Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ଜଗନ୍ନାଥ ନାଏକ

ସ୍ଥାନୀୟ ପ୍ରତିନିଧି ଭବାନୀପାଟଣା

ମୋବାଇଲ୍ ଦକ୍ଷତା ବିକାଶ ଭ୍ରାମ୍ୟମାଣ ଜାନ ଉଦଘାଟନ କଲେ – ଜିଲ୍ଲାପାଳ

ଭବାନୀପାଟଣା, ୨୦/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଙ୍କ ଦ୍ଵାରା ଜିଲ୍ଲାର ଖଣି ପ୍ରଭାବିତ...

ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟ ହାତ ବଢ଼ାଇଛି ୟୁଏଆଇଏଲ ପ୍ରକଳ୍ପ ୮୦ଜଣ ଦିବ୍ୟାଙ୍ଗଙ୍କୁ ଜୀବନ ରକ୍ଷାକାରୀ କୀଟ ପ୍ରଦାନ

ଭବାନୀପାଟଣା, ୨୦/୦୨ (ଜଗନ୍ନାଥ ନାଏକ) : ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲାର ଏକ ସହଯୋଗୀ କମ୍ପାନୀ ଦିବ୍ୟାଙ୍ଗ...

ସେମରକ୍ ପ୍ରିମରୋଜ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ମହାଶମାରୋହରେ ପାଳିତ

କଳାହାଣ୍ଡି, ୨୦/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଇରିଗେସନ କଲୋନି ୧୩ ନଂ ଲେନ ରେ ଥିବା...

କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜ ଭବନ ପ୍ରତିଷ୍ଠା

କଳାହାଣ୍ଡି, ୨୦/୦୨ (ଜଗନ୍ନାଥ ନାଏକ) : ଭବାନୀପାଟଣା ମନ୍ଦାର ବଗିଚାପଡ଼ା (ମଦନମୋହନ ମନ୍ଦିର ପାଖ) ସ୍ଥିତ ନବନିର୍ମିତ ସମାଜ ଗୃହ...

ମୋବାଇଲ୍ ଦକ୍ଷତା ବିକାଶ ଭ୍ରାମ୍ୟମାଣ ଜାନ ଉଦଘାଟନ କଲେ କଳାହାଣ୍ଡି ଜିଲ୍ଲାପାଳ

କଳାହାଣ୍ଡି, ୨୦/୦୨ (ଜଗନ୍ନାଥ ନାଏକ) : ଆଜି କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଙ୍କ ଦ୍ଵାରା ଜିଲ୍ଲାର ଖଣି...

ବଜାର୍ ରେ ଟମାଟୋ ଦର ହେଲା ଶସ୍ତା ,ଚିନ୍ତା ରେ ଚାଷୀ , ଜିଲ୍ଲାରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ସାଧାରଣ ରେ ଦାବୀ ହେଉଛି

କଳାହାଣ୍ଡି, ୨୦/୦୨ (ଜଗନ୍ନାଥ ନାଏକ) : ପରିବା ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ଅକ୍ଲାନ୍ତ ପରିଶ୍ରମ ପରେ ପରିବା...

୮୫ ବର୍ଷର ବୃଦ୍ଧାଙ୍କୁ ମାଡ ମାରି କ୍ଷ୍ୟତାକ୍ତ କଲେ ପୁଅ, ନିର୍ଯାତନା ସହିନପାରି ଥାନାର ଦ୍ୱାରସ୍ତ ହେଲେ ବୃଦ୍ଧା ମା ‘

କଳାହାଣ୍ଡି, ୨୦/୦୨ (ଜଗନ୍ନାଥ ନାଏକ) : ସମାଜ ଆଜି କଳୁଷିତ ହେବାକୁ ଲାଗିଲାଣି ଧୀରେ ଧୀରେ ମଣିଷ ପଣିଆ ଲୋପ...

ସ୍ଥାୟୀ ନିଯୁକ୍ତି ଦାବୀ ରେ ଗାଁ ସାଥି ମେଟ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କଳାହାଣ୍ଡି,୧୩/୦୨ (ଜଗନ୍ନାଥ ନାଏକ) : ଓଡିଶା ସରକାରଙ୍କ ପଞ୍ଚାୟତରାଜ ବିଭାଗରେ ୨୦୦୮ ମସିହା ଠାରୁ ମନେରେଗା କାର୍ଯ୍ୟକରୁଥିବା ଗାଁ ସାଥି...

କଳାହାଣ୍ଡି କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଂଘ ତରଫରୁ ୫୧ ୟୁନିଟ ରକ୍ତଦାନ କଲେ

କଳାହାଣ୍ଡି, ୨୯/୦୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାରେ ୧୩ଗୋଟି ବ୍ଲକ ଅଛି ୧୩ଟି ବ୍ଲକ ମଧ୍ୟରେ ସରକାରୀ ଓ...

ପଞ୍ଚାୟତ ସମିତି ସଭା ଗୃହ ନିର୍ମାଣରେ ଅନିୟମିତତା: ବିନା ସୂଚନା ଫଳକର ବିଡ଼ିଓଙ୍କ ଆଖି ସାମ୍ନାରେ ସରକାରୀ ନିୟମ ଉଲଘଂନ

କଳାହାଣ୍ଡି, ୨୯/୦୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ନୂତନ କୋଠା...

ଗରମ ମିଶ୍ରଣ ପିଚୁ ପ୍ଲାଣ୍ଟ ବନ୍ଦ୍ ଦାବିରେ ଶତାଧିକ ସ୍ଥାନୀୟ ଗ୍ରାମବାସୀ ନର୍ଲା ଥାନା ର ଦ୍ବାରସ୍ଥ ହେଲେ

କଳାହାଣ୍ଡି, ୨୯/୦୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ରୁପ୍ରା ରୋଡ ପଞ୍ଚାୟତ ବିଲାଟ୍ ମୌଜା...

ଶ୍ମଶାନ ଜମି ଜବରଦଖଲ ନ୍ୟାୟ ପାଇଁ ଭବାନୀପାଟଣା ର ଆତ୍ମ ବିକାଶ କେନ୍ଦ୍ର ଠାରେ ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି, ୨୯/୦୧ (ଜଗନ୍ନାଥ ନାଏକ) : ଭବାନୀପାଟଣା ସହରରେ ପୁରୁଷ ପୁରୁଷ ଧରି ବସବାସ କରୁଥିବା ଦେବାଙ୍ଗ ସଂଘମ ସମ୍ପ୍ରଦାୟ...