ରବୀନ୍ଦ୍ର ପ୍ରସାଦ ଦାନୀ
ସ୍ଥାନୀୟ ପ୍ରତିନିଧି (ଜମନକିରା) ସମ୍ବଲପୁର
ସରକାରୀ ଉଚ୍ଚ ବିଦ୍ୟାଳୟ ଭୋଜପୁର (ରେଙ୍ଗାଲବେଡ଼ା)ରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଭୋଜପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ (ଭୋଜପୁର), ରେଙ୍ଗାଲବେଡ଼ା ପରିସରରେ...
ତାଲୁକ ଆଇନ ସେବା ସମିତି ପକ୍ଷରୁ ମହିଳା ମାନଙ୍କ ସମ୍ପର୍କରେ ଆଇନ ସଚେତନତା ଶିବିର ଅନୁଷ୍ଠିତ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ତାଲୁକ ଆଇନ ସେବା ସମିତି ପକ୍ଷରୁ ବାଳମତି- ଦେହୁରୀ ନର୍ସିଂ ମହା ବିଦ୍ୟାଳୟ...
ଚିନିମହୁଲ ଡାକଘରରୁ ତାଲା ଭାଙ୍ଗି ଲୁଟ୍; ବାଇପାସ୍ କଡ଼ରୁ ଲକର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ
ଜମନକିରା : ଜମନକିରା ଥାନା ଅନ୍ତର୍ଗତ ଚିନିମହୁଲ ଉପ ଡାକଘରୁ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଚୋରି ହୋଇଛି।...
କାଦୁଅ ପଚପଚ ଜମନକିରା ଡାକ୍ତରଖାନା ପରିସର ପ୍ୟାରେଡ୍ ପ୍ରସ୍ତୁତି ଏକ ପ୍ରହସନ: ବ୍ଲକ ପ୍ରଶାସନର ଜିଦ୍ ଆଗରେ ବଳି ପଡ଼ିବ ରୋଗୀଙ୍କ ସ୍ୱାର୍ଥ
ଜମନକିରା : ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଭଳି ଅସହାୟ ରୋଗୀଙ୍କ ହୋଇପାରେ ସ୍ଥିତି, ଆଉ ଅନ୍ୟପଟେ...
ଜମନକିରା ବ୍ଲକରେ ସାର ଗୋଦାମ ଓ ଦୋକାନରେ କୃଷି ବିଭାଗର ଚଢ଼ାଉ: ସବୁ କାଗଜପତ୍ର ଓ ଷ୍ଟକ୍ ଠିକ୍ ଥିବା ସୂଚନା
ଜମନକିରା : ଚାଷୀମାନଙ୍କୁ ସଠିକ୍ ମୂଲ୍ୟରେ ଉନ୍ନତମାନର ସାର ଯୋଗାଇବା ତଥା କଳାବଜାରୀ ରୋକିବା ପାଇଁ ଆଜି ଜମନକିରା ବ୍ଲକ...
ଉଚ୍ଚ ବିଦ୍ୟାଳୟ ଭୋଜପୁରରେ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ: ଶୋଭାଯାତ୍ରାରେ କମ୍ପିଲା ଗ୍ରାମ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଭୋଜପୁର ସରକାରୀ (ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ)...
ଶ୍ରେଣୀ କୋଠରୀ ଅଭାବ, ୩ ଟି କୋଠରୀରେ ୯ ଟି ଶ୍ରେଣୀର ଛୁଆ; ଅଧାପନ୍ତରିଆ ଘର ନିର୍ମାଣ ହୋଇ ପଡ଼ିରହିଛି, ୨ବର୍ଷ ହେଲା କର୍ଣ୍ଣପାତ କରୁନି ପ୍ରଶାସନ
ଜମନକିରା : ଦେଶ ଓ ରାଜ୍ୟରେ ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କାର ଯୋଜନା ପ୍ରଣୟନ କରାଯାଉଥିବା ବେଳେ...
ଏଗ୍ରିଷ୍ଟାକ୍ ଆଇଡି କୁ ବିରୋଧ: ଜମନକିରା ବ୍ଲକର ୩ଟି ଲ୍ୟାମ୍ପସରେ ତାଲା, ଚାଷୀଙ୍କ ୭ ଦଫା ଦାବି ସହ ୧୭ରୁ ବିରାଟ ଆନ୍ଦୋଳନ ଚେତାବନୀ
ଜମନକିରା : ରାଜ୍ୟରେ ଧାନ ବିକ୍ରି ପଞ୍ଜିକରଣ ପାଇଁ ସରକାରଙ୍କ ଦ୍ୱାରା ‘ଏଗ୍ରିଷ୍ଟାକ୍ ଆଇଡି’ ବାଧ୍ୟତାମୂଳକ କରାଯିବା ଏବଂ ସାର...
ଜାମୁମାଳ ଅଞ୍ଚଳରେ ରାସ୍ତା ବିପର୍ଯ୍ୟସ୍ତ: ଶିକ୍ଷା ଓ ଯାତାୟାତ ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ ଓ ଛାତ୍ରଛାତ୍ରୀ
ଜମନକିରା : ଆଧୁନିକ ସମାଜରେ ଉତ୍ତମ ସଡ଼କ ଯୋଗାଯୋଗ ବିକାଶର ଏକ ପ୍ରମୁଖ ମାପକାଠି। କିନ୍ତୁ ଆଜି ବି ଅନେକ...
ଦେବଗଡ ପୁରାତନ ଜିଲ୍ଲାପାଳ କାର୍ଯ୍ୟାଳୟକୁ ବାମଣ୍ଡା ମିଉଜିୟମ୍ କରାଯିବା ପାଇଁ ପ୍ରସ୍ତୁତି ବୈଠକ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଆଦିବାସୀ ଭବନ ସଭା କକ୍ଷରେ ଆଜି ଅପରାହ୍ନରେ ଅବସର ପ୍ରାପ୍ତ କଲେଜ...
ବାଉରିଗୋଡାରେ ବିଶ୍ୱ ହସ୍ତୀ ଦିବସ ପାଳିତ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବାଉରୀଗୋଡା ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ବିଶ୍ୱ ହସ୍ତୀ...
ଜମନକିରା ବ୍ଲକ ପ୍ରଶାସନର ଦୂର ଦୃଷ୍ଟିହୀନତା: ବନ୍ଧ ନିର୍ମାଣ ସାଜିଲା କାଳ, ଘର ବାଡ଼ ଭିତରେ ଆଣ୍ଠୁଏ ପାଣି;ଜଳବନ୍ଦୀ ଜୀବନ ବିତାଉଛନ୍ତି ବୃଦ୍ଧ ଦମ୍ପତି
ଜମନକିରା : ଜମନକିରା ବ୍ଲକ ପ୍ରଶାସନର ବେପରୁଆ ମନୋଭାବ ଏବଂ ଦୂରଦୃଷ୍ଟିର ଅଭାବ ଯୋଗୁଁ ଆଜି ଟିକିଲିପଡ଼ା ଅଞ୍ଚଳର ଏକ...
