News From Balangir Odisha
ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡର ବିଭୀଷିକା! ଶିକ୍ଷା ମନ୍ଦିରରେ ନବମ ଶ୍ରେଣୀ ଛାତ୍ରଙ୍କୁ ବେଧଡ଼କ ମାଡ଼ ଅଭିଯୋଗ ।
ବଲାଙ୍ଗୀର,୧୪।୭: ଶିକ୍ଷା ମନ୍ଦିରରେ ସଂସ୍କାର ବଦଳରେ ଶାରୀରିକ ନିର୍ଯାତନା। ସରକାରଙ୍କ ‘ଦଣ୍ଡମୁକ୍ତ ଶିକ୍ଷା’ ବ୍ୟବସ୍ଥାକୁ ଖୋଲାଖୋଲି ଚ୍ୟାଲେଞ୍ଜ। ଏଭଳି ଏକ...
୬୮ କୋଟିର ମହାଘୋଟାଲା? ପ୍ରଥମ ବର୍ଷାରେ ଖୋଲିଲା ବଲାଙ୍ଗୀର ରାହୁଲ ବ୍ୟାରେଜ୍ର ଅସଲ ରୂପ, ଗାର୍ଡୱାଲ୍ରେ ବଡ଼ ଫାଟ, ଧୋଇଗଲା ପଥର ପ୍ୟାକିଂ ।
ବଲାଙ୍ଗୀର, ୧୪।୭: ମାତ୍ର କିଛି ମିଲିମିଟରର ବର୍ଷା, ଆଉ ପ୍ରଥମ ବର୍ଷା ପାଣିର ପ୍ରବାହରେ ଭୁଶୁଡ଼ି ପଡ଼ିଲା ଜନସାଧାରଣଙ୍କ ରକ୍ତଝାଳ...
ମୁରିବାହାଲ ବ୍ଲକରେ VBG-RAMG ଯୋଜନାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ: ଯୋଗଦେଲେ ବିଧାୟକ ଲକ୍ଷ୍ମଣ ବାଗ ।
ବଲାଙ୍ଗୀର,୧୩।୭: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ‘ବିକ୍ସିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ...
ସ୍ତ୍ରୀର ମୋବାଇଲ ମାଡ଼ରେ ଗଲା ସ୍ୱାମୀଙ୍କ ଜୀବନ ! ବଲାଙ୍ଗୀରରେ ସ୍ତ୍ରୀ ନାମରେ ହତ୍ୟା ଅଭିଯୋଗ, ଲକ୍ଷ୍ମୀଜୋର ଥାନାରେ ମାମଲା ରୁଜୁ ।
ବଲାଙ୍ଗୀର,୧୨।୭: ପାରିବାରିକ କଳହରୁ ସୃଷ୍ଟି ହୋଇଥିବା ଏକ ଅଭାବନୀୟ ଘଟଣାରେ ସ୍ତ୍ରୀର ମାଡ଼ରେ ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ପରି ଏକ...
ବେପରୁଆ ଗାଡ଼ି ଚଳାଚଳ ନେଲା ଯୁବକଙ୍କ ଜୀବନ: ଠିକ୍ ସମୟରେ ପହଞ୍ଚିଲାନି ଆମ୍ବୁଲାନ୍ସ, ପରିବାରର ସଂଗୀନ ଅଭିଯୋଗ ।
ବଲାଙ୍ଗିର,୧୨।୭: ବଲାଙ୍ଗିର ଜିଲ୍ଲାରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ପ୍ରାଣହାନି ଘଟିଛି। ସ୍ଥାନୀୟ ମାଧିଆପାଲି...
ପରକୀୟା ପ୍ରୀତିର କରୁଣ ପରିଣତି! ଘରଜ୍ଵାଇଁଙ୍କୁ ଯୋଜନାବଦ୍ଧ ହତ୍ୟା ଅଭିଯୋଗ; ପୋଲିସର ତଦନ୍ତ ଜାରୀ ।
ବଲାଙ୍ଗିର,୧୧।୭: ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ମାଲିଶିରା ପଞ୍ଚାୟତର ଖରାଲି ଗ୍ରାମରେ ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଘଟଣା...
ବଲାଙ୍ଗୀର ଫେକ୍ ସାର୍ଟିଫିକେଟ୍ ମାମଲା: ଅଭିଯୁକ୍ତଙ୍କ ଫିଙ୍ଗରପ୍ରିଣ୍ଟ ନେଲା କ୍ରାଇମବ୍ରାଞ୍ଚ, ତଦନ୍ତରେ ସିବିଆଇ ମଧ୍ୟ ସାମିଲ ।
ବଲାଙ୍ଗୀର,୧୦।୭: ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବଲାଙ୍ଗୀର ଜାଲ୍ ପ୍ରମାଣପତ୍ର (ଫେକ୍ ସାର୍ଟିଫିକେଟ୍) ମାମଲା ପୁଣି ଥରେ ଜୋର ଧରିଛି।...
୭୭ତମ ବନ ମହୋତ୍ସବ: ବଲାଙ୍ଗୀର ବନଖଣ୍ଡ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ, କୁମୁଡ଼ାପାହାଡ଼ରେ ୫୦୦ରୁ ଅଧିକ ଚାରା ରୋପିତ ।
ବଲାଙ୍ଗୀର,୧୦।୭: ବଲାଙ୍ଗୀର ଜିଲ୍ଲାକୁ ସବୁଜିମାରେ ଭରିଦେବା ଲକ୍ଷ୍ୟ ନେଇ ବଲାଙ୍ଗୀର ବନଖଣ୍ଡ ପକ୍ଷରୁ ଚଳିତ ୨୦୨୬ ବନ ମହୋତ୍ସବ ସପ୍ତାହ...
‘ଏକ ପେଡ୍ ମାଁ କେ ନାମ୍’ ଅଭିଯାନ: କୁନି କୁନି ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ ଓ ପରିବେଶ ସଚେତନତା ।
ବଲାଙ୍ଗୀର,୧୦।୭: ପରିବେଶର ସୁରକ୍ଷା ଓ ଧରିତ୍ରୀର ସବୁଜିମା ବୃଦ୍ଧି କରିବା ଲକ୍ଷ୍ୟ ନେଇ କଣ୍ଟାବାଞ୍ଜିଠାରେ ଆନୁଷ୍ଠାନିକ ଭାବେ ‘ଏକ ପେଡ୍...
ଟିଟିଲାଗଡ଼ରେ ପ୍ରଶାସନର ନିଷ୍କ୍ରିୟତା ବିରୋଧରେ ନିଆରା ପ୍ରତିବାଦ: ମଦୁଆଙ୍କୁ ଫୁଲମାଳ, ଚାଖନା ଓ ପାଣି ପାଉଚ୍ ଦେଇ ସ୍ୱାଗତ କଲେ ମହିଳା ଓ ସ୍ଥାନୀୟ ବାସିନ୍ଦା ।
ବଲାଙ୍ଗୀର,୧୦।୭: ବିଦ୍ୟାଳୟ ନିକଟରେ ଖୋଲିଥିବା ମଦ ଦୋକାନକୁ ବନ୍ଦ କରିବା ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରି କରି ବିଫଳ ହେବା...
କପଡ଼ା ଗଣ୍ଠିଲି ଭିତରେ ଚାଲିଥିଲା ଗଞ୍ଜେଇ ଚୋରା ଚାଲାଣ: ତୁଷୁରା ଅବକାରୀ ବିଭାଗ ଦ୍ୱାରା ର଼୍ୟାକେଟ୍ ପର୍ଦ୍ଦାଫାଶ ।
ବଲାଙ୍ଗିର,୧୦।୭: ରାଜ୍ୟରେ ଚୋରା ନିଶା କାରବାର ବିରୋଧରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଥିବା ବେଳେ, ମାଫିଆମାନେ ଗଞ୍ଜେଇ ଚାଲାଣ ପାଇଁ...
ବଲାଙ୍ଗିର: ସହରର ସମସ୍ତ ପାର୍କରେ ସିସିଟିଭି କ୍ୟାମେରା ଉଦ୍ଘାଟିତ, ସୁରକ୍ଷା ବ୍ୟବସ୍ଥା ହେବ ଆହୁରି ସୁଦୃଢ଼ ।
ବଲାଙ୍ଗିର,୯।୭: ନାଗରିକଙ୍କ ସୁରକ୍ଷା, ସୁବିଧା ଓ ଏକ ଆଧୁନିକ ସ୍ମାର୍ଟ ସହର ଗଠନ ଦିଗରେ ବଲାଙ୍ଗିର ପୌରସଂସ୍ଥା ପକ୍ଷରୁ ଆଉ...
