Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ

ପାଠ୍ୟପୁସ୍ତକର ଭୁଲ ଏବେ ପଢ଼ିବେ ଛାତ୍ରଛାତ୍ରୀ, ଆସନ୍ତା ବର୍ଷ ମିଳିବ ସଂଶୋଧିତ ବହି: SCERT

ରାଜ୍ୟର ବିଭିନ୍ନ ଶ୍ରେଣୀର ପାଠ୍ୟପୁସ୍ତକରେ ହଜାର ହଜାର ତ୍ରୁଟି ଚିହ୍ନଟ ହେବା ପରେ SCERT ସ୍ପଷ୍ଟ କରିଛି ଯେ ଚଳିତ...

ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତକୁ କାବୁ କଲେ ଲୋକେ

ବାଲେଶ୍ୱର ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ଆସିଛି। ସଦର ଥାନା...

ଟେଲିଗ୍ରାମ୍ ବ୍ୟାନ୍ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

ନିଟ୍-ୟୁଜି ପୁନଃ ପରୀକ୍ଷା ପୂର୍ବରୁ ଟେଲିଗ୍ରାମ୍ ଉପରେ ଲାଗିଥିବା ଅସ୍ଥାୟୀ ପ୍ରତିବନ୍ଧକକୁ ନେଇ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଶୁଣାଣି ଶେଷ...

ଆମେରିକା-ଇରାନ ଚୁକ୍ତି: ଲେବାନନ, ହର୍ମୁଜ୍ ଓ ୟୁରେନିୟମ୍‌କୁ ନେଇ କଣ ରହିଛି ବଡ଼ ନିଷ୍ପତ୍ତି?

ଆମେରିକା ଓ ଇରାନ ମଧ୍ୟରେ ସମ୍ପାଦିତ ୧୪-ଦଫା ବୁଝାମଣା ସ୍ମାରକ (MoU) ସମ୍ପର୍କରେ ନୂଆ ସୂଚନା ସାମ୍ନାକୁ ଆସିଛି। ଚୁକ୍ତିର...

ଏନ୍‌ଡିଏକୁ ସୀମା ପୁନଃନିର୍ଦ୍ଧାରଣ ବିଲ୍ ପାଇଁ ଦରକାର ମାତ୍ର ୬ ଭୋଟ! ବଦଳୁଛି ସଂସଦୀୟ ସମୀକରଣ

ଭାରତୀୟ ରାଜନୀତିରେ ଗତ କିଛି ସପ୍ତାହ ମଧ୍ୟରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ବିଦ୍ରୋହ ଏବଂ ମହାରାଷ୍ଟ୍ରରେ...

୯ ଜିଲ୍ଲାରେ ୨୦ ମେଗା ପ୍ରକଳ୍ପକୁ ମଞ୍ଜୁରୀ; ୭୬ ହଜାର କୋଟିରୁ ଅଧିକ ନିବେଶ, ୫୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୫ତମ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ (HLCA) ବୈଠକରେ ରାଜ୍ୟର ୯ଟି ଜିଲ୍ଲା...

ମୋବାଇଲ୍ ଫେରାଇବା ପାଇଁ ଲାଞ୍ଚ! ମଞ୍ଚେଶ୍ୱର ଥାନାର ଏଏସଆଇ ଓ ହୋମଗାର୍ଡଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ୱରର ମଞ୍ଚେଶ୍ୱର ଥାନାରେ ଲାଞ୍ଚ ନେଉଥିବା ବେଳେ ଜଣେ ଏଏସଆଇ ଓ ଜଣେ ହୋମଗାର୍ଡଙ୍କୁ ଭିଜିଲାନ୍ସ ହାତେନାତ ଧରିଛି। ଅଭିଯୁକ୍ତ...

ଶୀତଳଷଷ୍ଠୀ :ସରିଲା ଗୁଁଡ଼ା ଉତ୍ସବ, ଆଜି ବରାତି

ସମ୍ବଲପୁର:ଗତକାଲି ରାତିରେ ବିଭିନ୍ନ ଯାତ୍ରା କମିଟି ପକ୍ଷରୁ ବୀର ହନୁମାନ ପଟୁଆର ରେ ବାହାରି ଶିବ ପାର୍ବତୀ ଙ୍କର ବିବାହ...

ଗୋଟିଏ ରିଲ୍‌ରୁ ୭୬ ଲକ୍ଷ ଟଙ୍କା! ନିଜ ଆୟର ରହସ୍ୟ ଖୋଲିଲେ ଓରି

ସୋସିଆଲ ମିଡିଆରେ ଚର୍ଚ୍ଚିତ ମୁହଁ ଓରି (ଓରହାନ ଅୱାତ୍ରମାନି) ନିଜ ଆୟକୁ ନେଇ ବଡ଼ ଖୁଲାସା କରିଛନ୍ତି। ଏକ ପଡ୍‌କାଷ୍ଟରେ...

ଦ୍ୱାଦଶ ଶ୍ରେଣୀ ଟପ୍ପର ରିୟାଙ୍କ ଆତ୍ମହତ୍ୟା; ସୁଇସାଇଡ୍ ନୋଟରେ ଲେଖିଗଲେ – “ଆଇ ଲଭ୍ ୟୁ ମମି, ପାପା”

ଉତ୍ତରାଖଣ୍ଡର ଦେହରାଦୁନରେ ୨୩ ବର୍ଷୀୟା ରିୟା କୁମାରୀ ଥାପାଙ୍କ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ରିୟା ୧୯୯୯ କାର୍ଗିଲ...

ଶିବସେନା (UBT)ରେ ବିଦ୍ରୋହ ଚର୍ଚ୍ଚା ମଧ୍ୟରେ ସଞ୍ଜୟ ରାଉତଙ୍କ ବଡ଼ ଅଭିଯୋଗ, ‘ସାଂସଦଙ୍କୁ ୫୦ କୋଟିର ପ୍ରଲୋଭନ’

ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି)ରେ ସମ୍ଭାବ୍ୟ ବିଦ୍ରୋହ ଚର୍ଚ୍ଚା ମଧ୍ୟରେ ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ...

ପାଠ୍ୟପୁସ୍ତକରେ ୧୬୦୦ରୁ ଅଧିକ ତ୍ରୁଟି! କୋଣାର୍କ ସ୍ଥାନରେ ହମ୍ପି, ବିଧାନସଭା ସ୍ଥାନରେ କର୍ଣ୍ଣାଟକ ବିଧାନ ସୌଧ

ନୂତନ ଶିକ୍ଷାନୀତି (NEP-2020) ଅନୁଯାୟୀ ପ୍ରସ୍ତୁତ ଓଡ଼ିଶାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ୧୬୭୮ଟି ତ୍ରୁଟି ଚିହ୍ନଟ ହୋଇଥିବା...