Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ଗରୁଡ ଧ୍ୱଜ ଚୌଧୁରୀ

ସ୍ଥାନୀୟ ପ୍ରତିନିଧି (ପାରଳାଖେମୁଣ୍ଡି) ଗଜପତି

ଆଲୋକ ବୋଷ ଇଣ୍ଡିଆନ ଗ୍ଲୋରୀ ଆୱାର୍ଡ଼ ୨୦୨୩ ଦ୍ଵାରା ସମ୍ମାନୀତ

ପାରଳାଖେମୁଣ୍ଡି:୧୯/୧୨(ଗରୁଡ ଧ୍ୱଜ ଚୌଧୁରୀ) ଭାରତର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହାପିମୁମେଣ୍ଟସ୍ ଅଫ ଇଣ୍ଡିଆ ଏବଂ ଇଣ୍ଡିଆନ୍ ବିଉଟିଶୀୟନ୍ ୱେଲ୍ଲଫାର...

ମୋହନା ମହୋତ୍ସବର ପ୍ରଥମ ଓ ଦ୍ବିତୀୟ ଦିନ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି:୧୯/୧୨ (ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଳା ମୋହନା ମହୋତ୍ସବରେ ପ୍ରଥମ ଓ ଦ୍ଵିତୀୟ ଦିନରେ ସ୍ଥାନୀୟ ସାଂସ୍କୃତିକ କାର୍ଯ୍ୟକ୍ରମ...

ମୋହନା ପୋଲିସ ଜବତ କଲା ୧୫ କିଲୋ ଚନ୍ଦନ କାଠ, ମାଫିଆ ଗିରଫ ।

ପାରଳାଖେମୁଣ୍ଡି:୧୯/୧୨ (ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଳା ମୋହନା ପୋଲିସ ରାତ୍ରକାଳୀନ ପେଟ୍ରୋଲିଙ୍ଗ କରୁଥିବା ବେଳେ OSRTC ବସରୁ ଜବତ...

ଆଲୋକ ବୋଷ ଇଣ୍ଡିଆନ ଗ୍ଲୋରୀ ଆୱାର୍ଡ଼ ୨୦୨୩ ଦ୍ଵାରା ସମ୍ମାନୀତ ପାରଳାଖେମୁଣ୍ଡି:୧୮/୧୨(ଗରୁଡ ଧ୍ୱଜ ଚୌଧୁରୀ)ଭାରତର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହାପିମୁମେଣ୍ଟସ୍ ଅଫ ଇଣ୍ଡିଆ ଏବଂ ଇଣ୍ଡିଆନ୍ ବିଉଟିଶୀୟନ୍ ୱେଲ୍ଲଫାର ଆସେସେସନ ର ମିଳିତ ଆନୁକୁଲ୍ୟରେ ଇଣ୍ଡିଆନ୍ ଗ୍ଲୋରୀ ଆୱାର୍ଡ଼ ୨୦୨୩ ପୁରୀ ଜିଲ୍ଲା ସଂସ୍କୃତିଭବନ ସଭା ଗୃହରେ ପାରମ୍ପରିକ ଭାବେ ଆୟୋଜିତ ହୋଇଛି।ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଆବାହକ ଶ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା ପ୍ରାରମ୍ଭିକ ଭାବେ ଅଭିଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜାତୀୟ ଓ ରାଜ୍ୟର ପ୍ରତିଭାବନ ବ୍ୟକ୍ତି ମାନଙ୍କୁ ଚୟନ କରି ସମ୍ମାନିତ ସହ ସମ୍ବର୍ଦ୍ଧିତ କରିଥିଲେ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ‌ମହକୁମା ପାରଳାଖେମୁଣ୍ଡି ସହରର ଡଃ. ଆଲୋକ କୁମାର ବୋଷ ଙ୍କୁ ସମାଜ ସେବା ପାଇଁ ଇଣ୍ଡିଆନ ଗ୍ଲୋରୀ ଆୱାର୍ଡ଼ ୨୦୨୩ ଦ୍ୱାରା ମୋମେଣ୍ଟ , ସର୍ଟିଫିକେଟ ,ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ସମ୍ମାନ ରେ ସମ୍ମାନିତ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ପୁରୀ ବିଧ୍ୟାୟକ ଜୟନ୍ତ ଷଡ଼ଙ୍ଗୀ, ସମ୍ମାନିୟ ଅତିଥି ଭାରତ ମସଲା ର ପ୍ରତିଷ୍ଠାତା ଶ୍ରୀ ସୁରେନ୍ଦ୍ର ପଣ୍ଡା ରାଜନେତା ଓ କବି ଶଙ୍କର ପରିଡ଼ା ସମାଜସେବୀ ବନ୍ଦନା ହରିଚନ୍ଦନ, ଅର୍ଜୁନ ପୁରସ୍କାର ପ୍ରାପ୍ତ ଦୂତି ଚାନ୍ଦ, ପଦ୍ମ ଶ୍ରୀ ପ୍ରଭାକର ମହାରଣା, ଫିଲିମ୍ ଡାଇରେକ୍ଟର ଅଶୋକ ପତି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ଓଡ଼ିଶୀ, ସମ୍ବଲପୁରୀ, ପାଇକନୃତ୍ୟ ପରିବେଷଣ କରଯାଇଥିଲା। ଏବଂ ଦେଶର କୋଣ ଅନୁକୋଣର ପ୍ରତିଭାବାନ ବ୍ୟକ୍ତିଙ୍କୁ ମଞ୍ଚ ରେ ମୋମେଣ୍ଟ , ସର୍ଟିଫିକେଟ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ଶିବାନନ୍ଦ ବାରିକ୍ ପରିଚାଳନା କରିଥିବାବେଳେ ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଧନ୍ୟବାଦ୍ ଅର୍ପଣ କରୁଥିଲେ। ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନା କରିଥିଲେ।

ପାରଳାଖେମୁଣ୍ଡି:୧୮/୧୨(ଗରୁଡ ଧ୍ୱଜ ଚୌଧୁରୀ) ଭାରତର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହାପିମୁମେଣ୍ଟସ୍ ଅଫ ଇଣ୍ଡିଆ ଏବଂ ଇଣ୍ଡିଆନ୍ ବିଉଟିଶୀୟନ୍ ୱେଲ୍ଲଫାର...

ଗଜପତି ଜିଲ୍ଲା ଆର.ଉଦୟଗିରି ଠାରେ ବ୍ଳକ ସ୍ତରୀୟ ଉଦୟ ମହୋତ୍ସବ ଉଦଯାପିତ

ପାରଳାଖେମୁଣ୍ଡି:୧୮/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକସ୍ତରୀୟ ଉଦୟ ମହୋତ୍ସବ ଆଜି ଉଦ୍ଯାପିତ ହୋଇଯାଇଛି । ଏହି ଉତ୍ସବ...

ଜିଲ୍ଲାପାଳଙ୍କୁ ଭେଟି ଡି ସି ପି ଓ ଙ୍କ ବିରୋଧରେ ଅଭିଯୋଗ କଲେ ଜିଲ୍ଲା ସାମ୍ବାଦିକ

ପାରଳାଖେମୁଣ୍ଡି:୧୬/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଶନିବାର ଦିନ ଜିଲ୍ଲା ସାମ୍ବାଦିକ...

ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁବ ଓଡିଶା ନବୀନ ଓଡିଶା ତରଫ ରୁ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୬/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଠାରେ ଥିବା ବିନୋଦିନୀ ବିଜ୍ଞାନ ଉଛ ମାଧ୍ୟମିକ...

ମୋହନା ମୋହତ୍ସବ ରେ ବିଶିଷ୍ଟ କଳାକାରଙ୍କ ଦ୍ଵାରା ପ୍ରଦର୍ଶିତ ହେବ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି:୧୬/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଥିବା ମୋହନା ମୋହତ୍ସବ ଶେଷ ପର୍ଯ୍ୟାୟରେ। ପ୍ରଥମ ଦିନରେ...

ଆମା ଓଡିଶା ନବୀନ ଓଡିଶା” ଯୋଜନାର ଗଜପତି ଜିଲ୍ଲା ସଂଯୋଜକ ଭାବରେ ନିଯୁକ୍ତି ପାଇଥିବା ୱାୟ. ରାମ ଚନ୍ଦ୍ର ରାଓଙ୍କୁ ସମ୍ବର୍ଦ୍ଧିତ

ପାରଳାଖେମୁଣ୍ଡି:୧୫/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ବିଜେଡି ଶାଖା ପକ୍ଷରୁ ଆମ ଓଡିଶା ନବୀନ ଓଡିଶା ଯୋଜନା ରେ ନୂତନ...

ଗଜପତି ଜିଲ୍ଲାରେ ଜୋନ୍ ସ୍ତରୀୟ ଶିଶୁ ମହତ୍ସବ ସର୍ଗି ଫୁଲ୍ ଉଦଘାଟିତ

ପାରଳାଖେମୁଣ୍ଡି:୧୫/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଓଡ଼ିଶା ଜନଜାତି ବର୍ଗର ସ୍କୁଲର ଛାତ୍ରଛାତ୍ରୀଙ୍କ ଭିତରେ ରଖିଥିବା ପ୍ରତିଭାକୁ ଚିହ୍ନଟ କରିବା ପାଇଁ ରାଜ୍ୟ...

ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଚୋରା ଦେଶୀ ମଦ ସହ ତିନି ଆସାମୀ ଗିରଫ କୋର୍ଟ ଚାଲାଣ

ପାରଳାଖେମୁଣ୍ଡି:୧୫/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ବ୍ଲକରେ ସ୍ଥାନୀୟ ଅବକାରୀ ବିଭାଗ କର୍ମଚାରୀ ପହରା ଦେବା ସମୟରେ ଚୋରା...

ଗଜପତି ଜିଲ୍ଲା ଗ୍ରାମ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ନେଇ କାର୍ମଶାଳା ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୩/୧୨(ଗରୁଡ଼ଧ୍ଵଜ ଚୌଧୁରୀ) ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆନୁକୂଲ୍ୟରେ ବୁଧବାର ଜିଲ୍ଲା ପରିଷଦ ସମ୍ମିଳନୀ ସଭା ଗୃହରେ ଗ୍ରାମ୍ୟସ୍ତରୀୟ ବିର୍ଯ୍ୟୟ...