ଓଡ଼ିଶା ଡଟ୍ ନ୍ୟୁଜ୍
୫କୋଟିର ସାଇବର ଠକେଇ ମାମଲା; ୨ ଅଭିଯୁକ୍ତ ଗିରଫ କରିଛି ପୋଲିସ
ବଲାଙ୍ଗିର,୧୩|୨: ଦିନକୁ ଦିନ ବଢିଚାଲିଛି ସାଇବର ଲୁଟେରାଙ୍କ ଅପରାଧ | ଲୁଟୁଛନ୍ତି କୋଟି କୋଟି ଟଙ୍କା | ବିଭିନ୍ନ ଆଳରେ...
ଯାତ୍ରା କରୁଥିବା ବେଳେ ଆପଣଙ୍କ ସହ ଏମିତି ହୁଏ କି?
କାର ହେଉ କିମ୍ବା ବସ୍ ଯାତ୍ରା, କିଛି ସମୟ ପରେ ଆମର ଆଖିପତା ବନ୍ଦ ହେବା ଆରମ୍ଭ ହୁଏ। ଆମେ...
ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଘଟଣା! ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମାଗିଲେ ପ୍ରମାଣ
ଭୁବନେଶ୍ୱର,୧୩|୨: ଏପ୍ରିଲ ମାସରେ ଓଡ଼ିଶାର ୪ ରାଜ୍ୟସଭା ଆସନ ଖାଲି ହେବ | ଖାଲି ଆସନ ପୂରଣ କରିବାକୁ ହେବ...
ରାହୁଲ ଗାନ୍ଧିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ବିଜେପି! ରାହୁଲଙ୍କୁ ଆଜୀବନ ନିର୍ବାଚନରୁ ବଞ୍ଚିତ କରିବାକୁ ନେଇ ଦାବି
ନୂଆଦିଲ୍ଲୀ,୧୩|୨: ରାହୁଲଙ୍କୁ ଆଜୀବନ ନିର୍ବାଚନରୁ ବଞ୍ଚିତ କରିବାକୁ ନେଇ ଦାବି! ଭାରତୀୟ ଜନତା ପାର୍ଟିର ସାଂସଦ ନିଶିକାନ୍ତ ଦୁବେ ଏଭଳି...
ଆଜି ହେବ ଚଳଚ୍ଚିତ୍ର ‘ବରବଧୂ’ର ରିଲିଜ୍; ଦେଖିବାକୁ ମିଳିବ ଓଡ଼ିଆ ପରମ୍ପରାର ଝଲକ
ଭୁବନେଶ୍ୱର,୧୩|୨: ଆଜି ସିନେମା ହଲରେ ରିଲିଜ୍ ହେବ ଓଡ଼ିଆ ଚଳଚ୍ଚିତ୍ର ‘ବରବଧୂ’। ଗୁରୁବାର ଭୁବନେଶ୍ୱରସ୍ଥିତ ସ୍ୱାତି କମ୍ପ୍ଲେକ୍ସରେ ଏହାର ପ୍ରି-ସ୍କ୍ରିନଙ୍ଗ...
ବାଂଲାଦେଶରେ ବିଜୟ ପରେ ପାଳନ ହେବନି କୌଣସି ଉତ୍ସବ; ବିଏନପିର ବିଶେଷ ନିବେଦନ,ନମାଜ ପରେ ମସଜିଦରେ କରାଯିବ ସ୍ୱତନ୍ତ୍ର ପ୍ରାର୍ଥନା
ନୂଆଦିଲ୍ଲୀ,୧୩|୨: ବାଂଲାଦେଶର ୧୩ତମ ଜାତୀୟ ନିର୍ବାଚନରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(BNP) ଅଧିକ ଭୋଟ ସହ ଐତିହାସିକ ବିଜୟ ହାସଲ କରି...
ଏକାଦଶ ଶ୍ରେଣୀ ଛାତ୍ରୀଙ୍କୁ ୪ଟି କାରରେ ଗଣଦୁଷ୍କର୍ମ! ଭିଡିଓ ଭାଇରାଲ, ପରିଣାମ ଭୋଗିବାକୁ ଧମକ
ଭୋପାଳ,୧୩।୨: ଭୋପାଳରେ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି | ଯେଉଁଠି ଜଣେ ଏକାଦଶ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଚାରୋଟି...
ଆଜି ‘ସେବା ତୀର୍ଥ’ ସହ ‘କର୍ତ୍ତବ୍ୟ ଭବନ-୧ ଓ ୨’ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ!
ନୂଆଦିଲ୍ଲୀ,୧୩|୧: ଆଜି ଦିଲ୍ଲୀରେ,ଅପରାହ୍ନ ପ୍ରାୟ ୧ଟା ୩୦ରେ ‘ସେବା ତୀର୍ଥ’ ଭବନ ପରିସରର ନାମ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
୩ ମାସରେ ଶେଷ ହେବ ରତ୍ନ ଭଣ୍ଡାରର ଗଣତି ମଣତି; ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
କଟକ,୧୨|୨: ରତ୍ନଭଣ୍ଡାର ଗଣତି ମଣତି ପ୍ରସଙ୍ଗରେ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ | ଆସନ୍ତା ୩ ମାସ ସୁଦ୍ଧା ଗଣତି ମଣତି...
ସଂସଦରେ ଶାସକ ଦଳକୁ ବିଜେଡି ସାଂସଦ ସୁଲତା ଦେଓଙ୍କ କଡା ସମାଲୋଚନା! କହିଲେ “ଡବଲ୍ ଇଞ୍ଜିନ୍ ସରକାର”ରେ ଓଡିଶାକୁ ମିଳିଛି “ବିଗ୍ ଜିରୋ”
ରାଜ୍ୟସଭାର ୨୦୨୬–୨୭ ବଜେଟ୍ ଆଲୋଚନା ସମୟରେ ବିଜେଡି ସାଂସଦ ସୁଲତା ଦେଓ କେନ୍ଦ୍ର ସରକାରକୁ ସିଧାସଳଖ ଟାର୍ଗେଟ କରି ନିଜର...
ରୁଷରେ ବନ୍ଦ ହେବ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ!
ନୂଆଦିଲ୍ଲୀ,୧୨|୨: ରୁଷରେ ସୋସିଆଲ ମିଡିଆ ଉପରେ କଟକଣା ଲାଗୁ କରାଯାଇଛି | ପୁଟିନ ସରକାର ହ୍ୱାଟସଆପ୍, ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ...
ଭୁଲ୍ ଚୁଟି କଟା ପାଇଁ ଦେଲେ କ୍ଷତିପୂରଣ! ୨ କୋଟିରୁ ୨୫ଲକ୍ଷକୁ ହ୍ରାସ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଜଣେ ମହିଳାଙ୍କ ଚୁଟି କାଟିବାରେ ସେଲୁନ ଭୁଲ୍ ପାଇଁ ଏକ ବିଳାସପୂର୍ଣ୍ଣ ହୋଟେଲ୍ର ସେଲୁନ୍ ଉପରେ ଜାତୀୟ ଗ୍ରାହକ...
