Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News From Balangir Odisha

ବିବାହ ପ୍ରସ୍ତାବକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଜଣେ ମୃତ ୩ ଆହତ

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ମଳିକମୁଣ୍ଡା ଗାଁରେ ବିବାହ ପ୍ରସ୍ତାବକୁ କେନ୍ଦ୍ର କରି ଘଟିଛି ଏକ ରକ୍ତାକ୍ତ ଘଟଣା।...

ଅନ୍ୟର ଜୀବନ ବଞ୍ଚାଇ ନିଜେ ହାରିଗଲେ ଜୀବନ ଯୁଦ୍ଧ: ମୃତ୍ୟୁ ପରେ ବି ମାନବିକତାର ପରିଚୟ ଦେଇ ଦୁଇ ଜଣଙ୍କୁ ଦେଇଗଲେ ନୂଆ ଦୃଷ୍ଟି ।

ବଲାଙ୍ଗିର,୩।୭: ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ଜୀବନ ଯୁଦ୍ଧରେ ନିଜେ ହାରିଗଲେ। ହେଲେ ମୃତ୍ୟୁ ପରେ ବି ମାନବିକତାର ଅନନ୍ୟ...

ବଲାଙ୍ଗୀର ବନଖଣ୍ଡ ପକ୍ଷରୁ ୭୭ତମ ବନ ମହୋତ୍ସବ ସପ୍ତାହ ପାଳିତ: ସବୁଜିମା ସୁରକ୍ଷା ପାଇଁ ଗଣ-ଆନ୍ଦୋଳନର ଆହ୍ୱାନ ।

ବଲାଙ୍ଗୀର,୩।୭: ପରିବେଶ ସଂରକ୍ଷଣ ଏବଂ ସ୍ଥାୟୀ ବନୀକରଣ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ବଲାଙ୍ଗୀର ବନଖଣ୍ଡ ପକ୍ଷରୁ ଏହାର ସମସ୍ତ...

ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ, ଶେଷରେ ପ୍ରତାରଣା: ଖପ୍ରାଖୋଲ ପୋଲିସ ହାତରେ ପ୍ରତାରକ ପ୍ରେମିକ ।

ବଲାଙ୍ଗୀର,୩।୭: ପ୍ରେମ, ପ୍ରତାରଣା ଓ ପରେ ଗିରଫଦାରୀ। ବିବାହର ପ୍ରତିଶ୍ରୁତି ଦେଇ ଜଣେ ସରଳ ଆଦିବାସୀ ଯୁବତୀଙ୍କୁ ପ୍ରେମ ଜାଲରେ...

କାମ ନକରି ବିଧାୟକ ପାଣ୍ଠିର ୫ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ; BDO ଓ ଯନ୍ତ୍ରୀଙ୍କ ସମେତ ୪ ଜଣଙ୍କ ବିରୋଧରେ ଥାନାରେ ଏତଲା ।

ବଲାଙ୍ଗୀର,୩।୭: ବଲାଙ୍ଗୀର ସଦର ବ୍ଲକ୍‌ ଅଞ୍ଚଳରେ ସରକାରୀ ଅର୍ଥ ହରିଲୁଟ୍‌ର ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ସଦାଇପାଲି-ପାଟଣାଗଡ଼ ବାଇପାସ...

ଜାତି ପ୍ରଥାର କ୍ରୂର ରୂପ: ଅନ୍ୟ ଜାତିରେ ପୁଅର ବିବାହ ଯୋଗୁଁ ମା’ର ଶବ ଛୁଇଁଲେନି ଗ୍ରାମବାସୀ, ଘରେ ପଡ଼ିରହିଛି ମୃତଦେହ ।

ବଲାଙ୍ଗୀର,୩।୭: ଏକବିଂଶ ଶତାବ୍ଦୀରେ ବି ସମାଜରୁ ହଟିନି ଜାତିଭେଦର ଅନ୍ଧକାର। ଅନ୍ୟ ଜାତିରେ ପୁଅ ବିବାହ କରିଥିବା ଅଭିଯୋଗରେ ଜଣେ...

ସଡ଼କ ଦୁର୍ଘଟଣାରେ ମୁରିବାହାଲ ବ୍ଲକ ‘ବିପିସି’ ଉଜ୍ଜଳ ପଟେଲଙ୍କ ଅକାଳ ବିୟୋଗ: ଉପ-ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ ।

ବଲାଙ୍ଗୀର, ୩।୭: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ବ୍ଲକ ପ୍ରୋଜେକ୍ଟ କୋଅର୍ଡିନେଟର (BPC) ଭାବେ କାର୍ଯ୍ୟରତ ଉଜ୍ଜଳ ପଟେଲଙ୍କର ଏକ...

ଜନ୍ମମାଟିରେ ସାମ୍ବାଦିକ ସ୍ୱର୍ଗତ ଅଶୋକ ନାରାୟଣ ଭୋଇଙ୍କ ଶ୍ରଦ୍ଧାଞ୍ଜଳି ସଭା: ଅଞ୍ଚଳରେ ଶୋକର ଛାୟା ।

ବଲାଙ୍ଗୀର, ୩।୬: “ପ୍ରମେୟ ନ୍ୟୁଜ୍ ସେଭେନ୍”ର କଣ୍ଟାବାଞ୍ଜି ପ୍ରତିନିଧି ତଥା ଦୈନିକ “ସମାଜ” ଖବରକାଗଜର ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ବିଶିଷ୍ଟ...

ବଙ୍ଗୋମୁଣ୍ଡା ପୋଲିସର ନିଷ୍କ୍ରିୟତା: ମହିଳାଙ୍କ ସ୍କୁଟି ଜବରଦସ୍ତ ଛଡ଼ାଇନେଲେ ଦୁର୍ବୃତ୍ତ, ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା ।

ବଲାଙ୍ଗୀର,୩।୬: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ପୋଲିସର ନିଷ୍କ୍ରିୟତାକୁ ନେଇ ଏବେ ସାଧାରଣରେ...

ବଲାଙ୍ଗିରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କୁଲ ଭ୍ୟାନ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ।

ବଲାଙ୍ଗିର,୧।୭: ବଲାଙ୍ଗିର ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଘରୋଇ ସ୍କୁଲ ଭ୍ୟାନ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ...

କଣ୍ଟାବାଞ୍ଜି ମେଡିକାଲ ବୈଠକରେ ତୁମ୍ବିତୋଫାନ: ସାମ୍ବାଦିକଙ୍କୁ ବାରଣ, ବିଧାୟକଙ୍କ ପ୍ରଶ୍ନ ଆଗରେ ନିରୁତ୍ତର ଅଧିକାରୀ ।

ବଲାଙ୍ଗୀର,୧।୭: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଉନ୍ନତ ସେବା ଯୋଗାଇବା ନାଁରେ ଚାଲିଛି ପ୍ରହସନ? ସରକାରୀ...

କଣ୍ଟାବାଞ୍ଜି ଉତ୍କଳ ବାଳାଶ୍ରମରେ ୪ ଦିନିଆ ସ୍ୱଚ୍ଛତା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ।

ବଲାଙ୍ଗୀର,୧।୭: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ସ୍ଥାନୀୟ ଉତ୍କଳ ବାଳାଶ୍ରମ ଶିଶୁ ଯତ୍ନ ଗୃହ ପରିସରରେ ଏକ ନିର୍ଦ୍ଧାରିତ କାର୍ଯ୍ୟଯୋଜନା...