News from Kalahandi Odisha
News from Kalahandi Odisha
ଧର୍ମଗଡଠାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
କଳାହାଣ୍ଡି,୨୮/୧୧-କଳାହାଣ୍ଡି ଜିଲ୍ଲା ଧର୍ମଗଡସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ...
ଜଳସେଚନ ଦାବିରେ ଜାତୀୟ ରାଜପଥ ୨୬ ଅବରୋଧ,ପ୍ରତିଶ୍ରୁତି ପରେ ହଟିଲା।ଅବରୋଧ।
କୋକସରା:୨୮/୧୧ (ସନତ ପ୍ରଧାନୀ) କୋକସରା ବ୍ଲକ ଦଣ୍ଡପାଟ କୃଷକ ସଙ୍ଘ ପକ୍ଷରୁ ରବି ଚାଷ ପାଇଁ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲ...
ଭାଲୁ ଆକ୍ରମଣ ରେ ମୃତ୍ୟୁ ଘଟଣା, ବିଭାଗ ପକ୍ଷରୁ କ୍ଷତିପୂରଣ ରାଶି ପ୍ରଦାନ।
କୋକସରା:୨୮/୧୧ କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ବରାଡୋଙ୍ଗା ପଞ୍ଚାୟତ ତେତେଲପଡା ଗାଁ ର କମଳ ହରିଜନ...
ଦେବଗିରି ସମାଜସେବା ସମ୍ମାନ ପାଇଲା ଦଣ୍ଡପାଟ ଯୁବ ସେବା ସଂଗଠନ
କଳାହାଣ୍ଡି, ୨୮/୧୧ (ଜଗନ୍ନାଥ ନାଏକ) : ଦଣ୍ଡପାଟ ଯୁବ ସେବା ସଙ୍ଗଠନକୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ଦେବଗିରି ସମାଜସେବା ସମ୍ମାନ...
କାଉଗୁଡ଼ାରେ ବିବାହିତା ମହିଳାଙ୍କ ଆତ୍ମହତ୍ୟା
କଳାହାଣ୍ଡି,୨୮/୧୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ନର୍ଲା ଥାନା, ସିକେରକୁପା ଫାଣ୍ଡି ଅନ୍ତର୍ଗତ କାଉଗୁଡ଼ାଠାରେ ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବା...
ପୁରୁଷ ବନ୍ଧ୍ୟାକରଣ ପାଇଁ ଗଡ଼ିଲା ସଚେତନ ରଥକର୍ଲାମୁଣ୍ଡା:୨୭/୧୧(ପ୍ରଦୀପ କୁମାର ସାହୁ)କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସୋମବାର ପୁରୁଷ ବନ୍ଧ୍ୟାକରଣ ନିମନ୍ତେ ସଚେତନ ସୃଷ୍ଟି ପାଇଁ ସଚେତନ ରଥ ଉଦଘାଟନ ହୋଇଯାଇଛି।ଏଥିରେ ଡାକ୍ତର ଅଖିଲେଶ ସାମଲ, ଭାରପ୍ରାପ୍ତ ବ୍ଲକ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କିଶୋର ଦାଶ୍, ଫାର୍ମାସିଷ୍ଟ ପବିତ୍ର ରଣା, ସ୍ୱାସ୍ଥ୍ୟ କର୍ମୀ ବିମଳ ସାହୁ ପ୍ରମୁଖ ଯୋଗ ଦେଇ ରଥ କୁ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ।ଏହି ପୁରୁଷ ବନ୍ଧ୍ୟାକରଣ ଶିବିର ଟି ଚଳିତ ମାସ ୨୮ ତାରିଖ ଠାରୁ ଡିସେମ୍ବର ମାସ ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜଣା ପଡ଼ିଛି। ଠିକ ସେହିପରି ରେଗଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡିସେମ୍ବର ୧ ତାରିଖରେ ହେବାକୁ ଥିବା ମାନସିକ ରୋଗୀ ଚିହ୍ନଟ ଓ ଚିକିତ୍ସା ଶିବିର ର ପ୍ରଚାର ପ୍ରସାର ପାଇଁ ମଧ୍ୟ ସୋମବାର ସଚେତନ ରଥ ଉଦଘାଟନ ହୋଇଯାଇଛି।
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସୋମବାର ପୁରୁଷ ବନ୍ଧ୍ୟାକରଣ ନିମନ୍ତେ ସଚେତନ ସୃଷ୍ଟି...
କୋଶଲ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ ଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ
କଳାହାଣ୍ଡି, ୨୭/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲଡ଼ ଅନ୍ତର୍ଗତ ଡୁମେରଗୁଡା ମାଁ ବସ୍ତରେନ କଳାପରିଷଦ ଆନୁକୁଲ୍ୟରେ...
ଦର୍ପଣ ସାଗର ପଡାରେ ଧୁମଧାମ ସହ ଶେଷ ହେଲା କାର୍ତ୍ତିକ ପୁରାଣ ।
କଳାହାଣ୍ଡି, ୨୭/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସହର ଦର୍ପଣ ସାଗର ପଡା ରେ କାର୍ତ୍ତିକ ପୁରାଣ...
ବିଜେଡିରେ ଯୋଗଦେଲେ ପାଣ୍ଡିଆନ୍ : କଳାହାଣ୍ଡି ରାଜନୀତି ଚଳଚଞ୍ଚଳ
କଳାହାଣ୍ଡି,୨୭/୧୧-ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ୫-ଟି ତଥା...
କଲମପୁର ନିର୍ମାଲ୍ୟ କ୍ଷେତ୍ରରେ ମାସ ବ୍ୟାପି ଗୀତା ଜ୍ଞାନ ଯଜ୍ଞ l
ଭବାନୀପାଟଣା:୨୭/୧୧ କଳାହାଣ୍ଡି ଜିଲ୍ଲା କଲମପୁର ନିର୍ମାଲ୍ୟ କ୍ଷେତ୍ରରେ ଭଗବତ ଚେତନା ପରିଷଦ ଆନୁକୂଲ୍ୟରେ ଗୀତା ଜ୍ଞାନ ଯଜ୍ଞର ଆୟୋଜନ କରାଯାଇଛି...
ମୂଷାପାଲି ଠାରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ।
କୋକସରା:୨୭/୧୧ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ କୋକସରା ବ୍ଲକ ମୂଷାପାଲି ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ...
ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ତରଫରୁ ସମ୍ବିଧାନ ଦିବସ ମହାସମାରୋହ :ଶୋଭାଯାତ୍ରାରେ ସାମିଲ ହେଲା ଏକ ହଜାରରୁ ଉର୍ଦ୍ଧ୍ବ ବାଇକ, ନୀଳପତାକାରେ ଛାଇଗଲା ଭବାନୀପାଟଣା ସହର
କଳାହାଣ୍ଡି,୨୭/୧୧-ବିଶ୍ବର ସର୍ବ ବ୍ରୁହତ ଗଣତନ୍ତ୍ରର ଆତ୍ମା ହେଉଛି ଆମ ଭାରତୀୟ ସମ୍ବିଧାନ ! ଆମ ସମ୍ବିଧାନ ଏ ଦେଶକୁ ବିବିଧତା...
