Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Ganjam Odisha

ଚୋରାମଦ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ, ଜଣେ ଗିରଫ,180 ଲିଟର ଦେଶୀମଦ ଜବତ

ବେଲଗୁଣ୍ଠା, 08/09,ଗତ ଗୁରୁବାର ରାତ୍ର ଆଠ ଘଣ୍ଟା ସମୟରେ ଗାଙ୍ଗପୁର ପୋଲିସ୍ ନିମିନା ଗ୍ରାମରେ ଚୋରାମଦ ବିକ୍ରି ହେଉଥିବା ଖବର...

ଖଲ୍ଲିକୋଟ ଥାନା ସମ୍ମୁଖରେ ଭୟଙ୍କର ସଡକ ଦୁର୍ଘଟଣା, କାର-ଅଟୋ ମୁହାଁମୁହିଁ ଧକ୍କା,୬ ଆହତ,୪ଗୁରୁତର, ସହାୟତା ଯୋଗାଇ ଦେଲେ ଖଲ୍ଲିକୋଟ ମିଡ଼ିଆ କ୍ଲବ ସଦସ୍ୟ

ଖଲ୍ଲିକୋଟ–୮/୯–ଆଜି ଅପରାହ୍ନ ୩ ଟାରେ ଖଲ୍ଲିକୋଟ ଥାନା ସମ୍ମୁଖରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା ।ଦୁର୍ଘଟଣା ଏତେ ଜୋରରେ ହୋଇଥିଲା...

ସ୍ବର୍ଗତ ବିଜେଲଷ୍ମୀ ଗୁରୁମାଙ୍କ ଦ୍ୱାଦସାହ ତିଥିରେ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ,

ବେଲଗୁଣ୍ଠା, 08/09, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବହୁବର୍ଷ ଧରି ନିଷ୍ଠାପର ଭାବେ ଶିକ୍ଷକତା...

ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ନନ୍ଦ ଉଛବ ପାଳିତ

ବେଲଗୁଣ୍ଠା-07/09- ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠାନ ର ସମ୍ପାଦକ ସୁଶାନ୍ତ କୁମାର ବେହେରା ଙ୍କ...

ବେଲଗୁଣ୍ଠା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବ୍ଲକ ସ୍ତରୀୟ କର୍ମଶାଳା,

ବେଲଗୁଣ୍ଠା,07/09, ଶିକ୍ଷା କ୍ଷେତ୍ରରେ ପ୍ରଗତି ଆଣିବା ସହ ଶିକ୍ଷା ସହିତ ସମ୍ପୃକ୍ତ ବ୍ୟକ୍ତି ଏବଂ ଅନୁ୍ଷ୍ଠାନକୁ ଉତ୍ସାହିତ କରିବା ପାଇଁ...

ବ୍ଲକ ସ୍ତରୀୟ ବିଜ୍ଞାନ ପାଠଚକ୍ର,ଛାତ୍ରୀ ସୁପ୍ରିୟା ନାୟକ ରାଜ୍ୟ ସ୍ତରକୁ ମନୋନୀତ,

ବେଲଗୁଣ୍ଠା, 08/09, ଛାତ୍ରଛାତ୍ରୀଙ୍କ ମନରେ ବିଜ୍ଞାନ ପ୍ରତି ଆଗ୍ରହ ଜନ୍ମାଇବା ପାଇଁ ଗଞ୍ଜାମ ଜିଲ୍ଳା ଶିକ୍ଷା ବିଭାଗ ପକ୍ଷରୁ ବେଲଗୁଣ୍ଠା...

କମ୍ବୋଡିଆ ରେ ଫସିଥିବା ବିଶ୍ବନାଥ ପୁରର ଦିନବନ୍ଧୁ ସ୍ବଦେଶ ଫେରିବା ପାଇଁ ଆକୁଳ ନିବେଦନ।୨୫ ଶହ ଡଲାର ଦେଲେ ଘରକୁ ଫେରିବାକୁ ଦେବେ ଏଜେଣ୍ଟ।

ଗୋପାଳପୁର,୦୬/୦୯ ଦାଦାନ ଖଟିବାକୁ ଯାଇ ବିଦେଶୀ ରେ ଫସିରହିବା ଘଟଣା ଗଞ୍ଜାମ ଜିଲ୍ଲାରେ କ୍ରମଶଃ ବଢ଼ିବାରେ ଲାଗିଥିବା ବେଳେ ଏବେ...

ଆସୋସିଏସନ ଅଫ୍ କମନ ୱେଲ୍ଥ ୟୁନିଭରସିଟି (ୟୁ କେ) ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଚୁକ୍ତି ପତ୍ର ସ୍ବାକ୍ଷରିତ

ଗୋପାଳପୁର ୬/୯ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କେନ୍ଦ୍ରୀୟ ଯନ୍ତ୍ରପାତି କେନ୍ଦ୍ର ର ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ ଆସୋସିଏସନ ଅଫ୍ କମନ...

ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ପାଳିତ ହେଲା ଜନ୍ମାଷ୍ଟମୀ

ବେଲଗୁଣ୍ଠା,06/09,ଆଜି ପରମ ପୁରୁଷ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ଅବସରରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ସ୍ଥାନରେ ଧୂମଧାମରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ...

ଦୁଇ ଦିବ୍ୟାଙ୍ଗ ଯୁବତୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଇଂଜିନିୟର ସଂଗ୍ରାମ,

ବେଲଗୁଣ୍ଠା, 06/09, ଦୁଇ ଦିବ୍ୟାଙ୍ଗ ବାନ୍ଧବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଅନ୍ୟାନ୍ୟ ସାହାଯ୍ୟ ନିମନ୍ତେ ସରକାରଙ୍କ ଦୃଷ୍ଟି...

ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଗୁରୁପୂଜନ କାଯ୍ୟକ୍ରମ

ବେଲଗୁଣ୍ଠା,05/09, ଆଜି ପବିତ୍ର ଗୁରୁ ଦିବସ ଅବସରରେ ବେଲଗୁଣ୍ଠା ବ୍ଳକ୍ ମାଆ ବୁଢାକେନ୍ଦୁ ପୀଠରେ ଏକ ଗୁରୁ ପୂଜନ କାର୍ଯ୍ୟକ୍ରମ...

ଆଇଜର କ୍ୟାମ୍ପସ ରେ ଗୁଣ୍ଡାରାଜ !ଲୁହା ରଡ଼ ମାଡ଼ରେ ପ୍ରୋଜେକ୍ଟ ଇନଚାର୍ଜ ସମେତ ସିକ୍ୟୁରିଟି ଇନଚାର୍ଜ ଲହୁଲୁହାଣ।୩ ଅଭିଯୁକ୍ତ କୋର୍ଟ ଚାଲାଣ।

ଗୋପାଳପୁର,୦୫/୦୯ ଗୋଳନ୍ଥରା ଥାନା ଅନ୍ତର୍ଗତ ଲଉଡିଗାଁ ଠାରେ ଥିବା ନିର୍ମାଣଧୀନ ଆଇଜର କ୍ୟାମ୍ପସ ପରିସରରେ ଆଜି ଦିନ ୧୧ ଟା...