Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ଜଗନ୍ନାଥ ନାଏକ

ସ୍ଥାନୀୟ ପ୍ରତିନିଧି ଭବାନୀପାଟଣା

ଡିସେମ୍ବର ୨୨ରୁ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ ୨୦୨୪ ସମ୍ବର୍ଦ୍ଧିତ ହେବେ ବସନ୍ତ ମନୋଜ କାହ୍ନୁଚରଣ ଏବଂ ଆଶୁତୋଷ

ଭବାନୀପାଟଣା, ୦୭/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡିର ଅଗ୍ରଣୀ ନାଟ୍ୟାନୁଷ୍ଠାନ “ସ୍ମାରକୀ ନାଟ୍ୟ ସଂସ୍ଥା” ପକ୍ଷରୁ ଆସନ୍ତା ଡିସେମ୍ବର ୨୨...

ନର୍ଲା ବ୍ଲକରେ ନୂତନ ବିଡ଼ିଓଙ୍କୁ ସ୍ୱାଗତ ଜଣାଇଲେ ନର୍ଲା ପ୍ରେସ ଆସୋସିଏସନ୍

କଳାହାଣ୍ଡି, ୨୭/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ କାର୍ଯ୍ୟାଳୟରେ ଗତକାଲି ଦିବା ୧ ଘଣ୍ଟା ସମୟରେ...

ଓମଫେଡ ଉତ୍ପାଦର ଚାହିଦା ବଢୁଛି ଭବାନୀପାଟଣାରେ ରାଷ୍ଟ୍ରୀୟ ଗୋଦୁଗ୍ଧ ଦିବସ ପାଳିତ

ଭବାନୀପାଟଣା, ୨୭/୧୧ (ଜଗନ୍ନାଥ ନାଏକ) : ଓଡିଶାର ନିଜସ୍ୱ ଓ ଲୋକପ୍ରିୟ ବ୍ରାଣ୍ଡ ଓମଫେଡ ଦ୍ୱାରା ଉତ୍ପାଦିତ ବିଭିନ୍ନ ଦ୍ରବ୍ୟର...

ଏହି ରାସ୍ତା ପ୍ରତି ଦୁର୍ନିତି ଉପରେ କାହାର ହାତ ରାସ୍ତା ନିର୍ମାଣ ଦୁର୍ନିତି ପଛରେ ସରକାରଙ୍କ ହାତ

କଳାହାଣ୍ଡି,୧୭/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଧର୍ଗଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଦୁର୍ନିତୀ ଚର୍ଚ୍ଚା ପରିସରକୁ ଆସିଛି।...

ଅଣ ସଂଗଠିତ ଶ୍ରମିକ ପଞ୍ଜିକରଣ ସଚେତନତା ଶିବିର

ଭବାନୀପାଟଣା, ୦୯/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ୍ ବିଭାଗ, କଳାହାଣ୍ଡି ଙ୍କ ର...

କଳାହାଣ୍ଡି ଜିଲ୍ଲାରେ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୪, ୪୮୮୪ ଟି ମାମଲା ଫଇସଲା

କଳାହାଣ୍ଡି, ୧୪/୦୯ (ଜଗନ୍ନାଥ ନାଏକ) ଓଡିଶା ନ୍ୟୁଜ : କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଗୁଡିକରେ ଚଳିତ...

ଭବାନୀପାଟଣା ଠାରେ ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

କଳାହାଣ୍ଡି, ୧୨/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାଠାରେ ମାଁ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା...

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା, ୧୦/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମ୍ମେଳନ କକ୍ଷରେ ଜିଲ୍ଲା...

ଭବାନୀପାଟଣାରେ ଏସ୍ ଟି ଏସ୍ ସି ଅଧିକାର ସୁରକ୍ଷା ମହାସଂଘ କଳାହାଣ୍ଡିର “ଭାରତ ବନ୍ଦ” ; ଯାତାୟତ ଠପ୍ ଜନଜୀବନ ଅସ୍ତବ୍ୟସ୍ତ

କଳାହାଣ୍ଡି, ୨୨/୦୮ (ଜଗନ୍ନାଥ ନାଏକ) : ଚଳିତ ଅଗଷ୍ଟ ମାସ ୧ ତାରିଖ ଦିନ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ...

୩୦ ତମ ରାଜା ହେଲେ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ

କଳାହାଣ୍ଡି, ୨୨/୦୮ (ଜଗନ୍ନାଥ ନାଏକ) : ଦୀର୍ଘ ବର୍ଷ ପରେ ମଦନପୁର ରାମପୁର ୨୯ ତମ ରାଜା ଶ୍ରୀଯୁକ୍ତ ସମରେନ୍ଦ୍ର...

ଭବାନୀପାଟଣା ଶ୍ରୀ ସାଇ ଦ୍ୱାରକାମାୟୀ ଆଶ୍ରମ ନିକଟସ୍ଥ ଲଳିତ ଇଲୋକ୍ରୋନିକ୍ସ ଠାରେ ବିଶ୍ୱ ଫଟୋଗ୍ରାଫି ଦିବସ -୨୦୨୪ ପାଳିତ ହେଲା

କଳାହାଣ୍ଡି, ୧୯/୦୮ (ଜଗନ୍ନାଥ ନାଏକ) : ଆଜିର ଦୁନିଆରେ ପ୍ରତ୍ୟେକ ଲୋକଙ୍କ ପାଇଁ ଫଟୋ ଉଠାଇବା ଏକ ହବିରେ ପରିଣତ...

ଆମପାଣି ଥାନା ର ନୂତନ ଥାନା ଅଧିକାରିଣୀ ବିଜୟଲକ୍ଷ୍ମୀ ହିକକା ଙ୍କୁ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

କଳାହାଣ୍ଡି, ୧୭/୦୮ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସୀମାନ୍ତ ଆମପାଣି ଥାନା ଅଞ୍ଚଳ ହେଉଛି ଏକ...