News From Balangir Odisha
କଣ୍ଟାବାଞ୍ଜିରେ ମାନବିକତାର ପରିଚୟ ଦେଲେ ଅନୀଲ ଅଗ୍ରୱାଲ: ପୋଲିସର ତତ୍ପରତା ଓ ଯାଞ୍ଚ ପରେ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର ।
ବଲାଙ୍ଗୀର,୭।୭: ଆଜିକାଲିର ସ୍ୱାର୍ଥପର ଦୁନିଆରେ ପୁଣିଥରେ ସଚ୍ଚୋଟତା ଓ ମାନବିକତାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା...
ବଲାଙ୍ଗିରରେ ବଡ଼ ଅଘଟଣ: ଅଙ୍ଗନବାଡ଼ି କେନ୍ଦ୍ରରୁ ଛାତ ଅତଡ଼ା ଖସି ୩ ଶିଶୁ ଗୁରୁତର, ପ୍ରଶାସନିକ ଅବହେଳାକୁ ନେଇ ଜନଅସନ୍ତୋଷ ।
ବଲାଙ୍ଗୀର,୭।୭: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିକଟସ୍ଥ କୁର୍ଲି ଅଙ୍ଗନବାଡ଼ି କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ରର କୋମଳମତି...
ବଲାଙ୍ଗିର ସ୍ମାର୍ଟ ପାର୍କ ପରିଦର୍ଶନ କଲେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର: ସ୍ୱଚ୍ଛତା ଓ ପରିଚାଳନାର କଲେ ସମୀକ୍ଷା ।
ବଲାଙ୍ଗିର, ୭।୭: ବଲାଙ୍ଗିର ସହରର ପ୍ରମୁଖ ଆକର୍ଷଣ ସ୍ମାର୍ଟ ପାର୍କ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର। ପରିଦର୍ଶନ...
‘ମରିବୁ ପଛେ ଗାଁ ଛାଡ଼ିବୁନାହିଁ’: ଜିଦ୍ରେ ଅଟଳ କୁମିଆଁପାଲିର ୮୪ ଆଦିବାସୀ ପରିବାର, ବଢ଼ିଲା ଲୋୟର ସୁକତେଲର ଟେନସନ ।
ବଲାଙ୍ଗିର,୭।୭: ବଲାଙ୍ଗିର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ‘ଲୋୟର ସୁକତେଲ ପ୍ରକଳ୍ପ’କୁ ନେଇ ପୁଣି ଥରେ ଟେନସନ ବଢ଼ିବାରେ ଲାଗିଛି।...
ଟିଟିଲାଗଡ଼ରେ ଆଦିବାସୀ ସଂଘର ମହାମେଳି; ଦାବି ପୂରଣ ପାଇଁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ, ପୁଲିସ ଛାଉଣୀରେ ସହର
ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଆଦିବାସୀଙ୍କ ବିଭିନ୍ନ ଦାବିକୁ ନେଇ ଆଜି ବିଶାଳ ରାଲି ଓ ମହାମେଳି ଅନୁଷ୍ଠିତ ହୋଇଛି।...
ଜୀବନ ନେଲା ଅଜଣା ଗାଡ଼ି: ପୋଟଳ ବିକିବାକୁ ଯାଉଥିବା ନବବିବାହିତ ଯୁବଚାଷୀଙ୍କ ଦାରୁଣ ମୃତ୍ୟୁ, ଅଞ୍ଚଳରେ ଶୋକର ଛାୟା ।
ବଲାଙ୍ଗୀର,୫।୭: ଦୁର୍ଘଟଣାରେ ଏକ ସଦ୍ୟ ବିବାହିତ ସଂସାର ଉଜୁଡ଼ି ଯାଇଛି ଏବଂ ଜଣେ ପରିଶ୍ରମୀ ଯୁବକଙ୍କ ସ୍ୱପ୍ନ ଅଧାରେ ରହିଯାଇଛି।...
‘ପରବରିଶ: ଏକ ମଡର୍ଣ୍ଣ ଆର୍ଟ’ ମାଧ୍ୟମରେ ଅଭିଭାବକଙ୍କୁ ସଚେତନ କଲା ଲକ୍ଷ୍ମୀ ବିକାଶ ଟେକ୍ନୋ ସ୍କୁଲ ।
ବଲାଙ୍ଗୀର,୬।୭: ବର୍ତ୍ତମାନର ବଦଳୁଥିବା ସମୟରେ ଶିଶୁମାନଙ୍କ ଶିକ୍ଷା, ଆଚରଣ, ମାନସିକ ବିକାଶ ଏବଂ ଡିଜିଟାଲ୍ ଜଗତର ପ୍ରଭାବକୁ ନେଇ ସ୍ଥାନୀୟ...
ସଇଁତଳାରେ ଅଘଟଣ: ଲାନ୍ଥ ନଦୀରେ ହଠାତ୍ ମାଡ଼ିଆସିଲା ବନ୍ୟା ଜଳ; ୫୦ରୁ ଅଧିକ ଗୋରୁ-ଛେଳିଙ୍କ ସହ ଫସି ରହିଥିବା ୮ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ।
ବଲାଙ୍ଗିର,୫। ୭: ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଟୁର୍ଚା ଦେଇ ଯାଇଥିବା ଲାନ୍ଥ ନଦୀରେ ଆଜି ଏକ ବଡ଼...
ଲଗାଣ ବର୍ଷା ସାଜିଲା କାଳ: କାନ୍ଥ ପଡ଼ି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର ।
ବଲାଙ୍ଗୀର,୫।୭: ବଲାଙ୍ଗୀର ଜିଲ୍ଲାରେ ଜାରି ରହିଥିବା ଲଗାଣ ବର୍ଷା ଏବେ ଗରିବ ଲୋକଙ୍କ ପାଇଁ କାଳ ସାଜିଛି। ପ୍ରତିବର୍ଷ ଭଳି...
ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର: ସହରର ବିଭିନ୍ନ ୱାର୍ଡ ଜଳମଗ୍ନ, ସ୍ଥିତି ସମୀକ୍ଷା କଲେ ପୌରାଧ୍ୟକ୍ଷା ।
ବଲାଙ୍ଗୀର,୫।୭: ଗତରାତିରୁ ସହରରେ ଜାରି ରହିଥିବା ଅବିଶ୍ରାନ୍ତ ଲଗାଣ ବର୍ଷା ଯୋଗୁଁ ବଲାଙ୍ଗୀର ପୌରାଞ୍ଚଳର ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି।...
ବଲାଙ୍ଗୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର ।
ବଲାଙ୍ଗୀର, ୪।୭: ବଲାଙ୍ଗୀର ଜିଲ୍ଲାରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଜୋରଦାର...
ଝିଅ ବିବାହ ନଦେବାରୁ ପ୍ରତିଶୋଧର ନିଆଁ: ବିଶ୍ୱାସ କରି ଘରେ ଶୋଇବାକୁ ଦେଇଥିଲେ, ରାତି ଅଧରେ ଠେଙ୍ଗାରେ ପିଟି ପିଟି ସଡ଼ୁକୁ ହତ୍ୟା କଲା ଯୁବକ ।
ବଲାଙ୍ଗୀର, ୪। ୭: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ମଲିକମୁଣ୍ଡା ଗାଁରେ ଏକ ଅଭାବନୀୟ ତଥା ହୃଦୟବିଦାରକ ଘଟଣା...
