News from Kalahandi Odisha
News from Kalahandi Odisha
ବଞ୍ଜାରିଘାଟିରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଖାଇରେ ପଡ଼ିଲା ଟ୍ୟାଙ୍କର
କଳାହାଣ୍ଡି,୨୪/୦୬-ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ବଞ୍ଜାରିଘାଟିରେ ଅଚଳ ହୋଇ ରହିଥିବା ଏକ ପଛୁଆ ଗଡ଼ିଯିବା...
ଧର୍ମଗଡ଼ ନିର୍ବାଚନମଣ୍ଡଳୀ ରେ ବଦଳିବ କି ସମିକରଣ, ଯୁବ ଚେହେରା ଙ୍କୁ ମିଳିବ କି ପ୍ରତିନିଧିତ୍ଵ, ଚର୍ଚ୍ଚା ରେ ସୁଜିତ ମେହେର।
କୋକସରା:୨୪/୦୬ ବିଧାନସଭା ନିର୍ବାଚନ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଥିବା ବେଳେ ଶାସକ, ବିରୋଧୀ ଦଳ ମଧ୍ୟରେ ବିଧାୟକ ପ୍ରତିନିଧିତ୍ଵ...
5ଟି ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଙ୍କୁ ଭେଟି ପାଠପଢା ଉପରେ ଆଲୋଚନା କଲେ ବିଧାୟକ ଓ ଉପାଧ୍ୟକ୍ଷ
କୋକସରା: କୋକସରା ବ୍ଲକ ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ 5 ଟି ଅଧୀନରେ ରୂପାନ୍ତରିତ ହୋଇଥିବା ବେଳେ ଶୁକ୍ରବାର ଏକ...
ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ଯକ୍ଷ ଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ : ବିଭିନ୍ନ ପ୍ରକଳ୍ପର ତଦାରଖ
କଳାହାଣ୍ଡି: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ଅସିତ ତ୍ରିପାଠୀ କଳାହାଣ୍ଡି ଜିଲ୍ଲାର...
ନବୋଦୟ ପ୍ରବେଶିକା ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେଲେ ତାପସ ସାହୁ
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ତାପସ ସାହୁ ନବୋଦୟ ବିଦ୍ୟାଳୟ...
ମଧୁବାବୁ ପେନସନ ଭତ୍ତା ବାଣ୍ଟିଲେ ଧର୍ମଗଡ ବିଧାୟକ ଓ ବ୍ଲକ ଉପାଧ୍ୟକ୍ଷ
କୋକସରା:୨୩/୦୬ : ମଧୁବାବୁ ପେନସନ ଯୋଜନା ରେ ସାମିଲ ହୋଇଥିବା ନୂତନ ହିତାଧିକାରୀ ମାନଙ୍କୁ ଶୁକ୍ରବାର କୋକସରା ବ୍ଲକ ପ୍ରଶାସନ...
ରାସ୍ତା କୁ ଖୋଲି।ଦେବାରୁ ଚିଲିଗୁଡା ଓଲମା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ, ଅସୁବିଧା ର ସମ୍ମୁଖୀନ ଜନସାଧାରଣ।
କୋକସରା:୨୩/୦୬ କୋକସରା ବ୍ଲକ କୋକସରା ପଞ୍ଚାୟତ ଚିଲିଗୁଡା ରୁ ଓଲମା କୁ ସଂଯୋଗ କରୁଥିବା ମୁଖ୍ୟମନ୍ତ୍ରୀ ସଡକ ଯୋଜନା ରେ...
ଦାଦନ ଶ୍ରମିକ ର ଫେରୁଛି ଶବ
କୋକସରା:୨୩/୦୬ ପୁଣି ଜଣେ ଓଡ଼ିଆ ଦାଦନ ଶ୍ରମିକ ଙ୍କ ହାଇଦ୍ର।ବାଦ ରେ ମୃତ ।କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଖଣ୍ଡିଡଙ୍ଗରି...
ଦୁର୍ଗମ ଅଞ୍ଚଳରେ ମିଳୁନାହିଁ ମୋବାଇଲ ନେଟୱାର୍କ ସେବା,’୫-ଜି’ ଯୁଗରେ ‘୨-ଜି’ ସେବା ମିଲୁନାହିଁ।
କୋକସରା:୨୩/୦୬ ମୋବାଇଲ ଅଛି ହେଲେ ନେଟୱାର୍କ ଆସୁନାହିଁ ।।ନା କଲ୍ ଯାଉଛି ନା କଲ୍ ବି ଆସୁଛି । ‘୫-ଜି’...
ଚାରବାହାଲ ଗ୍ରାମ ପଞ୍ଚାୟତ ର ନୂତନ କାର୍ଯ୍ୟାଳୟ ଉଦଘାଟନ
କୋକସରା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲ ଗ୍ରାମ ପଞ୍ଚାୟତ ର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ ଗୁରୁବାର ଦିନ...
ମଦ ପିଇ ମାତାଲ ଶିକ୍ଷକ; ଭିଡ଼ିଓ ଭାଇରାଲ
କୋକସରା: ଖରା ଛୁଟି ପରେ ମଙ୍ଗଳବାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲି ଥିବା ବେଳେ କୋକସରା ଗୋଷ୍ଠି ଶିକ୍ଷା ବିଭାଗ...
ଟ୍ରଲର ଚାପାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପୁଅଙ୍କ ମ୍ରୁତ୍ୟୁ: ଅଞ୍ଚଳରେ ଶୋକର ଛାୟା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଖଇରମାଲ ନିକଟରେ ସାମ୍ନା ପଟୁ...
