ସନତ କୁମାର ପ୍ରାଧନୀ
ସ୍ଥାନୀୟ ପ୍ରତିନିଧି (କୋକସରା) କଳାହାଣ୍ଡି
ଧାନ ଚୋରା ଚାଲାଣ ବେଳେ ମାଡି ବସିଲା ଯୋଗାଣ ବିଭାଗ, ଧାନ ଟ୍ରକ ସହ ଡ୍ରାଇଭର ଅଟକ, ତଦନ୍ତ ଜାରି।
କୋକସରା:୧୫/୧୨ କଳାହାଣ୍ଡି ଜିଲ୍ଲା ରେ ମଣ୍ଡି ଆରମ୍ଭ ହୋଇଥିବା ବେଳେ ସକ୍ରିୟ ରହିଛନ୍ତି ଧାନ ଚୋରା ଚାଲାଣ କାରୀ। ଧର୍ମଗଡ଼...
ଗାଁ ଦେଇ ମେଗାଲିଫ୍ଟ କେନାଲ ହେଲେ ଜଳସେଚନ ରୁ ବଞ୍ଚିତ ଚାଷି, ଜଳସେଚନ ପାଇଁ ଦାବିପତ୍ର।
କୋକସରା,୧୪।୧୨ କୋକସରା ବ୍ଳକ ଟେମରା ପଞ୍ଚାୟତ ସିର୍ଲିଗୁଡା ଓ ସାନ ପୋଡାଗୁଡା ପଞ୍ଚାୟତ ନେଗୀଗୁଡା ଗ୍ରାମର ଚାଷୀ ସମୂହ ଇନ୍ଦ୍ରାବତୀ...
ଶୁଣିଲାଣି ଗ୍ରାମ୍ୟ ଉନ୍ନୟନ ବିଭାଗ, ନିଜ ଖର୍ଚ୍ଚ ରେ ରାସ୍ତା ମରାମତି କରାଇଲେ ୨ ସମାଜସେବୀ।
କୋକସରା:୧୪/୧୨ କୋକସରା ବ୍ଲକ ଝରିଆଗୁଡା କାଜୁ ବଗିଚା ଛକ ପୁର୍ତ୍ତ ବିଭାଗ ରାସ୍ତା ରୁ ମୂଷାପାଲି ଓ ଡାଲଗୁମା ପଞ୍ଚାୟତ...
୧୦୪ ପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ ଉତ୍ସଵ ଅନୁଷ୍ଠିତ।
କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଡୋଙ୍ଗରିଗୁଡା ଖେଳ ପଡ଼ିଆ ରେ ଆସନ୍ତା ଫେବ୍ରୁଆରୀ ମାସ ରେ ୧୦୪ ପ୍ରହର ନାମଯଜ୍ଞ...
ନିର୍ମାଣାଧୀନ ରାସ୍ତା ମରାମତି କାର୍ଯ୍ୟ ନିନ୍ମମାନ ର ଅଭିଯୋଗରେ ପ୍ରତିବାଦ କଲେ ଯୁବଗୋଷ୍ଠୀ ଓ ଗ୍ରାମବାସୀ।
କୋକସରା୧୪/୧୨ପ୍ରତି ଗ୍ରାମାଞ୍ଚଳକୁ ଗମନାଗମନ ରେ ସୁବିଧା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଓ।ମୁଖ୍ୟମନ୍ତ୍ରୀ ସଡକ ଯୋଜନା ରେ...
ସାମ୍ବାଦିକଙ୍କୁ ପୋଲିସ ଭେନ ଧକ୍କା ପ୍ରସଙ୍ଗ: ଅତିରିକ୍ତ ଏସପିଙ୍କୁ ଭେଟିଲେ କଳାହାଣ୍ଡି ସାମ୍ବାଦିକ ୟୁନିଅନ
ଭବାନୀପାଟଣା,୧୩|୧୨ ନର୍ଲା ବ୍ଳକର କାର୍ଯ୍ୟରତ ସାମ୍ବାଦିକ ରଞ୍ଜନ କୁମାର ମହାନ୍ତି ଓ ଧନୁର୍ଯ୍ୟ ସାହୁଙ୍କୁ କେସିଙ୍ଗା ଠାରେ ପୋଲିସ ବସ...
କୋକସରା ଓଡିଶା ଆଦର୍ଶ ବିଦ୍ୟାଳୟ ରେ କ୍ରୀଡା ଉତ୍ସଵ ଉଦଘାଟନ।
କୋକସରା:୧୩/୧୨ କୋକସରା ବ୍ଲକ ବଙ୍ଗୋମୁଣ୍ଡା।ଓଡିଶା ଆଦର୍ଶ ବିଦ୍ୟାଳୟ ରେ ବୁଧବାର ବାର୍ଷିକ କ୍ରୀଡା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। କ୍ରୀଡା ଉତ୍ସଵ...
କୋକସରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆ ଓ ଯୁବ ବିକାଶ କାର୍ଯ୍ୟକ୍ରମ, ଯୋଗଦେଲେ ବିଧାୟକ।
କୋକସରା୧୩/୧୨ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଯୁକ୍ତ ୨ ଓ ଡିଗ୍ରୀ...
ଦୁଇ ବାଇକ ମୁହାଁମୁହିଁ ଧକ୍କା; ୨ ଗୁରୁତର
କୋକସରା:୧୨/୧୩ କୋକସରା ଥାନା ଲଡୁଗାଁ ପଞ୍ଚାୟତ ସୁପାଡ଼ ନିକଟରେ ମଙ୍ଗଳବାର ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା...
ମୋଟେର ମଣ୍ଡି ରୁ ଆରମ୍ଭ ହେଲା ଖରିଫ ଧାନ କ୍ରୟ।
କୋକସରା:୧୨/୧୨ କୋକସରା ବ୍ଲକ ଚାର ବାହାଲ ପେକ୍ସ ମୋଟେର ପିପିସି ଧାନ ମଣ୍ଡି ରେ ମଙ୍ଗଳବାର ଠାରୁ ଖରିଫ ଧାନ...
ହରଦୁରାମ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ। ଚିଲିଗୁଡା ଓ ତେନ୍ତୁଳିଆପଡା ମଧ୍ୟରେ କଡ଼ା ଟକ୍କର।
କୋକସରା:୧୨/୧୨ ମା ଲଙ୍କେଶ୍ୱରୀ କ୍ଲବ ଆନୁକୂଲ୍ୟରେ କୋକସରା ବ୍ଲକ ଡାଲଗୁମା ଗ୍ରାମରେ ହରଦୁରାମ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବଡଭଟା ଖେଳ...
ଅସହାୟ ମହିଳା ଙ୍କୁ ଉଦ୍ଧାର କରି ଅନାଥ ଆଶ୍ରମ ପଠାଇଲେ ବ୍ଲକ ପ୍ରଶାସନ।
କୋକସରା:୧୨/୧୨ କୋକସରା ବ୍ଲକ ପରିସରରେ ଦିର୍ଘ ୫ ହେବ ଜଣେ ନିରାଶ୍ରୟ ବୃଦ୍ଧା ମହିଳା ରହି ଆସୁଥିଲେ। କୋକସରା ବ୍ଲକ...
