ଓଡ଼ିଶା ଡଟ୍ ନ୍ୟୁଜ୍
Ujjain Hanuman Temple: ରାସ୍ତା ପ୍ରଶସ୍ତିକରଣ ମଧ୍ୟରେ ୧୭୦ ବର୍ଷ ପୁରୁଣା ହନୁମାନ ମନ୍ଦିର ଚର୍ଚ୍ଚାରେ, ପ୍ରତିମା ହଟାଇବା ନେଇ ପ୍ରଶାସନ ଦେଲା ସ୍ପଷ୍ଟୀକରଣ
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ସିଂହସ୍ଥ ମହାକୁମ୍ଭ-୨୦୨୮ ପାଇଁ ଚାଲିଥିବା ରାସ୍ତା ପ୍ରଶସ୍ତିକରଣ କାମ ମଧ୍ୟରେ ପ୍ରାୟ ୧୭୦ ବର୍ଷ ପୁରୁଣା...
UP ଅଙ୍ଗନବାଡି: ଅଙ୍ଗନୱାଡ଼ି କର୍ମୀଙ୍କ ୧୨ ହଜାରକୁ ଦରମା ବୃଦ୍ଧି , ସହାୟିକାଙ୍କ ୬ ହଜାର; ମିଳିବ ୫ ଲକ୍ଷର କ୍ୟାସଲେସ୍ ଚିକିତ୍ସା ସୁବିଧା
ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ୨.୯୧ ଲକ୍ଷ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ...
Adani Ports: ପାରାଦୀପ ବନ୍ଦରରେ ଆଦାନୀକୁ ବଡ଼ ପ୍ରକଳ୍ପ, ୨ ବର୍ଥ ପାଇଁ ମିଳିଲା ଅନୁମତି; ୧୮ MMT ବଢ଼ିବ କ୍ଷମତା
ପାରାଦୀପ: ଓଡ଼ିଶାର ପାରାଦୀପ ବନ୍ଦରରେ ଦୁଇଟି ନୂଆ ବର୍ଥର ବିକାଶ ଓ ପରିଚାଳନା ପାଇଁ ଆଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ...
Chhattisgarh Crime: ପାରିବାରିକ ବିବାଦର ଭୟଙ୍କର ପରିଣତି, ଜଳନ୍ତା ଚୁଲିରେ ପଡ଼ି ୨ ବର୍ଷର ଶିଶୁକନ୍ୟା ମୃତ
ଛତିଶଗଡ଼: ଛତିଶଗଡ଼ର ବିଲାସପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପାରିବାରିକ ବିବାଦକୁ ନେଇ ଜଣେ ୨ ବର୍ଷର ଶିଶୁକନ୍ୟାଙ୍କୁ...
BSP Politics: ମାୟାବତୀଙ୍କ ଶର୍ତ୍ତ ପରେ ରାଜନୀତିରୁ ସନ୍ନ୍ୟାସ ନେଲେ ଅଶୋକ ସିଦ୍ଧାର୍ଥ, ଆକାଶ ଆନନ୍ଦଙ୍କ ଭବିଷ୍ୟତ ଉପରେ ନଜର
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ରାଜନୀତିରେ ବିଏସ୍ପିକୁ ନେଇ ବଡ଼ ଘଟଣାକ୍ରମ ସାମ୍ନାକୁ ଆସିଛି। ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଏସ୍ପିରୁ ବହିଷ୍କୃତ...
Love Story: ପ୍ରେମିକାଙ୍କ ଏତଲାରେ ୪ ମାସ ଜେଲ୍ ଗଲେ ପ୍ରେମିକ, ଫେରିବା ପରେ ଜିଦ୍ ଧରି ବାହା ହେଲେ ରାନୀ
କଟକ: ଇନ୍ଷ୍ଟାଗ୍ରାମ୍ରୁ ଆରମ୍ଭ ହୋଇଥିବା ପରିଚୟ ଧୀରେ ଧୀରେ ପ୍ରେମ ସମ୍ପର୍କର ରୂପ ନେଇଥିଲା। ହେଲେ ବିବାହ ପୂର୍ବରୁ ଏହି...
Asika Panchayat Samiti Meeting: ବୈଠକରେ ବିଧାୟକଙ୍କ ପୁଅଙ୍କ ଦୁର୍ବ୍ୟବହାର! କକ୍ଷ ଭିତରକୁ ଧସେଇ ହୋଇ ପଶିବା ଘଟଣା, ୨ ପୁଅଙ୍କ ବିରୋଧରେ ଥାନାରେ ଅଭିଯୋଗ
ଗଞ୍ଜାମ: ପ୍ରାୟ ୧୭ ମାସ ପରେ ଆସିକା ପଞ୍ଚାୟତ ସମିତିର ବୈଠକ ବସିଥିବା ବେଳେ ଆରମ୍ଭରୁ ଦେଖାଦେଇଥିଲା ତୀବ୍ର ଉତ୍ତେଜନା।...
Khandagiri Sex Racket: ଇଭେଣ୍ଟ ମ୍ୟାନେଜମେଣ୍ଟ ନାଁରେ ଚାଲିଥିଲା ସେକ୍ସ ର୳।କେଟ୍! ୭ ଉଦ୍ଧାର; ୫ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଇଭେଣ୍ଟ ମ୍ୟାନେଜମେଣ୍ଟ ନାଁରେ ଚଲା ଯାଉଥିଲା ଦେହ ବ୍ୟବସାୟ! ଖଣ୍ଡଗିରି ଥାନା ପୁଲିସ ଏହି...
Orangutan Mystery: ୫ ଓରାଂଉଟାନ୍କୁ ନେଇ ପଶ୍ଚିମବଙ୍ଗ ସୀମାରେ STFର ଖୋଳତାଡ଼, କଳା ଥାର୍ ଓ CCTV ଫୁଟେଜ୍ରୁ ଖୋଜା ଚାଲିଛି ରୁଟ୍
ଭୁବନେଶ୍ୱର: ବାଲେଶ୍ୱର ଭୋଗରାଇର ବିଚିତ୍ରପୁର ଜଙ୍ଗଲରୁ ୫ଟି ଓରାଂଉଟାନ୍ ଉଦ୍ଧାର ପରେ ଘଟଣାର ରହସ୍ୟ ଖୋଲିବା ପାଇଁ ଏସ୍ଟିଏଫ୍ ତନାଘନା...
Bargarh Cough Syrup: ଭୂତଳ ଚାମ୍ବରରୁ ୮୧୩ ବୋତଲ କଫ୍ ସିରପ୍ ଜବତ, ମହିଳା ଗିରଫ; ସ୍ୱାମୀ ଫେରାର
ବରଗଡ଼: ବରଗଡ଼ ଜିଲ୍ଲା ଭଟଲି ଥାନା ଅଞ୍ଚଳରୁ ବିପୁଳ ପରିମାଣର କୋଡିନ୍ ଯୁକ୍ତ କଫ୍ ସିରପ୍ ଜବତ ହୋଇଛି। ବଡ଼ମାଳ...
: ଦିଲ୍ଲୀ ଏୟାରପୋର୍ଟରେ ବନ୍ୟାର ମିଥ୍ୟା ଭିଡିଓ ଭାଇରାଲ୍ ଅଭିଯୋଗ, ୬୩ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ବିରୋଧରେ FIR
ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଦର୍ଶାଇ ଭୁଲ ଓ ଭ୍ରମାତ୍ମକ ପୋଷ୍ଟ ଏବଂ ଭିଡିଓ...
Mayurbhanj School Holiday: ରେଡ୍ ୱାର୍ଣ୍ଣିଂ ପରେ ପୁଣି ସ୍କୁଲ ବନ୍ଦ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କ ନିଷ୍ପତ୍ତି
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ମଧ୍ୟରେ ପୁଣି ସ୍କୁଲ ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଛି।...
