Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News From Balangir Odisha

ଧଳା ସ୍କର୍ପିଓରେ କଳା କାରବାର ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ମାଫିଆ ଫେରାର୍ ।

ବଲାଙ୍ଗୀର,୧୫।୪: ରାଜ୍ୟରେ ପୁଣି ସକ୍ରିୟ ହୋଇଛନ୍ତି ଗଞ୍ଜେଇ ମାଫିଆ। ଏଥର କୌଣସି ଟ୍ରକ୍ କିମ୍ବା କଣ୍ଟେନର ନୁହେଁ, ବରଂ ଏକ...

କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟରେ “ନାରୀ ଶକ୍ତି ବନ୍ଦନ ” କାର୍ଯ୍ୟକ୍ରମ ଆୟୋଜିତ ।

ବଲାଙ୍ଗୀର, ୧୫।୪: କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟରେ ଆଜି “ନାରୀ ଶକ୍ତି ବନ୍ଦନ” କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଶକ୍ତିଶ୍ରୀ କୋଷର ସଂଯୋଜିକା...

କଣ୍ଟାବାଞ୍ଜିରେ ହନୁମାନ ଜୟନ୍ତୀର ଭବ୍ୟ ସମାରୋହ: ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ସହର, ସୁରକ୍ଷା ପାଇଁ ପୋଲିସ ଫୋର୍ସ ମୁତୟନ ।

ବଲାଙ୍ଗୀର, ୧୫।୪: ମଙ୍ଗଳବାର ଦିନ ପବିତ୍ର ହନୁମାନ ଜୟନ୍ତୀ ଅବସରରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶରେ...

କଣ୍ଟାବାଞ୍ଜିରେ ଆମ୍ବେଦକର ଜୟନ୍ତୀ ପାଳିତ ।

ବଲାଙ୍ଗୀର, ୧୫।୪ : ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହରରେ ବିଭିନ୍ନ ଅନୁଷ୍ଠାନ୍ ପକ୍ଷରୁ ଭାରତରତ୍ନ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ...

ଶୋଷିଲା ପଡ଼ିଆ, ନିଦ୍ରାରେ ପ୍ରଶାସନ: ପାଣି ମୁନ୍ଦାଏ ପାଇଁ କ୍ରୀଡ଼ାବିତ୍‌ଙ୍କ ଚିତ୍କାର ।

ବଲାଙ୍ଗିର, ୧୫।୪ : ସରକାର କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ...

ବଲାଙ୍ଗୀରରେ ହନୁମାନ ଜୟନ୍ତୀର ଭବ୍ୟ ସମାରୋହ: ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ସହର, ସୁରକ୍ଷା ପାଇଁ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ।

ବଲାଙ୍ଗୀର, ୧୪।୪ : ଆଜି ଅର୍ଥାତ୍ ମଙ୍ଗଳବାର ଦିନ ପବିତ୍ର ହନୁମାନ ଜୟନ୍ତୀ ଅବସରରେ ବଲାଙ୍ଗୀର ସହର ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ...

କେନ୍ଦୁ ଗଣ୍ଡି ଚୋରା ଚାଲାଣ ବେଳେ ବଲାଙ୍ଗୀର ବନ ବିଭାଗର ଚଢ଼ାଉ, ଚୋରା ଚାଲାଣରେ ବ୍ୟବହୃତ ୭୦୯ ଟ୍ରକ୍ ସମେତ କାର ଜବତ୍ ; ୫ ଗିରଫ ।

ବଲାଙ୍ଗୀର, ୧୪।୪ : ଦିନକୁ ଦିନ ସାରା ବଲାଙ୍ଗୀର ବନଖଣ୍ଡ ଅଧୀନରେ ମୂଲ୍ୟବାନ କେନ୍ଦୁ କାଠ ମାଫିଆଙ୍କ ପ୍ରାଦୁର୍ଭାବ ବଢୁଥିବା...

କାର୍ଯ୍ୟକ୍ଷମ ହେଲା ୨ ମାସରୁ ଉର୍ଦ୍ଧ୍ବ ସମୟ ଧରୀ ବନ୍ଦ ପଡ଼ିଥିବା କଣ୍ଟାବାଞ୍ଜି ରକ୍ତ ଭଣ୍ଡାର ।

ବଲାଙ୍ଗୀର, ୧୪।୪ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ତଥା ପାଖାପାଖ ଅଞ୍ଚଳର ଜନସାଧାରଣଙ୍କ ପାଇଁ ଖୁସୀ ଖବର । ଆଜି...

ସିନ୍ଧେକେଲା ଥାନା ଶୁଣ୍ଢିମୁଣ୍ଡା ସ୍କୁଲ ନିକଟରେ ସର୍ଟ ସର୍କିଟ୍ ଯୋଗୁଁ ଜଳିଗଲା କାର ।

ବଲାଙ୍ଗୀର,୧୪।୪: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଂଚଳରେ ଗତକାଲି ସର୍ଟ ସର୍କିଟ ଯୋଗୁଁ ରାସ୍ତାରେ ଯାଉଥିବା ଏକ କାରରେ ନିଆଁ...

ଏଟିଏମ୍ ରୁ ଟଙ୍କା ଉଠାଣ ବେଳେ ଲୁଟ୍, ଯୁବକ ଗିରଫ ।

ବଲାଙ୍ଗୀର,୧୪।୪ ଏଟିଏମ୍ ରୁ ଟଙ୍କା ଉଠାଉଥିବା ବେଳେ ଲୁଟ୍ ଘଟଣାରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ପୁଲିସ୍ ଜଣକୁ ଗିରଫ କରିଛି।...

ନିଲମ୍ୱନ ହେଲେ ମୁରିବାହାଲ ତହସିଲର ମାତାଲ୍ ବଡ଼ବାବୁ ।

ବଲାଙ୍ଗୀର,୧୪।୪: ତହସିଲ ଅଫିସ୍ ଭିତରେ ମଦପିଇ କାମ କରିବାକୁ ନେଇ ବଲାଙ୍ଗୀର ଜିଲ୍ଲାର ଜଣେ ତହସିଲ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି...

ବଲାଙ୍ଗୀର ତହସିଲ ଅଫିସ୍ ପରିସରରେ ଜଳିଗଲା ଓକିଲ ଙ୍କ ବୁଲେଟ୍

ବଲାଙ୍ଗିର,୧୪।୪: ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟ ତହସିଲ କାର୍ଯ୍ୟାଳୟ ପରିସରରେ ଗତକାଲି ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ଼ ରୁମ୍...