News From Balangir Odisha
ସର୍ପ ଦଂଶନ ନେଲା ଜୀବନ: ସମୟରେ ମିଳିଲାନି ଚିକିତ୍ସା, ପ୍ରଶାସନର ସ୍ୱାସ୍ଥ୍ୟ ସେବା ଉପରେ ଉଠିଲା ପ୍ରଶ୍ନ ।
ବଲାଙ୍ଗୀର,୧୪।୬: ଘର ଛପର ସମୟରେ ସର୍ପ ଦଂଶନର ଶିକାର ହୋଇ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଠିକ୍ ସମୟରେ ଚିକିତ୍ସା...
କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ନାଁରେ ଥାନାରେ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନର ଚେତାବନୀ ଦେଲା ଆଦିବାସୀ ସଂଘ ।
ବଲାଙ୍ଗୀର,୧୪।୬: କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ବିବାଦୀୟ ବୟାନକୁ ନେଇ ଏବେ ସରଗରମ ହୋଇଛି ସ୍ଥାନୀୟ ରାଜନୀତି। ଏକ ଘରୋଇ...
ପୋଲିସର ନିଷ୍କ୍ରିୟତା ବିରୋଧରେ ଗର୍ଜିଲେ ଗ୍ରାମବାସୀ: ବୃଦ୍ଧଙ୍କ ମୃତ୍ୟୁ ପରେ କନ୍ଧବାହାଲରେ ଉତ୍ତେଜନା, ରାସ୍ତାରେ ଶବ ରଖି ନ୍ୟାୟ ଦାବି ।
ବଲାଙ୍ଗୀର,୧୪।୬: ବଲାଙ୍ଗୀର ଜିଲ୍ଲାରୁ ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା...
ବିକାଶ ପୁରୁଷ ସ୍ୱର୍ଗୀୟ ଆୟୁବ ଖାଁଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି: ମୁରିବାହାଲ ଫରେଷ୍ଟ ବଙ୍ଗଳାରେ ସ୍ମୃତି ସଭା ଅନୁଷ୍ଠିତ ।
ବଲାଙ୍ଗୀର,୧୪।୬: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଜନପ୍ରିୟ ଜନନେତା, ବିକାଶପୁରୁଷ ତଥା ପୂର୍ବତନ ବିଧାୟକ ସ୍ୱର୍ଗୀୟ ଆୟୁବ ଖାଁଙ୍କ ସ୍ମୃତିରେ ଗତ...
କଣ୍ଟାବାଞ୍ଜିରେ ପୂର୍ବତନ ବିଧାୟକ ସ୍ୱର୍ଗୀୟ ଆୟୁବ ଖାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା: ଦୂରଦୃଷ୍ଟିସମ୍ପନ୍ନ ନେତାଙ୍କୁ ମନେ ପକାଇଲେ ବହୁ ବିଶିଷ୍ଟ ବ୍ୟକ୍ତି ।
ବଲାଙ୍ଗୀର,୧୩।୬: କଣ୍ଟାବାଞ୍ଜି ଅଞ୍ଚଳର ବିକାଶର ଅନ୍ୟତମ କର୍ଣ୍ଣଧାର ତଥା ପୂର୍ବତନ ବିଧାୟକ ସ୍ୱର୍ଗୀୟ ଆୟୁବ ଖାନଙ୍କ ସ୍ମୃତିରେ ଶନିବାର ଦିନ...
ଟିଟିଲାଗଡ଼: ବନ୍ଧୁ ହେଲା ବଇରୀ, ଦୀର୍ଘଦିନର ଦାଦାଗିରି ଓ ବଚସାରୁ ସହଯୋଗୀଙ୍କୁ ପଥରରେ ଛେଚି ମାରିଲା କବାଡ଼ିବାଲା ।
ବଲାଙ୍ଗୀର,୧୩।୬: ବନ୍ଧୁ ହେଲା ବଇରୀ । ବନ୍ଧୁତ୍ୱର ସମ୍ପର୍କ ନେଇଛି ଭୟଙ୍କର ମୋଡ଼। ଦୀର୍ଘଦିନର ଅତ୍ୟାଚାର, ଦାଦାଗିରି ଓ ସାମାନ୍ୟ...
ସାପ କାମୁଡ଼ାରେ ୨ ବର୍ଷର କୁନି ପୁଅର ମୃତ୍ୟୁ, ବରିଆଳି ଗାଁରେ ଶୋକର ଛାୟା ।
ବଲାଙ୍ଗୀର,୧୩।୬: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ବରିଆଳି ଗାଁରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି। ଖେଳୁଥିବା ସମୟରେ...
ବଲାଙ୍ଗୀର: ଘର ଖାଲି ଥିବା ଦେଖି କଳାକନା ବୁଲାଇଲେ ଚୋର: ସୁନା ଗହଣା ସହ ନଗଦ ଟଙ୍କା ଚୋରି, ପୋଲିସର ତଦନ୍ତ ଜାରି ।
ବଲାଙ୍ଗୀର,୧୩।୬: ପରିବାର ସହ ବୁଲିବାକୁ ଯାଇଥିବା ବେଳେ ସୁଯୋଗ ଦେଖି ଖାଲି ଘରୁ ସର୍ବସ୍ୱ ଲୁଟିନେଲେ ଦୁର୍ବୃତ୍ତ। ଏଭଳି ଚୋରି...
ବାରହା ପାଇଁ ବିଛାଯାଇଥିବା ବିଦ୍ୟୁତ୍ ଫାସ ନେଲା ନିରୀହ ଯୁବକଙ୍କ ଜୀବନ: ପ୍ରମାଣ ନଷ୍ଟ ପାଇଁ ଜଙ୍ଗଲରେ ଶବ ପୋତିଲେ ଶିକାରୀ ।
ବଲାଙ୍ଗୀର,୧୨।୬: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ କୁଠୁର୍ଲା ଗ୍ରାମରେ ଏକ ଅମାନବୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି।...
ପୁଣି କ୍ୱାକ ର ଭୂଲ୍ ଇଞ୍ଜେକ୍ସନ ନେଲା ଜୀବନ ! ମନ୍ତ୍ରୀଙ୍କ ନିରବତା, ସିଡିଏମ୍ଓଙ୍କ ଫାଇଲ୍ ଚାଷ: କେତେ ଜୀବନ ନେବେ ବଲାଙ୍ଗୀରର ନକଲି ଡାକ୍ତର ?
ବଲାଙ୍ଗୀର,୧୧।୬: ବଲାଙ୍ଗୀର ଜିଲ୍ଲାରେ ମଣିଷ ଜୀବନର ମୂଲ୍ୟ ଯେମିତି ଶସ୍ତା ହୋଇଯାଇଛି। ଜିଲ୍ଲାର ଗଳିକନ୍ଦିରେ ଜାଲ ବିଛାଇଥିବା ‘ଜମଦୂତ’ ସଦୃଶ...
ବିକାଶ ଅବହେଳା ପ୍ରତିବାଦ: ଜୁନ୍ ୧୬ରେ ‘କଣ୍ଟାବାଞ୍ଜି ବନ୍ଦ’ ଡାକରା
ବଲାଙ୍ଗୀର,୧୧।୬: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳର ବିକାଶ କ୍ଷେତ୍ରରେ ଦୀର୍ଘ ଦିନରୁ ଚାଲିଆସୁଥିବା ପ୍ରଶାସନିକ ଅବହେଳା ଓ ଉଦାସୀନତା ବିରୋଧରେ...
ବଲାଙ୍ଗୀରରେ ପିଛା ଛାଡୁନି ଦୁର୍ଘଟଣା: ସ୍କୁଟିକୁ ୩୦ ମିଟର ଘୋଷାଡି ନେଲା ପିକଅପ୍ ,ଆଇନଜୀବୀ ଗୁରୁତର ।
ବଲାଙ୍ଗୀର,୧୦।୬: ବଲାଙ୍ଗୀର ସହରରେ ସତେ ଯେମିତି ଦୁର୍ଘଟଣାର କାଳଛାଇ ହଟିବାର ନାଁ ନେଉନାହିଁ। ଗତକାଲି ସହରର ଗାନ୍ଧୀନଗର ପଡ଼ାରେ ତାଳପାଳି...
