Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Kalahandi Odisha

ଗୋଲାମୁଣ୍ଡାଠାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର

କଳାହାଣ୍ଡି,୦୮/୦୧-ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ...

ମାଁ ଲଙ୍କେଶ୍ୱରୀ କ୍ରିକେଟ ଚାମ୍ପିୟାନ ଟ୍ରଫି ଉଦଯାପିତ, ଡୁଡୁକାଠେଙ୍ଗା ଦଳ ଚାମ୍ପିୟାନ।

କୋକସରା,୮/୧:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ କେନ୍ଦୁଗୁଡା ଲିଟିଲ ଚାମ୍ପ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଦୀର୍ଘ୧୧ ଦିନ ଧରି ଚାଲିଥିବା...

୧୨ରୁ ୧୮ଘଣ୍ଟା ଅଘୋଷିତ ବିଦ୍ୟୁତ କାଟ : ଲୋକେ ଅତିଷ୍ଠ

କଳାହାଣ୍ଡି,୦୭/୦୧-ଟାଟା ପାୱାରକୁ ବିଦ୍ୟୁତ୍ ବିତରଣ ଓ ପରିଚାଳନା ହସ୍ତାନ୍ତର କରିବା ଦିନଠାରୁ ସ୍ଥିତିରେ ସୁଧାର ଆସିବା ତ ଦୂରର କଥା,...

ଡିଫାଇନ୍ କଳାହାଣ୍ଡିର ବିଶାଳ ସମାବେଶ,କଳମପୁର ମାଟି ସ୍ବାଭିମାନ ଓ ବିପ୍ଳବର ମାଟି – ମଧୁମହାନ୍ତି।

କୋକସରା,୭।୧ : ଅଜସ୍ର ମା’ ଭଉଣୀ ଓ ଯୁବଗୋଷ୍ଠୀ କଳାହାଣ୍ଡି ବିକାଶର ସ୍ବପ୍ନ ଦେଖିଥିବା ମୋ’ ନଜରରେ ଦେଖିବାକୁ ପାଇଛି।...

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଜନ୍ମ ଉତ୍ସବ ପାଳନ।

କୋକସରା;୦୭/୦୧ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଜନ୍ମ ଉତ୍ସବ କୋକସରା ବ୍ଲକ ଆମପାଣି ସତସଙ୍ଗ...

ଗୋତୋମୁଣ୍ଡା ଠାରେ ଆମପାଣି ଯୋନ ସ୍ତରୀୟ ବିଜେଡି କର୍ମି ସମାବେଶ।

କୋକସରା:୦୭/୦୧ କୋକସରା ବ୍ଲକ ଆମପାଣି ଯୋନ ସ୍ତରୀୟ ବିଜେଡି ଦଲୀୟ କର୍ମକର୍ତ୍ତା ଙ୍କ କର୍ମି ସମାବେଶ ରବିବାର ବ୍ଲକ ର...

ପୁରୀ ପରିକ୍ରମା ପାଇଁ ଗଡ଼ିଲା ଶ୍ରୀ ଜଗନ୍ନାଥ ଅର୍ପଣ ରଥ।

କୋକସରା:୦୭/୦୧ ଆସନ୍ତା ୧୭ ରେ ପୁରୀ ପରିକ୍ରମା ଉତ୍ସଵ ଶ୍ରୀ ଜଗନ୍ନାଥ ଧାମ ପୁରୀ ରେ ମହା ସମାରୋହରେ ଅନୁଷ୍ଠିତ...

ସମ୍ବର୍ଦ୍ଧିତ ହେଲେ ଅଧ୍ୟାପକ ମୋହନ ଚରଣ ବିଷି ବଂଶୀବଟ ସାହିତ୍ୟ ସୁଧାନିଧି ସମ୍ମାନ -୨୦୨୩ ।

କୋକସରା:୦୭/୦୧ ବଂଶୀବଟ ମାନସ ସେବା ସମିତି,ନିତ୍ୟ ଆନନ୍ଦ ଆଶ୍ରମ,ପୁରୀର ଅଷ୍ଟାଦଶ ତମ ବାର୍ଷିକ ଉତ୍ସବ ଏବଂ ରାଜ୍ୟ ସ୍ତରୀୟ ଆଧ୍ୟାତ୍ମିକ...

ସଂସ୍କାରଭାରତୀ ପକ୍ଷରୁ ନର୍ଲାରେ ବିଶାଳ ରଙ୍ଗୋଲି ପ୍ରଦର୍ଶନୀ

କଳାହାଣ୍ଡି,୦୬/୦୧-ସଂସ୍କାର ଭାରତୀର ପ୍ରତିଷ୍ଠାତା ସଦସ୍ୟ ତଥା ପ୍ରଥମ ସଂଗଠନ ସମ୍ପାଦକ ବାବା ଯୋଗେନ୍ଦ୍ର ଜୀଙ୍କ ଶତବାର୍ଷିକୀ ଉପଲକ୍ଷେ ନର୍ଲା ପେସିଫିକ୍...

ଲାଞ୍ଜିଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ : ପ୍ରମୋଦ କୁମାର ମହାନ୍ତି ସଭାପତି, ଏମ. ସୁନ୍ଦର ଶେଖର ସାଧାରଣ ସଂପାଦକ

କଳାହାଣ୍ଡି,୦୬/୦୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସାଂଗଠନିକ ସମ୍ମିଳନୀ ଓ ସଂଘର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି।...

ବିଶାଖାପାଟଣା ନାବାଳିକା ଗଣବଳାତ୍କାର ଘଟଣାରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି : ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ

କଳାହାଣ୍ଡି,୦୬/୦୧-ପଡୋଶୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ କଳାହାଣ୍ଡି ଜିଲ୍ଲା ନର୍ଲା ଥାନାଂଚଳର ଜଣେ ନାବାଳିକାଙ୍କ ପ୍ରତି ଘଟିଯାଇଥିବା ପାଶବିକ ଓ ବର୍ବରୋଚିତ କାଣ୍ଡ...

ହିଟ ଆଣ୍ଡ ରନ ନିୟମ କୁ ପ୍ରତ୍ୟାହାର ଦାବି ,କୋକସରା ଥାନା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ।

କୋକସରା:୦୫/୦୧ କେନ୍ଦ୍ର ସରକାର ଙ୍କ ହିଟ ଆଣ୍ଡ ରନ ନିୟମ କୁ ପ୍ରତ୍ୟାହାର ଦାବି କରି ଦେଶ ଓ ରାଜ୍ୟରେ...