Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News From Balangir Odisha

ଡି.ଏଫ୍.ଓ ଙ୍କ ନିର୍ଦ୍ଦେଶରେ ଚୋରାଚାଲାଣ ପାଇଁ ରଖାଯାଇଥିବା ଖଇର କାଠ ଜବତ୍; ପଦାରେ ପଡ଼ିଲା ସ୍ଥାନୀୟ ବନ କର୍ମଚାରୀଙ୍କ ‘ମାସିକିଆ’ ବୁଝାମଣା ।

ବଲାଙ୍ଗୀର,୨୧।୪: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଅଧିନରେ ଆଜି ଚୋରାଚାଲାଣ ପାଇଁ ଗଚ୍ଛିତ ରଖା ଯାଇଥିବା ବିପୁଳ ପରିମାଣର ଖଇର...

ବଲାଙ୍ଗୀରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ; ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ରକୁ ଆହୁରି ୪ ଦିନ ଛୁଟି ଘୋଷଣା କଲେ ଜିଲ୍ଲାପାଳ ।

ବଲାଙ୍ଗୀର,୨୧।୪: ଜିଲ୍ଲାରେ କ୍ରମାଗତ ଭାବେ ବଢ଼ୁଥିବା ପାରଦ ଓ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲା ପ୍ରଶାସନ...

ଶ୍ରଦ୍ଧା ଓ ଭକ୍ତିର ସହ ଅନାବରଣ ହେଲା ପ୍ରଭୁ ପର୍ଶୁରାମଙ୍କ ଭବ୍ୟ ପ୍ରତିମୂର୍ତ୍ତି ।

ବଲାଙ୍ଗୀର,୧୯।୪: ଆଜି ବଲାଙ୍ଗିର ସହରରେ ଭଗବାନ୍ ପର୍ଶୁରାମଙ୍କ ଜୟନ୍ତୀ ଉତ୍ସବ ପାଳନ ହେଉଛି । ଏହି ଅବସରରେ ସ୍ଥାନୀୟ ବଲାଙ୍ଗୀର...

ମୁରିବାହାଲ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ; ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ ସମିତିସଭ୍ୟଙ୍କ ଅସନ୍ତୋଷ ।

ବଲାଙ୍ଗୀର, ୧୮।୪: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ବୈଠକ ନିଜସ୍ୱ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ...

ବଲାଙ୍ଗୀରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ; ୪ ଦିନ ପାଇଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ ।

ବଲାଙ୍ଗୀର,୧୭।୪: ବଲାଙ୍ଗୀର ଜିଲ୍ଲାରେ ପ୍ରଚଣ୍ଡ ଖରା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼...

ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲାରେ ଆସନ୍ତା ୧୮ ରୁ ୨୧ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର, ୧୭ |୪ : ରାଜ୍ୟରେ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜାରି ରହିଛି | ପଶ୍ଚିମ ଓଡ଼ିଶାରେ ସର୍ବଧିକ...

ଗ୍ରାମର ମୁଖ୍ୟ ଛକରେ ମୃତ୍ୟୁର ଯନ୍ତା, କୁମ୍ଭକର୍ଣ୍ଣ ନିଦ୍ରାରେ ବିଦ୍ୟୁତ୍ ବିଭାଗ ; ଅଘଟଣକୁ ଅପେକ୍ଷା କରିଛି କି ପ୍ରଶାସନ ?

ବଲାଙ୍ଗୀର,୧୭।୪: ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିଦ୍ୟୁତ୍ ବିଭାଗର ଚରମ ଅବହେଳା ଏବେ ସୀମା ଟପିଛି। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍...

କଣ୍ଟାବାଞ୍ଜି କୁଲିଆଦର ହତ୍ୟାକାଣ୍ଡ ଘଟଣାରେ ମାନ୍ୟବର ଅଦାଲତଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ ; ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ଜୋରିମାନା ।

ବଲାଙ୍ଗିର, ୧୬।୪: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଂଚଳର ଏକ ହତ୍ୟାକାଣ୍ଡ ଘଟଣାରେ ଆଜି ମାନ୍ୟବର କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା...

ବଲାଙ୍ଗୀରରେ ସ୍କାଉଟ୍ ମାଷ୍ଟର ଓ ଗାଇଡ୍ କ୍ୟାପ୍ଟେନ୍ ବେସିକ୍ କୋର୍ସ ତାଲିମ ଶିବିର ଉଦ୍‌ଘାଟିତ ।

ବଲାଙ୍ଗୀର, ୧୬।୪: ବଲାଙ୍ଗୀର ଜିଲ୍ଲା ଭାରତ ସ୍କାଉଟ୍ ଓ ଗାଇଡ୍ ଆନୁକୂଲ୍ୟରେ ଏକ ସାତ ଦିନିଆ ଆବାସିକ ସ୍କାଉଟ୍ ମାଷ୍ଟର୍...

ଖୁଟୁଲୁମୁଣ୍ଡା ଗାଁରେ ବିଜେପିର ମିଶ୍ରଣ ପର୍ବ ; ବିଧାୟକଙ୍କ ଟାର୍ଗେଟ୍ ରେ ଆସନ୍ତା ପଂଚାୟତ ନିର୍ବାଚନ – ରାଜ୍ୟ ଉପସଭାପତି।

ବଲାଙ୍ଗୀର, ୧୬।୪: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ ହିଆଁଲ ପଞ୍ଚାୟତ ଖୁଟୁଲୁମୁଣ୍ଡା ଗ୍ରାମରେ କଣ୍ଟାବାଞ୍ଜି ବିଜେପିର ଏକ ମିଶ୍ରଣ ପର୍ବ...

କଣ୍ଟାବାଞ୍ଜି ଅଗ୍ରୱାଲ ସଭା ଟ୍ରଷ୍ଟର ନୂତନ ପଦାଧିକାରୀ ଚୟନ ।

ବଲାଙ୍ଗୀର, ୧୬।୪: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଗ୍ରୱାଲ ସଭା ଟ୍ରଷ୍ଟର ନବ ନିର୍ବାଚିତ ଅଧ୍ୟକ୍ଷ ଅଶୋକ ଚାପଡିଆ ଏବଂ ସଚିବ...

ଟିଟିଲାଗଡ ଥାନା ଘଣ୍ଟବାହାଲି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ବାଇକ୍ କୁ ପଛପଟୁ ପିଟିଲା ଟ୍ରକ୍ , ଜଣେ ମୃତ ପ୍ରସୂତୀ ମହିଳା ସମେତ ୨ ଆହତ ।

ବଲାଙ୍ଗୀର,୧୬।୪: ବଲାଙ୍ଗୀର ଜିଲ୍ଲା ଟିଟିଲଗଡ ଥାନା ଘଣ୍ଟବାହାଲି ଗାଁ ନିକଟସ୍ଥ ଭାଲୁ ଡୁଙ୍ଗୁରୀ ଛକ ନିକଟ ମୁଖ୍ୟ ରାସ୍ତାରେ ଆଜି...