News from Kalahandi Odisha
News from Kalahandi Odisha
କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା ଦିବସ ପାଇଁ କୋକସରା ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ।
କଳାହାଣ୍ଡି:୨୯/୧୦ ରିପୋର୍ଟ—ସନତ କୁମାର ପ୍ରଧାନୀ ନଭେମ୍ବର ୧ ତାରିଖ କଳାହାଣ୍ଡି ଜିଲ୍ଲା ୭୫ ତମ ପ୍ରତିଷ୍ଠା ଦିବସ ପାଳନ ନେଇ...
ଡିସେମ୍ବର ୨୫ ରୁ ମୁକ୍ତ ରଙ୍ଗମଞ୍ଚ ରେ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ଶୁଭାରମ୍ଭ
କଳାହାଣ୍ଡି ୨୯/୧୦ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଦଣ୍ଡପାଟ ଅଞ୍ଚଳର ସଂସ୍କୃତି, ଐତିହ୍ୟ, ପରମ୍ପରାର ପ୍ରଚାର ପ୍ରସାର ପାଇଁ ୬...
ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ହତ୍ୟା, ଦୁଇ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଧର୍ମଗଡ ଏଡିଜେ କୋର୍ଟ।
କଳାହାଣ୍ଡି:୨୮/୧୦ ଗତ ୨୦୧୫ ମସିହାର ଏକ ହତ୍ୟାକାଣ୍ଡ ର ରାୟ ପ୍ରକାଶ ପାଇଛି ।ଧର୍ମଗଡ ଅତିରିକ୍ତ ଜିଲ୍ଲା ଦ୍ୟୈରାଜଜ୍ (ADJ)ସୁରେଶ...
ପାରିଶ୍ରମିକ ଓ ଥଇଥାନ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଅଭିଯୋଗ ଜଣାଇଲେ କଳାହାଣ୍ଡି ସ୍ୱଚ୍ଛାଗ୍ରାହୀ ସଙ୍ଘ।
କଳାହାଣ୍ଡି:୨୮/୧୦ କଳାହାଣ୍ଡି ଜିଲ୍ଲା ସ୍ୱଚ୍ଛାଗ୍ରାହୀ ସଙ୍ଘ ପକ୍ଷରୁ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଶୁଣାଣି ଶିବିର ରେ ପହଞ୍ଚି...
କୋକସରା ବ୍ଲକ ସ୍ତରୀୟ ଶ୍ରୀ ଅନ୍ନ ଅଭିଯାନ ଖାଦ୍ୟ ମେଳା ଅନୁଷ୍ଠିତ।
କଳାହାଣ୍ଡି:୨୮/୧୦ ରିପୋର୍ଟ—ସନତ କୁମାର ପ୍ରଧାନୀ ଓଡିଶା ସରକାର ଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ସହକାରୀ ସଂସ୍ଥା...
ସାହାଜଖୋଲ ଜଙ୍ଗଲ ସୁରକ୍ଷା ପାଇଁ ଶପଥ ନେଲେ ଜଙ୍ଗଲ ସୁରକ୍ଷା କମିଟି,ନୂତନ ସୁରକ୍ଷା କମିଟି ଗଠନ।
କଳାହାଣ୍ଡି:୨୮/୧୦ ରିପୋର୍ଟ—ସନତ କୁମାର ପ୍ରଧାନୀ ଧର୍ମଗଡ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ହେକ୍ଟର ପରିମିତ ବ୍ୟାପି ଅଞ୍ଚଳ...
ଓଏଏସ ପାଇବା ପରେ ଗାଁ ର ଝିଅ କୁ ସ୍ୱାଗତ ସମ୍ବର୍ଦ୍ଧନା କଲେ ଗ୍ରାମବାସୀ।
କଳାହାଣ୍ଡି:୨୮/୧୦ ରିପୋର୍ଟ—ସନତ କୁମାର ପ୍ରଧାନୀ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡା ଗ୍ରାମର ରାଜେନ୍ଦ୍ର ନାଏକ ଓ...
ସିର୍ଲିଗୁଡା ରେ ସାଂସ୍କୃତିକ କାର୍ଯ୍ୟକ୍ରମ,ଯୋଗଦେଲେ ବିଧାୟକ,ଜନ ପ୍ରତିନିଧି।
କଳାହାଣ୍ଡି:୨୭/୧୦ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ସିର୍ଲିଗୁଡା ଗ୍ରାମରେ ଜଂହି ଓଷା ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ...
ନବ ନିଯୁକ୍ତ ଯୋଜନାଭିତ୍ତିକ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ।
କଳାହାଣ୍ଡି:୨୬/୧୦ ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ଆନୁକୂଲ୍ୟରେ ସ୍ଥାନୀୟ ଜୟପାଟଣା ସରକାରୀ ଉଚ୍ଚ ମାଧ୍ୟମିକ...
ବିଶ୍ୱନାଥପୁରରେ ପହଞ୍ଚିଲା ‘କଳାହାଣ୍ଡି @୭୫ ରଥ’ : ପ୍ରାକୃତିକ ଯନ୍ତ୍ରୀ କାର୍ଜୀ ମାଝୀଙ୍କୁ ମରଣୋତ୍ତର ସମ୍ବର୍ଦ୍ଧନା
କଳାହାଣ୍ଡି, ୨୬/୧୦- ଏ ବର୍ଷ କଳାହାଣ୍ଡି ଜିଲ୍ଲା ଗଠନର ୭୫ ବର୍ଷ ପୂର୍ତ୍ତି ଅବସରରେ ଓଡିଶା ଭାସ୍କର ଏକ ନିଆରା...
କୋକସରା ହସ୍ପିଟାଲ ପରିସରରେ ପାର୍କିଂ ସ୍ଥିତି ଅସମ୍ଭାଳ, ଆମ୍ବୁଲାନ୍ସ ଓ ରୋଗୀ ସେବା ବ୍ୟାହତ ଅଭିଯୋଗ।
କଳାହାଣ୍ଡି:୨୬/୧୦ ଜରୁରୀକାଳୀନ ପରିସ୍ଥିତି ରେ ଆମ୍ବୁଲାନ୍ସ କିମ୍ବା ରୋଗୀ ଟିଏ ହସ୍ପିଟାଲ କୁ ଯିବା ସମୟରେ ହସ୍ପିଟାଲ ପରିସରରେ ବେଆଇନ...
ଯୁବତୀ ଙ୍କୁ ଦୁଷ୍କର୍ମ ମାମଲା ରେ ଫେରାର ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ।
କଳାହାଣ୍ଡି:୨୬/୧୦ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ରେ ଗତ ୧୧/୦୭/୨୪ ରେ ରୁଜୁ ହୋଇଥିବା ଏକ ଦୁଷ୍କର୍ମ...
