ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ
Reservation ଦାନ ନୁହେଁ, ସାମ୍ବିଧାନିକ ଅଧିକାର: Jantar Mantar ବିରୋଧ ପରେ Chirag Paswanଙ୍କ ବଡ଼ ବୟାନ
କାହାର ଦାବି କିମ୍ବା ଚାପରେ ସଂରକ୍ଷଣ ବ୍ୟବସ୍ଥାକୁ ଶେଷ କରାଯାଇପାରିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ କହିଛନ୍ତି। ଶୁକ୍ରବାର...
Rahul Gandhiଙ୍କ ବଡ଼ ଆକ୍ରମଣ: ଝିଅମାନେ ଗାଳି ଦେଲେ Cultural Shock କାହିଁକି? ‘Manusmriti Mindset’କୁ ନେଇ ପ୍ରଶ୍ନ
କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ମନ୍ତବ୍ୟକୁ...
Canada-US Trade War: ଟ୍ରମ୍ପଙ୍କ ୫୦% ଶୁଳ୍କ ପରେ ‘ଆମ ଉପରେ ଆକ୍ରମଣ ହୋଇଛି’ କହିଲେ କାନାଡା ପ୍ରଧାନମନ୍ତ୍ରୀ
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟିକ ବିବାଦ ଏବେ ଆହୁରି ତୀବ୍ର ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାର...
କେନ୍ଦ୍ର ସରକାର ଚଳିତ ମାସରେ ପ୍ରାୟ ଅଧା ଡଜନ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି କରିପାରନ୍ତି!
କେନ୍ଦ୍ର ସରକାର ଚଳିତ ମାସରେ ପ୍ରାୟ ଅଧା ଡଜନ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି କରିପାରନ୍ତି ବୋଲି ଚର୍ଚ୍ଚା ଜୋର...
ଅଗଷ୍ଟ ୨୦ ପରେ ମୋଦୀଙ୍କ କ୍ୟାବିନେଟ୍ ରିଶଫଲ୍ ଚର୍ଚ୍ଚା; ୬ରୁ ୮ ନୂଆ ମୁହଁ ସାମିଲ ହେବା ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ପୁଣି ଥରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ଅଦଳବଦଳ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଚର୍ଚ୍ଚା ଅନୁସାରେ, ଅଗଷ୍ଟ...
ବିଜେପିର ନୂଆ ଜାତୀୟ ଟିମ୍ ଘୋଷଣା: ବୈଜୟନ୍ତ ପଣ୍ଡା ଜାତୀୟ ଉପାଧ୍ୟକ୍ଷ ସମ୍ବିତ ପାତ୍ର ନର୍ଥ ଇଷ୍ଟ କୋର୍ଡିନେଟର, ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା…
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂଆ ଜାତୀୟ ପଦାଧିକାରୀ ଟିମ୍ ଘୋଷଣା କରାଯାଇଛି। ଦଳର ଜାତୀୟ ଅଧ୍ୟକ୍ଷ ନିତିନ...
ଓଡ଼ିଶା ସମେତ ୧୫ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା, ସତର୍କ କଲା ପାଣିପାଗ ବିଭାଗ
ଭୁବନେଶ୍ୱର: ମୌସୁମୀ ଋତୁ ଜାରି ରହିଥିବା ବେଳେ ଦେଶର ଅନେକ ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗ...
ପ୍ରଭାବିତ ଲୋକଙ୍କ ଆବଶ୍ୟକତା ଅନୁସାରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି: ସୁରେଶ ପୂଜାରୀ
ଭୁବନେଶ୍ୱର: ଓଡ଼ିଶାରେ ବନ୍ୟା ପରିସ୍ଥିତି ଜାରି ରହିଥିବା ବେଳେ ପ୍ରଭାବିତ ଅଞ୍ଚଳରେ ରିଲିଫ୍, ଉଦ୍ଧାର, ପୁନରୁଦ୍ଧାର ଓ ଅତ୍ୟାବଶ୍ୟକ ସେବା...
ପଲିଥିନ୍ ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ; କାରଣ ଖୋଜୁଛି ପୁଲିସ
ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ବଜାର ନିକଟ ୧୪୩ ନମ୍ବର ଜାତୀୟ ରାଜପଥରୁ ରବିବାର ସକାଳେ ପଲିଥିନ୍ ଭିତରୁ ଜଣେ...
ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁରରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପୁରୀରୁ...
‘ଭିମଲ ଏଲାଇଚି’ ବିଜ୍ଞାପନକୁ ନେଇ ଶାହରୁଖ, ଅଜୟ ଓ ଟାଇଗରଙ୍କୁ ନୋଟିସ୍
‘ଭିମଲ ଏଲାଇଚି’ର ବିଜ୍ଞାପନକୁ ନେଇ ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କୁ ନୋଟିସ୍ ଜାରି କରିଛି...
‘ସୁଗାର ଡ୍ୟାଡି’ ମନ୍ତବ୍ୟକୁ ନେଇ ସୁନିତାଙ୍କୁ ଜବାବ ଦେଲେ ଗୋବିନ୍ଦା, କହିଲେ- ‘ମୋତେ ବଦନାମ କରିବାକୁ ଚେଷ୍ଟା କରନ୍ତୁ ନାହିଁ’
ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକରଙ୍କ ସହ ଗୋବିନ୍ଦାଙ୍କ ସମ୍ପର୍କକୁ ନେଇ ପତ୍ନୀ ସୁନିତା ଆହୁଜାଙ୍କ ‘ସୁଗାର ଡ୍ୟାଡି’ ମନ୍ତବ୍ୟ ପରେ...
