ଓଡ଼ିଶା ଡଟ୍ ନ୍ୟୁଜ୍
ସାଲିଆ ସାହିରେ ସୁଡଙ୍ଗ ଭିତରେ ଚାଲିଛି ଦେଶୀ ମଦ ପ୍ରସ୍ତୁତି
ଭୁବନେଶ୍ବର: ରାଜଧାନୀର ସାଲିଆ ସାହି । ଦେଶୀ ମଦର ପାଲଟିଛି ହଟସ୍ପଟ । ଘରେ ଘରେ ତିଆଣି ହେଉଛି ମଦ...
ଜମ୍ମୁ-କାଶ୍ମୀର ନିର୍ବାଚନ: ପ୍ରାର୍ଥୀ ତାଲିକା ଜାରି କରିବାର କିଛି ସମୟ ପରେ ପ୍ରତ୍ୟାହାର କରିନେଲା ବିଜେପି
ନୂଆଦିଲ୍ଲୀ: ସେପ୍ଟେମ୍ବର ୧୮ ତାରିଖରୁ ଜମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ୩ଟି ପର୍ଯ୍ୟାୟରେ ନିର୍ବାଚନ...
ରାତିରେ ଗଛକୁ ଧକ୍କା ଦେଲା ବାଇକ୍; ଚାଲିଗଲା ଚାଳକଙ୍କ ଜୀବନ, ସକାଳୁ ମୃତଦେହ ଉଦ୍ଧାର
ଉଲୁଣ୍ଡା: ରାତିରେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍ । ଘଟଣା ସ୍ଥଳରେ ଚାଲିଗଲା...
ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ବୋଲେରୋ, ଜଣେ ମୃତ
ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗଣେଶପୁର ଗାଁ ନିକଟରେ ଦୁର୍ଘଟଣା । ବୋଲେରୋ ଧକ୍କାରେ ଜଣେ ବାଇକ...
ଆଜି ଜନ୍ମାଷ୍ଟମୀ, ସବୁଠି କୃଷ୍ଣମୟ ପରିବେଶ; ଶ୍ରୀମନ୍ଦିରରେ ଜନ୍ମ ନେବେ କାହ୍ନା
ଭୁବନେଶ୍ବର: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ...
ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ, ୨୩ ମୃତ
ବେଲୁଚିସ୍ତାନ: ପାକିସ୍ତାନର ବେଲୁଚିସ୍ତାନରେ ଏକ ବସ୍ ଉପରେ ଆତଙ୍କବାଦୀଙ୍କ ଆତ୍ମଘାତି ଆକ୍ରମଣ । ୨୩ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା...
ବାଇକ ଉପରେ ଓଲଟି ପଡ଼ିଲା ଟ୍ରକ୍, ଛାତ୍ରୀ ମୃତ
ବୌଦ୍ଧ: ରଇଠାଣି ବାଇପାସ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ବାଇକ ଉପରେ ଚଢ଼ି ଯାଇ ଟ୍ରକ୍ଟି ଓଲଟି ପଡ଼ିଲା...
ଏସସିବିରେ ଦୁଇ ମହିଳା ରୋଗୀଙ୍କୁ ଦୁଷ୍କର୍ମ ମାମଲା; ଅଭଯୁକ୍ତ ଡାକ୍ତର ବହିଷ୍କୃତ
କଟକ: ଏସସିବି ମେଡିକାଲରେ ୨ ମହିଳା ରୋଗୀଙ୍କୁ ଜଣେ ଡାକ୍ତର ଚିକିତ୍ସା ବାହାନାରେ ଦୁଷ୍କର୍ମ କରିଥିବା ଅଭିଯୋଗ ଘଟଣାରେ ବଡ଼...
ଯୁକ୍ତତିନି ନାମଲେଖା ଗାଇଡଲାଇନରେ ପରିବର୍ତ୍ତନ
ଭୁବନେଶ୍ବର: ପରିବର୍ତ୍ତନ ହେଲା ଯୁକ୍ତତିନି ନାମଲେଖା ଗାଇଡଲାଇନ । ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଲେ ବି ଦ୍ୱିତୀୟ ପର୍ଯ୍ୟାୟ ପାଇଁ...
ଆରଜି କର ମେଡିକାଲରେ ଚାଲିଥିଲା ଦେହ ବ୍ୟବସାୟ: ଅଖତାର ni
କୋଲକାତା: ଆର୍ ଜି କର ମେଡିକାଲ କଲେଜକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ପଦାକୁ ଆସୁଛି...
ବନ୍ଦ ଘରୁ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବାଲେଶ୍ବର: ୬ ମାସ ହେବ ଚାକିରି କରିଥିଲେ । ହେଲେ ଆଜି ସକାଳୁ ବନ୍ଦ କୋଠରୀରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ...
‘ସୁଭଦ୍ରା’ ଯୋଜନା: କିଏ ପାଇବେ, କେଉଁଠି କରିବେ ଆବେଦନ ?
ଭୁବନେଶ୍ବର: ସୁଭଦ୍ରା ଯୋଜନା ପାଇଁ ଆସିସାରିଛି ଏସ୍ଓପି । ଏହି ଯୋଜନାରେ କେଉଁମାନେ ସହାୟତା ପାଇବେ, କେଉଁମାନେ ସହାୟତା ପାଇବେ...
