Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Kalahandi Odisha

କଳାହାଣ୍ଡି ଜିଲ୍ଲାର ୨୩୭୭ ଅଙ୍ଗନୱାଡି କେନ୍ଦ୍ରରେ ‘ଆଙ୍ଗନ କା ଉତ୍ସବ’

କଳାହାଣ୍ଡି, ୨୮/୦୯-ସେବା ସଂକଳ୍ପ ଅଭିଯାନ ଅବସରରେ କଳାହାଣ୍ଡି ଜିଲ୍ଲାର ୨୩୭୭ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଆଙ୍ଗନ କା ଉତ୍ସବ ଆୟୋଜନ କରାଯାଉଛି।...

ମୁସିଗୁଡ଼ା ଆଦର୍ଶ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ସାହିତ୍ୟ ଓ ସାଂସ୍କୃତିକ ଉତ୍ସବ ‘ସ୍ପାର୍କ-୨୦୨୬’

କଳାହାଣ୍ଡି, ୨୮/୦୯-ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦ୍ୱାଦଶତମ ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲାସ୍ତରୀୟ ସାହିତ୍ୟ ଓ ସାଂସ୍କୃତିକ ଉତ୍ସବ ସ୍ପାର୍କ -୨୦୨୬...

ବିଶ୍ୱନାଥପୁର ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

କଳାହାଣ୍ଡି,୨୮/୦୯-ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କମିଟି କର୍ମକର୍ତ୍ତାଙ୍କ ନାମ...

ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ ଅନୁଷ୍ଠିତ

କଳାହାଣ୍ଡି,୨୮/୦୯- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁରସ୍ଥିତ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ...

ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି ବାତିଲ ଦାବି : ଧାରଣାରେ ଅଭିଭାବକ

କଳାହାଣ୍ଡି,୨୮/୦୯-କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଶାନ୍ତପୁରସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପାତ୍ରଙ୍କ ବଦଳି ବାତିଲ...

ଜ୍ଞାନେଶ କୁମାରଙ୍କୁ ବରଖାସ୍ତ ଦାବି : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କଂଗ୍ରେସ : ମୋଦୀ, ଅମିତ ଶାହଙ୍କ ପୋଷ୍ଟର ପୋଡ଼ି

କଳାହାଣ୍ଡି,୨୮/୦୯- ଦେଶର ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛି କଂଗ୍ରେସ ଦଳ।...

ନର୍ଲାରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି

କଳାହାଣ୍ଡି,୨୮/୦୯-ନର୍ଲା ବ୍ଲକ ସମ୍ମିଳନୀ କକ୍ଷଠାରେ ଆଜି ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ...

ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ମାରାଥନ ଦୌଡ଼ ପ୍ରତିଯୋଗିତା

କଳାହାଣ୍ଡି,୨୭/୦୯-ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନସ୍ଥଳୀଗୁଡ଼ିକ ପ୍ରଚାର, ପ୍ରସାର ଓ ଯୁବବର୍ଗ ମଧ୍ୟରେ ପର୍ଯ୍ୟଟନ ପ୍ରତି ଆଗ୍ରହ...

ବିଜେପି ପକ୍ଷରୁ ଭବାନୀପାଟଣାରେ ନୂଆଖାଇ ଭେଟଘାଟ

କଳାହାଣ୍ଡି,୨୭/୦୯- ବିଜେପି ପକ୍ଷରୁ ଆଜି ଭବାନପାଟଣାସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

କୋରିୟର ଗୋଦାମରୁ ୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ

କଳାହାଣ୍ଡି,୨୭/୦୯- ଅନଲାଇନ ଯୋଗେ ଘରେ ବସି ନିଜ ଆବଶ୍ୟକ ସାମଗ୍ରୀ ମଗାଇବାର ଉପାୟକୁ ଏଥର ବ୍ୟବହାର କରିଛନ୍ତି ଗଞ୍ଜେଇ ମାଫିଆମାନେ।...

ଶକ୍ତିମୟୀ ଫାଉଣ୍ଡେସନର ଦଶମ ବାର୍ଷିକୋତ୍ସବ

କଳାହାଣ୍ଡି,୨୭/୦୯- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ସ୍ବେଛାସେବୀ ସଂଗଠନ ଶକ୍ତିମୟୀ ଫାଉଣ୍ଡେସନର ଦଶମ ବାର୍ଷିକ ଉତ୍ସବ ଆଜି ଲାଞ୍ଜିଗଡ଼ ଠାରେ ସଭାନେତ୍ରୀ...

ରାମଚନ୍ଦ୍ରପୁର ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା : ଘନଶ୍ୟାମ ସାହୁ ସଭାପତି, ଅନନ୍ତ ସାହୁ ସାଧାରଣ ସଂପାଦକ

କଳାହାଣ୍ଡି,୨୬/୦୯-ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ରାମଚନ୍ଦ୍ରପୁରଠାରେ ଅନୁଷ୍ଠିତ ହେଉଥିବା ସାର୍ବଜନୀନ ଦୁର୍ଗାପୂଜା ଚଳିତ ଦ୍ଵାଦଶ ବର୍ଷରେ ପହଞ୍ଚିଥିବାବେଳେ ଆଜି ରାମଚନ୍ଦ୍ରପୁରସ୍ଥିତ...