Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Kalahandi Odisha

ଡେଙ୍ଗାଗୁଡା ରେ ପ୍ରଭୁ ବୁଢ଼ାରଜା ଙ୍କ ବାର୍ଷିକ ଦଶହରା ଅନୁଷ୍ଠିତ।

କଳାହାଣ୍ଡି,୦୪/୧୧ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଠାରେ ପ୍ରଭୁ ବୁଢ଼ାରଜା ଙ୍କ ଦଶରା ଶେଷ ହୋଇଥିବା ବେଳେ ତାଙ୍କ...

କାଳୀକୃଷ୍ଣ ସଂଘର ନୂତନ କର୍ମକର୍ତ୍ତା ଚୟନ।

କଳାହାଣ୍ଡି,୦୨/୧୧ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୋଦେଲ ଠାରେ କାଳୀକୃଷ୍ଣ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ବୈଠକ ଶ୍ରଦ୍ଧା...

ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ।

କଳାହାଣ୍ଡି,୦୧/୧୧ କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଁଇଲି ଗ୍ରାମ ରେ ସତ୍ୟସାଇ ସେବା ସଙ୍ଗଠନ କଳାହାଣ୍ଡି ଶାଖା ପକ୍ଷରୁ ସତ୍ୟସାଇ...

ବୁଢ଼ାରଜା ଦଶରା,ସାଂସ୍କୃତିକ ସନ୍ଧ୍ୟାରେ ଦୁଲୁକିଲା ବୁଢ଼ାରଜା ମଞ୍ଚ,ସମ୍ବର୍ଦ୍ଧିତ ହେଲେ ବରିଷ୍ଠ କଳାକାର।

କଳାହାଣ୍ଡି,୦ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଠାରେ ପ୍ରଭୁ ବୁଢ଼ାରଜା ଙ୍କ ବାର୍ଷିକ ଦଶରା ମହୋତ୍ସବ ଶନିବାର ମହା...

କୋକସରା ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଓ ନିଶା ମୁକ୍ତ ଓଡିଶା ଅଭିଯାନ ଦିବସ ପାଳନ

କଳାହାଣ୍ଡି,୩୧/୧୦ କୋକସରା ପୋଲିସ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଓ ନିଶା ମୁକ୍ତ ଓଡିଶା ଅଭିଯାନ ଦିବସ ପାଳନ ଥାନା...

ଇନ୍ଦିରା ଗାନ୍ଧୀ ଙ୍କ ତିରୋଧାନ ଦିବସ ପାଳିଲେ କଂଗ୍ରେସ ନେତା ଓ କର୍ମି।

କଳାହାଣ୍ଡି,୩୧/୧୦ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ରେ ଶନିବାର ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀ...

ଲୁକ୍କାୟିତ ପ୍ରତିଭା କୁ ପ୍ରସ୍ଫୁଟିତ କରିବା ର ଉତ୍ତମ ମଞ୍ଚ ସୁରଭି, କୋକସରା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଉଦଯାପିତ।

କଳାହାଣ୍ଡି,୩୦/୧୦ ପ୍ରାଥମିକ ରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଲୁକ୍କାୟିତ ପ୍ରତିଭା କୁ ପ୍ରସ୍ଫୁଟିତ କରିବା ତଥା...

ମିଛ ପ୍ରତିଶ୍ରୁତି ର ସରକାର ବିଜେପି, ପଞ୍ଚାୟତ ନିର୍ବାଚନ ରେ ଜନ ସାଧାରଣ ଜବାବ ଦେବେ,ବିଜେଡି ଜନ ସମ୍ପକ ଯାତ୍ରା ରେ ବିରୋଧୀ ଙ୍କୁ ଟାର୍ଗେଟ କଲେ ନେତୃବୃନ୍ଦ।

କଳାହାଣ୍ଡି,୩୦/୧୦ କଳାହାଣ୍ଡି ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାର କୋକସରା ବ୍ଲକ ସଦର ମହକୁମା ଠାରେ ଜନ ସମ୍ପର୍କ ଯାତ୍ରା...

ସିଡବ୍ଲ୍ୟୁସି ପକ୍ଷରୁ ୩ ଅନାଥ ଶିଶୁ ଉଦ୍ଧାର

କଳାହାଣ୍ଡି, ୨୯/୧୦- ଅସହାୟ ଅବସ୍ଥାରେ ଭଙ୍ଗା ମାଟି ଘରେ ଦିନ କାଟୁଥିବା ତିନି ଅନାଥ ଶିଶୁଙ୍କୁ ଶେଷରେ ଉଦ୍ଧାର କରାଯାଇ...

ଧର୍ମଗଡ଼ରେ ବିଜେପିର ବିଶାଳ ମିଶ୍ରଣ ପର୍ବମନ୍ତ୍ରୀ ମୁକେଶ ମହାଳିଙ୍ଗଙ୍କ ଉପସ୍ଥିତିରେ ବିଜେଡି ଓ କଂଗ୍ରେସର ଶତାଧିକ କର୍ମୀଙ୍କ ଯୋଗଦାନ।

କଳାହାଣ୍ଡି,୨୭/୧୦ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ଼...

ଅଞ୍ଚଳବାସୀ ଙ୍କ ଦୀର୍ଘବର୍ଷ ର ରାସ୍ତା ସମସ୍ୟା ପୂରଣ ହେଲା,ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ।

କଳାହାଣ୍ଡି,୨୬/୧୦ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଚିଲିଗୁଡା ଠାରୁ ଫୁଫଗାଁ ପଞ୍ଚାୟତ କୁ ସଂଯୋଗ କରୁଥିବା...

ଲଡୁଗାଁ ଶାରଦୀୟ ଦୁର୍ଗାପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସଵ।

କଳାହାଣ୍ଡି,୨୫/୧୦ କୋକସରା ବ୍ଲକ ଲଡୁଗାଁ ଠାରେ ଆୟୋଜିତ ହୋଇଥିବା ଶାରଦୀୟ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାର ଦୁର୍ଗାପୂଜା କୁ ସୁଚାରୁ...