Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Kalahandi Odisha

କର୍ଲାମୁଣ୍ଡା ବ୍ଲକରେ ନିଟ ପରୀକ୍ଷାରେ ଦୁଇ ଛାତ୍ର ଙ୍କ ସଫଳତା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ଦୁଇଜଣ ଛାତ୍ର ସର୍ବଭାରତୀୟ ସ୍ତରୀୟ ନିଟ ପରୀକ୍ଷାରେ ସଫଳତା ହାସଲ କରିଥିବା...

ଗାଁ ଗାଁରେ ପହଞ୍ଚିବ ବୁଦ୍ଧ ଓ ବାବାସାହେବଙ୍କ ବିଚାରଧାରା ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସାଧାରଣ ସଭା ଓ ପ୍ରସ୍ତୁତି ବୈଠକ।

କୋକସରା,୧୮/୦୬ ଦେଶ ଓ ବିଦେଶରେ ସହନଶୀଳତା ସହିତ ମାନବବାଦର ପରାକାଷ୍ଠା ପ୍ରଦର୍ଶନ କରୁଥିବା ତଥା ସାରା ବିଶ୍ବକୁ ରାହା ଦେଖାଉଥିବା...

ଲଡୁଗାଁ ମାରୱ।ଡି ଯୁବାମଞ୍ଚ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ,୨୦୫ ୟୁନିଟ ରକ୍ତ ସଂଗ୍ରହ

କୋକସରା: ପ୍ରାନ୍ତୀୟ ମାରୱ।ଡି ଯୁବାମଞ୍ଚ ଆନୁକୂଲ୍ୟରେ ୧୧ ରୁ ୧୧ ତାରିଖ ରୁ ୧୮ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ...

ବିପୁଳ ପରିମାଣର ଗଞ୍ଜେଇ ସହିତ ପିକଅପ୍ ଜବତ, ୧ ଗିରଫ

କଳାହାଣ୍ଡି,୧୭/୦୬ : ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ସିକେରକୁପା ଛକ ନିକଟରେ କଳାହାଣ୍ଡି ଜିଲ୍ଲା...

ନାବାଳିକା ଅପହରଣ ଓ ପ୍ରେମ ପ୍ରତାରଣା ଅଭିଯୋଗ, ଯୁବକ କୋର୍ଟ ଚାଲାଣ

କୋକସରା:୧୭/୦୬ : କୋକସରା ପୋଲିସ ପକ୍ଷରୁ ଶନିବାର ଜଣେ ନାବାଳିକା ଙ୍କୁ ଗତ ୨ ମାସ ତଳେ ଅପହରଣ ଓ...

କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ର ମେଧାବି ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ଉତ୍ସଵ।

କୋକସରା:୧୭/୦୬ ଚଳିତ ମାଟ୍ରିକ, ଉଚ୍ଚ ମାଧ୍ୟମିକ, ୟୁପିଏସସି ଓ ନିଟ ପରୀକ୍ଷା ରେ କୋକସରା ବ୍ଲକ ପାଇଁ ଗୌରବ ଆଣିଥିବା...

କର୍ଲାମୁଣ୍ଡା ବ୍ଲକ : ଅମଲାଙ୍କ କାର୍ଯ୍ୟବନ୍ଦ ହେତୁ ଜନସାଧାରଣ ପ୍ରଭାବିତ

ରାଜ୍ୟରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲାମାନେ ଗତ ୧୫ ଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବାରୁ ଏହାର ସିଧାସଳଖ ପ୍ରଭାବ...

ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଭାଗୁହ ଠାରେ ଶୁକ୍ରବାର ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରାଯାଇଛି।ଏହି ଅବସରରେ ମୁଖ୍ୟ...

ମେଗା ରକ୍ତଦାନ ଶିବିର ପାଇଁ ଲଡୁଗାଁ ମାର ୱ।ଡି ଯୁବାମଞ୍ଚ ପକ୍ଷରୁ ପ୍ରସ୍ତୁତି

କୋକସରା: କୋକସରା ବ୍ଲକ ଲଡୁଗାଁ ଠାରେ ଆସନ୍ତା ୧୮ ତାରିଖରେ ପ୍ରାନ୍ତିୟ ମାରୱ।ଡି ଯୁବାମଞ୍ଚ ପକ୍ଷରୁ ମେଗା ରକ୍ତଦାନ ଶିବିର...

ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, ମହିଳା ଶାଖା ତରଫରୁ ସଚେତନତା ସଭା

ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ମହିଳା ଶାଖା ତରଫରୁ ଆଜି...

ପିଠା ଓ ଆମ୍ବ ଖାଇ ବାନ୍ତିରେ ୧୦ ଆକ୍ରାନ୍ତ, କୋକସରା ଡାକ୍ତରଖାନାରେ ଚିକିତ୍ସିତ

କୋକସରା: ଚକୁଳି ପିଠା ଓ ଆମ୍ବ ଖାଇବା ପରେ ଫୁଡ଼ ପଏଜନ ହୋଇ କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ଡ଼ହଗାଁ...

ଚିକିଲି ଗାଁ ରେ ରଜ ମଉଜ; ଆନନ୍ଦ ଉତ୍ସାହର ସହ ଚାଲିଛି ପାଳନ

କୋକସରା: ରଜ ସଂକ୍ରାନ୍ତି ପାଳନ ପାଇଁ ସାରା ଓଡ଼ିଶା ର ସହର ଠାରୁ ପୁରପଲ୍ଲୀ ଉତ୍ସବମୁଖର ହୋଇପଡିଥିବା ରଜ ମଉଜ,...