Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଲାପଡା ଠାରେ ଶ୍ରୀ ଶ୍ରୀ ତ୍ରିନାଥ ଠାକୁର ଙ୍କ ୫୨ତମ ମେଳା ଉଦଯାପନ ଉତ୍ସବ।

କଳାହାଣ୍ଡି,୧୧/୧୧
ଭବାନୀପାଟଣା ଭବାନୀପାଟଣା ବ୍ଲକ କର୍ଲାପଡା ଠାରେ ଶ୍ରୀଶ୍ରୀ ତ୍ରିନାଥ ଠାକୁରଙ୍କ ୫୨ ତମ ମେଳା ର ପୂଜନେ।ତ୍ସବ ଉଦଯାପିତ ହୋଇ ଯାଇଛି।ଏହି ପରି ପ୍ରେକ୍ଷୀ ରେ ଗାଁ ରେ ସୁସଜିତ ମଣ୍ଡପ ରେ ଶ୍ରୀ ଶ୍ରୀ ତ୍ରିନାଥ ଠାକୁର କୁ ପୂଜା କରା ଯାଇ ଥିଲେ ବାଣୀ ଭୂଷଣ ପ୍ରଧାନ ସହଧାର୍ମିଣୀ ମଧୁସ୍ମିତା ପ୍ରଧାନ ଯଜ୍ଞ କର୍ତ୍ତା ଦାଇତ୍ୱ ତୁଲାଇ ଥିବା ବେଳେ କର୍ଲା ପଡା ଗ୍ରାମର ମହିଳା, ସଂ କୀର୍ତ୍ତନ ଦଳ,ଘଣ୍ଟ ବାହିଲି ସଂକୀର୍ତ୍ତିଦଳ,ପଣ୍ଡି ଗାଁ ବୈଠକ କୀର୍ତ୍ତନ ଦଳ ର ମହାମନ୍ତ୍ର ଧ୍ୱନି ରେ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇ ଥିଲା ଗ୍ରାମର କୁମର ମଣି ପ୍ରଧାନ,କନ୍ଦର୍ପ ମାଝୀ, ଛିନୁ ଜାଲ,ବୃଷଭ ବାହାନ ପ୍ରଧାନ,ରାଜୀବ ଯୁଆଡ,ବିଘନ୍ନ ରାଜ ପ୍ରଧାନ, ଅଜିତ କୁମର ପ୍ରଧାନ, କନହାଇ ଚରଣ ପ୍ରଧାନ ସୁଧାସୁ ଶେଖର ପ୍ରଧାନ, ଙ୍କ ତତ୍ୱାବଧାନ ରେ ଗ୍ରାମବାସୀ ଙ୍କ ସହ ଯୋଗ ରେ ଗ୍ରାମରେ ମନ୍ତ୍ର ମୁଗ୍ଧ ପରିବେଶ ସୃଷ୍ଟି ହୋଇ ଥିଲା ଏହି ମେକା ଉତ୍ସବ ଦେଖିବାକୁ ପ୍ରବଳ ଭକ୍ତ ଙ୍କ ସମାଗମ ହୋଇ ଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ