ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ

ସୋନପୁର ଇଣ୍ଟରସିଟି ଏକ୍ସପ୍ରେସରେ ଅଗ୍ନିକାଣ୍ଡ
ଭୁବନେଶ୍ୱର: ସୋନପୁର ଇଣ୍ଟରସିଟି ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ସି ୧ ଏସି କୋଚର ତଳ ଭାଗରେ ନିଆଁ ଲାଗିଥିବା ଜଣାପଡିଛି। ପ୍ରବଳ...

ବଢୁଛି ରଣବୀର ଆଲାହାବାଦିଆଙ୍କ ଅଡୁଆ
ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ଦେଇ ଫସିଥିବା ୟୁଟ୍ୟୁବର ରଣବୀର ଆଲାହାବାଦିଆଙ୍କ ବଢ଼ିଲା ଅଡୁଆ। ତାଙ୍କ ଘରେ ମୁମ୍ବାଇ ପୋଲିସ ଛାନବିନ...

ଅନୁଗୁଳରେ ନାବାଳକକୁ ଗୁଳିମାଡ଼, ହସ୍ପିଟାଲରେ ଭର୍ତ୍ତି
ଅନୁଗୁଳ: ଘର ଆଗରେ ବୁଲୁଥିବା ବେଳେ ନାବାଳକକୁ ଗୁଳିମାଡ଼।ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ସାନ କେରେଜାଙ୍ଗ ଗୋଛାୟତ ସାହିରେ...

ଏଣିକି ପୁଅ ଜନ୍ମ ହେଲେ ୧୦ ହଜାର, ଝିଅ ପାଇଁ ୧୨ ହଜାର
ଭୁବନେଶ୍ୱର: ଏଣିକି ପୁଅ ଜନ୍ମ ହେଲେ ୧୦ ହଜାର, ଝିଅ ପାଇଁ ୧୨ ହଜାର ମିଳିବ। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା...

ଚାମ୍ପିଅନ୍ସ ଟ୍ରଫି: ଟୁର୍ନାମେଣ୍ଟରୁ ବାଦ ପଡିଲେ ଜସପ୍ରିତ ବୁମରାହ!
ଚାମ୍ପିଅନ୍ସ ଟ୍ରଫି: ଟୁର୍ନାମେଣ୍ଟରୁ ବାଦ ପଡିଲେ ଜସପ୍ରିତ ବୁମରାହ! ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ବଡ଼...

ରାତି ୧୦ଟାରେ ଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ
ଭୁବନେଶ୍ୱର: ଚଳିତବର୍ଷ ଫେବୃଆରୀ ୨୬ ତାରିଖରେ ପଡୁଛି ଜାଗର ଅର୍ଥାତ୍ ମହାଶିବରାତ୍ରି । ମହାଶିବରାତ୍ରୀ ନେଇ ମଙ୍ଗଳବାର ଲିଙ୍ଗରାଜ ମନ୍ଦିର...

ଆତଙ୍କବାଦୀଙ୍କ ନରସଂହାର, ୨୩ ଜଣଙ୍କୁ ଗୁଳି କରି କଲେ ହତ୍ୟା
ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କବାଦୀଙ୍କ ନରସଂହାର । ବଲୁଚିସ୍ତାନରେ ଆତଙ୍କବାଦୀ ୨୩ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଦକ୍ଷିଣ...

ରାଜ୍ୟ କଂଗ୍ରେସର ଷ୍ଟିଅରିଂ କମିଟିକୁ ନେଇ ପ୍ରଶ୍ନ ଉଠାଇଲେ ପଞ୍ଚାନନ କାନୁନଗୋ
ଭୁବନେଶ୍ୱର: ପୂର୍ବତନ ମୁଖ୍ୟ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଦଳରୁ ଇସ୍ତଫା ଦେବା କଂଗ୍ରେସକୁ ବଡ ଝଟକା...

ରିଆମାଳ ବିଡିଓଙ୍କ ମତିଭ୍ରମ ନା ପାଗଳାମୀ, ସୁବାସ ପାଣିଗ୍ରାହୀଙ୍କୁ କରି ଦେଲେ ବିଧାୟକ
ଦେବଗଡ: ରିଆମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ଉଗ୍ରସେନ ଓରାମଙ୍କ ମତିଭ୍ରମ । ତାଙ୍କ ଖାମଖିଆଲି ମନବୃତ୍ତି ପୂର୍ବତନ ବିଧାୟକଙ୍କୁ କରି...

ପାଣ୍ଡିଆନଙ୍କ ହେଲିକପ୍ଟର ବୁଲିବା ଘଟଣାର ତଦନ୍ତ ଚାଲିଛି, ଖୁବ୍ ଶୀଘ୍ର ନିର୍ଯାସ ଆସିବ: ପରିବହନ ମନ୍ତ୍ରୀ
ଭୁବନେଶ୍ୱର: ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ବୁଲିବା ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ । ପାଣ୍ଡିଆନଙ୍କ ହେଲିକପ୍ଟର ବୁଲିବା ଘଟଣାର...

ରାଜ୍ୟପାଳଙ୍କ ନିଷ୍ପତ୍ତି ସମ୍ବିଧାନ ବିରୋଧୀ, ଅଦାଲତରେ ଚ୍ୟାଲେଞ୍ଜ କରାଯିବ: ସିଦ୍ଧରମୈୟା
ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ମୋକଦ୍ଦମା ଚଲାଇବା ପାଇଁ ମଞ୍ଜୁରୀ...

ରାଜ୍ୟ ସରକାରଙ୍କଠୁ କପି ! ୨୫ରେ ଶଙ୍ଖ ଭବନରେ ବିଜେଡିର ପ୍ରଶିକ୍ଷଣ ଶିବିର
ଭୁବନେଶ୍ୱର: ବିଧାନସଭାକୁ ନିର୍ବାଚିତ ନବାଗତ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦେବା ସରକାରଙ୍କ ପକ୍ଷରୁ କାର୍ଯ୍ୟକ୍ରମ ପରେ ବିିରୋଧୀ ବିଜେଡି ମଧ୍ୟ ସମାନ...