Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ରବୀନ୍ଦ୍ର ପ୍ରସାଦ ଦାନୀ

ସ୍ଥାନୀୟ ପ୍ରତିନିଧି (ଜମନକିରା) ସମ୍ବଲପୁର

ଜିଲାସ୍ତରୀୟ ଶିଶୁ ପ୍ରତିଭା ମହୋସôବ ସୁରଭି-୨୦୨୪ ଉଦ୍ୟାପନୀ ସମାରୋହ; ସାମାନ୍ୟ ସଫଳତାରେ ସନ୍ତୁଷ୍ଟ ନ ହେବାକୁ ଆହ୍ୱାନ: ଦଳଗତ ସାଂସ୍କୃତିକ ପ୍ରତିଯୋଗିତାରେ ବଲାରଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ହୋଇଥିବା ବେଳେ ବିତର୍କ ରେ ଜମନକିରା ବ୍ଲକ ର ଅଦ୍ୟାଶା ପ୍ରଥମ ସ୍ଥାନ ହାସଲ କରିଛନ୍ତି

ଜମନକିରା : ସ୍ଥାନୀୟ ତପସ୍ୱନୀ ପ୍ରେକ୍ଷାଳୟରେ ଆୟୋଜିତ ଜିଲାସ୍ତରୀୟ ଶିଶୁ ପ୍ରତିଭା ମହୋସôବ ସୁରଭି-୨୦୨୪ ଉଦ୍ୟାପିତ ହୋଇଯାଇଛି । ଏହି...

ଜମନକିରା ରେ କରଣ ସମାଜ ଇଷ୍ଟଦେବ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ବାବାଙ୍କ ପୂଜା ମହୋତ୍ସବ

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ମହାମାୟୀ ମନ୍ଦିର ପ୍ରାଙ୍ଗଣରେ ଆଜି ବଡ ଧୁମଧାମରେ କରଣ ସମାଜ...

ଟିକିଲିପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ; ହଷ୍ଟେଲ କାନ୍ଥ କୁ ଲାଗି ବିଦ୍ୟୁତ ଟ୍ରାନସଫର୍ମର, ବିପଦରେ ଛାତ୍ରଙ୍କ ଜୀବନ

ଜମନକିରା : ଜମନକିରା ବ୍ଲକ ଟିକିଲିପଡ଼ା ପଞ୍ଚାୟତ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଛାତ୍ରାବାସ ରହିଛି।...

ଜମନକିରା ବ୍ଲକରେ ୮ ବର୍ଷ ରହିଲେଣି….ହେଲେ ବଦଳି ଆଦେଶର ୨୫ ଦିନ ପରେ ବି ଯୋଗାଣ ଅଧିକାରୀଙ୍କ ମୋହ ଛାଡୁନି ଏହି ବ୍ଲକ

ଜମନକିରା : ଜମନକିରା ବ୍ଲକରେ ଯୋଗାଣ ଅଧିକାରୀ ଗତ ୨୦୧୬ ରୁ ଅବସ୍ଥାପିତ ଅଛନ୍ତି। ଏହି ବ୍ଲକରେ ୮ ବର୍ଷ...

ବହୁ ପରିମାଣରେ ବେଆଇନ ବାଣ ଜବତ, ବ୍ୟବସାୟ କାରବାର କରିବା ଅଭିଯୋଗରେ ପୁଅ କୁ କୋର୍ଟ ଚାଲାଣ, ବାପା ଙ୍କୁ ନୋଟିସ

ଜମନକିରା : ଜମନକିରା ଥାନା ସଦର ମହକୁମା କଦଳିମୁଣ୍ଡାରେ ଏକ ରାସନ ଦୋକାନ ଗୋଦାମ ଗୃହରେ ବେଆଇନ ବାଣ ରଖି...

ଦୁର୍ନୀତି ନିବାରଣ ସପ୍ତାହ ପାଳନ

ଜମନକିରା : ଜମନକିରା ବ୍ଲକ ଭିଶି ହଲ ରେ ଆଜି ତହସିଲଦାର ହରେକୃଷ୍ଣ ବରିହାଙ୍କ ଅଧ୍ୟକ୍ଷତାରେ ଏକ ଦୁର୍ନୀତି ନିବାରଣ...

କାର ଅଟକେଇ ଟଙ୍କା ଓ ମୋବାଇଲ ଛଡେଇ ନେଇ ଯିବା ଘଟଣାରେ ଜଣେ ଗିରଫ, ଜଣେ ଫେରାର

ଜମନକିରା : ଜମନକିରା ଥାନା ଗୌଡପାଳି ଫାଣ୍ଡି ଅନ୍ତର୍ଗତ ଟନସରା ଜାତୀୟ ରାଜପଥ ୫୩ରେ ଦୁଇଜଣ ସ୍କୁଟି ଆରୋହୀ ଟଙ୍କା...

ଗାଁ ପଡିଆରେ ଭାଟିମଦ ଢାଳିଲେ ମହିଳା

ଜମନକିରା : ଜମନକିରା ବ୍ଲକ ଟିକିଲିପଡ଼ା ପଞ୍ଚାୟତ ମଧ୍ୟମ ବାଦିବାହଲ ଗାଁରେ ଆଜି ଆଦିବାସୀ ମହିଳା ମାନେ ବେଆଇନ ଭାବେ...

ଖରିଫ ଧାନ ସମସ୍ୟା ନେଇ ଜମନକିରା ଶ୍ରୀଲକ୍ଷ୍ମୀ କୃଷକ ସଂଗଠନ ପକ୍ଷରୁ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଜମନକିରା : ଆଜି ଜମନକିରା ଶ୍ର ଲକ୍ଷ୍ମୀ କୃଷକ ସଂଗଠନ ପକ୍ଷରୁ ସଭାପତି ବିରେନ୍ଦ୍ର ଚୌଧୁରୀଙ୍କ ନେତୃତ୍ୱରେ ବ୍ଲକ ଅନ୍ତର୍ଗତ...

ବନ ବିଭାଗ କ୍ଵାଟର ରୁ ଜବତ ସାମଗ୍ରୀ ଚୋରି କରିବା ଅଭିଯୋଗରେ ୨ ଜଣ କୋର୍ଟ ଚାଲାଣ

ଜମନକିରା : ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ ଉଡ଼ିଶିଂ ଫରେଷ୍ଟ ଗାର୍ଡ କ୍ୱେଟର ରୁ ଗତ ୯ ତାରିଖ...

ନଣନ୍ଦ କୁ ଦଶହରା ପାଇଁ ଡାକିବାକୁ ଯାଇ ବାଇକ୍ ରୁ ପଡ଼ି ମହିଳା ମୃତ

ଜମନକିରା : ଜମନକିରା ବ୍ଲକ ଟଙ୍ଗାରମାଳ ଗାଁର ମାନସ ମହାନନ୍ଦ ଆଜି ନିଜ ଭଉଣି କୁ ଦଶହରା ପୂଜା ପାଇଁ...

କପଡା ବୋଝେଇ କଣ୍ଟେନର ସହ ଲୁହା ବୋଝେଇ ଟ୍ରକ ଦୁର୍ଘଟଣା, ଉଭୟ ଟ୍ରକ୍ ର ଚାଳକ ଜୀବନ୍ତ ଦଗ୍ଧ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ବଡ଼ କୁଣ୍ଢେଇସରା ରାଜରାସ୍ତା ୫୩ରେ ରାତ୍ର ୮...