଡ ର ଅଧିକାରୀ ମାନେ ପହଞ୍ଚି ରୋଗୀ ଙ୍କୁ ଭେଟିବା ସହ ଓମଫେଡ ଦ୍ୱାରା ପ୍ରସ୍ତୁତ ଘୋଲ ଦହି ସର୍ବତ ବଣ୍ଟନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ