ସନତ କୁମାର ପ୍ରାଧନୀ
ସ୍ଥାନୀୟ ପ୍ରତିନିଧି (କୋକସରା) କଳାହାଣ୍ଡି
ଅପହଞ୍ଚ କୁଟରୁ ଗାଁ ରେ ପହଞ୍ଚି ଲୋକଙ୍କ ସହ ଗାଁ ର ସମସ୍ୟା ବିଷୟରେ ଆଲୋଚନା କଲେ ବ୍ଲକ ଉପାଧ୍ୟକ୍ଷ।
କୋକସରା:୨୨/୦୩ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଆମପାଣି ପଞ୍ଚାୟତ ର ବଣ ପାହାଡ଼ ଘେରା ଦୁର୍ଗମ ତଥା ଅପହଞ୍ଚ...
ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ,୪୦ ହଜାର ଲାଞ୍ଜ ନେବା ବେଳେ ମାଡି ବସିଲା ଭିଜିଲାନ୍ସ।
କୋକସରା:୨୧/୦୩ ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଲେତେର ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ l...
କେବେ ଅନ୍ତଃ ହେବ ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳ ବାସୀଙ୍କ ଦୁଃଖ?ବିକାଶ ନାମରେ ଚାଲିଛି ଦୁର୍ନୀତିର ଖେଳପଥ ଉନ୍ମୁକ୍ତରେ ବାଧକ ସାଜିଛି ଅଧପନ୍ତରିଆ ଗୋଲାଗାଡ ପୋଲ।
କୋକସରା:୨୧/୦୩ ସାଧାରଣତଃ ଉତ୍ତମ ଗମନାଗମନ ବ୍ୟବସ୍ଥା ହିଁ ଅଞ୍ଚଳର ବିକାଶକୁ ତ୍ବରାନ୍ବିତ କରିଥାଏ।କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଇନ୍ଦ୍ରାବତୀ...
କୋକସରା ଠାରେ ସିଭିଲ କୋର୍ଟ ନୂତନ କୋଠା ନିର୍ମାଣ ପାଇଁ ଆଭାସି ରେ ଭିତ୍ତିପ୍ରସ୍ତର ସ୍ଥାପନ।
କୋକସରା:୨୦/୦୩ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଠାରେ ନୂତନ ସିଭିଲ କୋର୍ଟ ପାଇଁ ବୁଧବାର ଆଭାସି ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ...
୫ ବାପା ଛେଉଣ୍ଡ ଭଉଣୀ ପାଖକୁ ପହଞ୍ଚିଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ।
କୋକସରା:୨୦/୦୩ ଧର୍ମଗଡ ବ୍ଲକ ଛଞ୍ଚାଣବାହାଲୀ ପଂଚାୟତ ପଲସପାଣି ଗ୍ରାମର ୫ ବାପା ଛେଉଣ୍ଡ ଝିଅ ଙ୍କ ପାଖକୁ ପହଞ୍ଚିଲା ଜିଲ୍ଲା...
ଭାଲୁ ଆକ୍ରମଣ ରେ ଯୁବକ ଗୁରୁତର।
କୋକସରା:୧୯/୦୩ କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ବରାଡ଼ଙ୍ଗା ଗ୍ରାମର ଯୁବକ ନକୁଳ ମାଝୀ (୩୪) ମଙ୍ଗଳବାର ସକାଳେ ନିଜ ଚାଷଜମି...
ଚଞ୍ଚକତା କରି କେସିସି ଋଣ ଟଙ୍କା ହଡପଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେ ୫୭ ଜଣ ଚାଷୀ।
କୋକସରା:୧୯/୦୩ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କୀର୍କାକାନୀ ଗ୍ରାମର ୫୭ ଜଣ ଚାଷୀ କେସିସି ଋଣ ଟଙ୍କା ଠକେଇ ର...
ଗ୍ରୀଷ୍ମ ପ୍ରବାହ ଆରମ୍ଭ ପୂର୍ବରୁ ପାନୀୟ ଜଳକଷ୍ଟ, ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହେଲେ ସୁନାମାଲ ଗ୍ରାମବାସୀ।
କୋକସରା:୧୮/୦୩ ଖରା ଆରମ୍ଭ ରୁ ଦେଖାଦେଇଛି ଗ୍ରାମାଞ୍ଚଳରେ ପାନୀୟ ଜଳକଷ୍ଟ, ପାଣି ମୁନ୍ଦାଏ ପାଇଁ ଡହକ ବିକଳ ହେଉଛନ୍ତି କୋକସରା...
ଧର୍ମଗଡ ଅଞ୍ଚଳରେ ଦାଦନ ମୃତ୍ୟୁ, ଗୋଟିଏ ଦିନରେ ୨ ଦାଦନ ଶ୍ରମିକ ଙ୍କ ମୃତ୍ୟୁ।
କୋକସରା:୧୮/୦୩ ଧର୍ମଗଡ ଅଞ୍ଚଳ ରେ ଦିନ କୁ ଦିନ ଦାଦନ ଶ୍ରମିକ ଙ୍କ ସମସ୍ୟା ଉଦବେଗ ଦେଖାଦେଇଛି।ଦୈନଦିନ ଦାଦନ ଶ୍ରମିକଙ୍କ...
ବିକାଶ ଉଇସଡ଼ମ ପାର୍କ ପରିସରରେ ଭାଟ ୨୦୨୪-୨୫ ଅନୁଷ୍ଠିତ।
କଳାହାଣ୍ଡି:୧୮/୦୩ ଭବାନୀପାଟଣା ସ୍ଥିତ ବିକାଶ ଉଇସଡ଼ମ ପାର୍କରେ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିବା ଛାତ୍ର ଛାତ୍ରୀଙ୍କୁ ନେଇ...
୫ ଦଫା ଦାବିନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ରେ ବସିଲେ ଉପଖଣ୍ଡିୟ ୱାର୍ଡ ସଭ୍ୟ ସଭ୍ୟା
କୋକସରା:୧୭/୦୩ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ବିଭିନ୍ନ ସଂଘ ପକ୍ଷରୁ ସରକାର ଙ୍କ ନିକଟରେ ଦାବି ଉପସ୍ଥାନ ବଢ଼ିବାରେ...
ବାଇକ ଦୁର୍ଘଟଣା, ଯୁବକ ଗୁରୁତର, କୋକସରା ଡାକ୍ତରଖାନାରେ ଭର୍ତ୍ତି।
କୋକସରା:୧୭/୦୩ କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ଗୋତମୁଣ୍ଡା କୁଳେରଗୁଡା ଛକ ପୋଲ ନିକଟରେ ଶନିବାର ଅପରାହ୍ନ ରେ ଏକ...
