News from Ganjam Odisha
ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଥାନାରେ ହସ୍ତାନ୍ତର କରିବାକୁ ବିଜ୍ଞପ୍ତି ଜାରି
ଗୋପାଳପୁର ୧୭/୩ ସାଧାରଣ ନିର୍ବାଚନକୁ ନଜରରେ ରଖି ବ୍ରହ୍ମପୁର ଏସ. ପି ଡା. ଶ୍ରବଣା ବିବେକ ଏମଙ୍କ ପକ୍ଷରୁ ଜିଲ୍ଲା...
ନିର୍ବାଚନ ତାରିଖ ଘୋଷଣା ପରେ ଚଳଚଞ୍ଚଳ ଗୋପାଳପୁର ନିର୍ବାଚନମଣ୍ଡଳୀ।କେଉଁ ଦଳରୁ କିଏ ଟିକଟ ପାଇବ ସ୍ପଷ୍ଟ ହୋଇ ନାହିଁ।
ଗୋପାଳପୁର,୧୬/୦୩ ଆସନ୍ତା ମେ ୧୩ ତାରିଖରେ ପ୍ରଥମ ଦଫାରେ ବ୍ରହ୍ମପୁର ଲୋକସଭା ନିମନ୍ତେ ଭୋଟଦାନ କରିବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ...
ରାଳବ ରେ ସଂଘବଦ୍ଧ ଆକ୍ରମଣ ମାମଲା।୨ ଅଭିଯୁକ୍ତ ଅଟକ, ଅନ୍ୟକୁ ଖୋଲୁଛି ପୁଲିସ।
ଗୋପାଳପୁର,୧୭/୦୩ ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଠାରେ ପୂର୍ବ ଶତ୍ରୁତା କେନ୍ଦ୍ର କରି ତଳ ସାହି ର ବି ସନ୍ତୋଷ...
ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ ବିଜେପି ର ନିର୍ବାଚନ ପ୍ରସ୍ତୁତି ବୈଠକ ଆଳରେ ଶକ୍ତି ପ୍ରଦର୍ଶନ।
ଗୋପାଳପୁର,୧୭/୦୩ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ବୁଗୁଲ ବାଜି ଯାଇଥିବା ଥିବାବେଳେ ଗୋପାଳପୁରରେ ନିର୍ବାଚନ ତାତି ବଢ଼ିବାରେ ଲାଗିଛି। ଗୋପାଳପୁର...
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ହିମାଞ୍ଚଳ ପ୍ରଦେଶର ଛାତ୍ର ଛାତ୍ରୀଙ୍କ ଯୁବ ସମାଗମ ଉତ୍ସବ ପାଳିତ
ଗୋପାଳପୁର ୧୫/୩ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ନୂତନ ସମ୍ମିଳନୀ କକ୍ଷ ଠାରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ନିର୍ଦ୍ଧେଶ କ୍ରମେ ଭାରତର...
ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ କ୍ୟାନ୍ସର ରୋଗର ସଚେତନତା କାର୍ଯ୍ୟକ୍ରମ
ଗୋପାଳପୁର ୧୫/୩ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆଜି କ୍ୟାନ୍ସର ଉପରେ ସଚେତନତା କାର୍ଯ୍ୟକ୍ରମ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ନାରୀ ଶିକ୍ଷା ଗବେଷଣା...
ଦେଶୀ ମଦ ଦୋକାନ ମାରପିଟ ମାମଲାରେ ଜଣେ ମୃତ
ଗୋପାଳପୁର ୧୫/୩ ଗୋପାଳପୁର ଥାନା ଅନ୍ତର୍ଗତ ଗଞ୍ଜୁ ରେ ଗତକାଲି ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଗଞ୍ଜୁ ଗ୍ରାମର କାଳୁ...
ରାଳବ ରେ ଗୋଷ୍ଠୀ ସଂଘର୍ଷ।ଖଣ୍ଡାରେ ହାଣିଲେ, ଜଣେ ଆହାତ,ଆକ୍ରମଣ କାରୀ ଙ୍କ ମୋଟରସାଇକେଲ ଭଙ୍ଗାରୁଜା
ଗୋପାଳପୁର,୧୫/୦୩ ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଗ୍ରାମରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଜଣେ ଛେଳି ଜଗିଥିବା ଯୁବକକୁ...
ଗଞ୍ଜୁ ରେ ମରଣାନ୍ତକ ଆକ୍ରମଣ,୨ ଗୁରୁତର।
ଗୋପାଳପୁର,୧୪/୦୩ ଗୋପାଳପୁର ଥାନା ଅନ୍ତର୍ଗତ ଗଞ୍ଜୁ ଠାରେ ଥିବା ଏକ ଦେଶୀ ମଦର ଦୋକାନ ସମ୍ମୁଖରେ ଦୁଇ ଯୁବକଙ୍କୁ ସଂଘବଦ୍ଧ...
ସଂଧ୍ୟା ପରେ ଗୋପାଳପୁର ବେଳାଭୂମି ଅନ୍ଧାରରେ‘ସ୍ବଦେଶ ଦର୍ଶନ’ ଯୋଜନାରେ ଲାଗିଥିବା ଲାଇଟ ଭାଙ୍ଗିରୁଜି ନଷ୍ଟ,, ପର୍ଯ୍ୟଟକ ନିରାଶ
ଗୋପାଳପୁର,୧୪/୦୩ କେନ୍ଦ୍ର ସରକାରଙ୍କ ସ୍ବଦେଶ ଦର୍ଶନ ଯୋଜନାରେ ଗତ ୨୦୧୬ ରେ ପ୍ରାୟ ୫ କୋଟି ଟଙ୍କା ବିନିଯୋଗ କରାଯାଇ...
ଗୋପାଳପୁରରେ ନୂତନ ଥାନା କୋଠା ସମେତ ଇନଡୋର ଷ୍ଟାଡିୟମ କୁ ଆଭାସି ରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଗୋପାଳପୁର ୧୩/୩ ଗୋପାଳପୁର ଥାନା ପରିସରରେ ଆଜି ଅପରାହ୍ନରେ ଆଭାସି ମାଧ୍ୟମରେ ନୂତନ ଥାନା କୋଠାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ଗୋପାଳପୁର ରୁ ଆରମ୍ଭ ହେଲା ବିଜେଡିର ଶକ୍ତି ପ୍ରଦର୍ଶନ
ଗୋପାଳପୁର,୧୩/୦୩ ଆଉ କିଛି ମାସ ପରେ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବିଭିନ୍ନ ରାଜନୈତିକ ଦଳ...
