ସନତ କୁମାର ପ୍ରାଧନୀ
ସ୍ଥାନୀୟ ପ୍ରତିନିଧି (କୋକସରା) କଳାହାଣ୍ଡି
ଘୋଷଯାତ୍ରା ରେ ତିନି ଠାକୁର, କୋକସରା ବ୍ଲକ ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳା ସହ ପାଳିତ।
କୋକସରା୨୦/୦୬ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ଘୋଷଯାତ୍ରା ମଙ୍ଗଳବାର ଶାନ୍ତି ଶୃଙ୍ଖଳା...
ଗାଁ ଗାଁରେ ପହଞ୍ଚିବ ବୁଦ୍ଧ ଓ ବାବାସାହେବଙ୍କ ବିଚାରଧାରା ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସାଧାରଣ ସଭା ଓ ପ୍ରସ୍ତୁତି ବୈଠକ।
କୋକସରା,୧୮/୦୬ ଦେଶ ଓ ବିଦେଶରେ ସହନଶୀଳତା ସହିତ ମାନବବାଦର ପରାକାଷ୍ଠା ପ୍ରଦର୍ଶନ କରୁଥିବା ତଥା ସାରା ବିଶ୍ବକୁ ରାହା ଦେଖାଉଥିବା...
ଲଡୁଗାଁ ମାରୱ।ଡି ଯୁବାମଞ୍ଚ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ,୨୦୫ ୟୁନିଟ ରକ୍ତ ସଂଗ୍ରହ
କୋକସରା: ପ୍ରାନ୍ତୀୟ ମାରୱ।ଡି ଯୁବାମଞ୍ଚ ଆନୁକୂଲ୍ୟରେ ୧୧ ରୁ ୧୧ ତାରିଖ ରୁ ୧୮ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ...
ନାବାଳିକା ଅପହରଣ ଓ ପ୍ରେମ ପ୍ରତାରଣା ଅଭିଯୋଗ, ଯୁବକ କୋର୍ଟ ଚାଲାଣ
କୋକସରା:୧୭/୦୬ : କୋକସରା ପୋଲିସ ପକ୍ଷରୁ ଶନିବାର ଜଣେ ନାବାଳିକା ଙ୍କୁ ଗତ ୨ ମାସ ତଳେ ଅପହରଣ ଓ...
କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ର ମେଧାବି ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ଉତ୍ସଵ।
କୋକସରା:୧୭/୦୬ ଚଳିତ ମାଟ୍ରିକ, ଉଚ୍ଚ ମାଧ୍ୟମିକ, ୟୁପିଏସସି ଓ ନିଟ ପରୀକ୍ଷା ରେ କୋକସରା ବ୍ଲକ ପାଇଁ ଗୌରବ ଆଣିଥିବା...
ମେଗା ରକ୍ତଦାନ ଶିବିର ପାଇଁ ଲଡୁଗାଁ ମାର ୱ।ଡି ଯୁବାମଞ୍ଚ ପକ୍ଷରୁ ପ୍ରସ୍ତୁତି
କୋକସରା: କୋକସରା ବ୍ଲକ ଲଡୁଗାଁ ଠାରେ ଆସନ୍ତା ୧୮ ତାରିଖରେ ପ୍ରାନ୍ତିୟ ମାରୱ।ଡି ଯୁବାମଞ୍ଚ ପକ୍ଷରୁ ମେଗା ରକ୍ତଦାନ ଶିବିର...
ପିଠା ଓ ଆମ୍ବ ଖାଇ ବାନ୍ତିରେ ୧୦ ଆକ୍ରାନ୍ତ, କୋକସରା ଡାକ୍ତରଖାନାରେ ଚିକିତ୍ସିତ
କୋକସରା: ଚକୁଳି ପିଠା ଓ ଆମ୍ବ ଖାଇବା ପରେ ଫୁଡ଼ ପଏଜନ ହୋଇ କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ଡ଼ହଗାଁ...
ଚିକିଲି ଗାଁ ରେ ରଜ ମଉଜ; ଆନନ୍ଦ ଉତ୍ସାହର ସହ ଚାଲିଛି ପାଳନ
କୋକସରା: ରଜ ସଂକ୍ରାନ୍ତି ପାଳନ ପାଇଁ ସାରା ଓଡ଼ିଶା ର ସହର ଠାରୁ ପୁରପଲ୍ଲୀ ଉତ୍ସବମୁଖର ହୋଇପଡିଥିବା ରଜ ମଉଜ,...
ମା କୁ ମୁଖାଗ୍ନି ଦେଇ ଝିଅ ସୃଷ୍ଟି କଲେ ଉଦାହରଣ
କୋକସରା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାର ବାହାଲ ଗ୍ରାମରେ ମେଡ଼ିକାଲ ଅଫିସର ଡ଼. ଦୀନବନ୍ଧୁ ସାହାଣି ଙ୍କ ଧର୍ମପତ୍ନୀ...
ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସି,ଏସ.ଟି,ଏସ.ସି ବର୍ଗ ର ଛାତ୍ରଛାତ୍ରୀଙ୍କୁ ଜନସଂଖ୍ୟା ଅନୁପାତରେ ସଂରକ୍ଷଣ ଦାବି କୁ ନେଇ ଦାବିପତ୍ର ପ୍ରଦାନ
କୋକସରା: ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସି,ଏସ.ଟି,ଏସ.ସି ବର୍ଗ ର ଛାତ୍ରଛାତ୍ରୀ ଙ୍କୁ ଜନସଂଖ୍ୟା ଅନୁପାତରେ ସଂରକ୍ଷଣ ଦାବି କୁ...
ସୁନାମାଲ ଓ କେନାଲ ପଡା ର ଜଳକଷ୍ଟ ଦୁର କଲେ ବ୍ଲକ ଉପାଧ୍ୟକ୍ଷ
କୋକସରା: ଖରା ର ପାରଦ ୪୧ ଡିଗ୍ରୀ କୁ ପାର କରିଥିବା ବେଳେ ଗ୍ରାମାଞ୍ଚଳରେ ଉତ୍କଟ ହେଉଛି ପାନୀୟ ଜଳ...
ମିଳିନି ୩ ମାସ ର ପିଡିଏସ ଚାଉଳ ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହେଲେ ବାଟିଗୁଡା ହିତାଧିକାରୀ
କୋକସରା: ୧୩/୦୬ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ବାଟିଗୁଡା ଗ୍ରାମର ୱାର୍ଡ଼ ନମ୍ବର ୧୦ ଓ ୧୧...
