News from Kalahandi Odisha
News from Kalahandi Odisha
କୋକସରା ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜାଗା ବିବାଦ, ଜନ ପ୍ରତିନିଧି ଓ ପ୍ରଶାସନ ର ହସ୍ତକ୍ଷେପ ପରେ ହେଲା ସମାଧାନ।
କୋକସରା:୧୮/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ...
ଘଣ୍ଟିଗୁଡା ରାଜସ୍ୱ ଗ୍ରାମ କୁ ମରୁଡି ଘୋଷଣା ସହ କ୍ଷତିପୂରଣ ଦେବା କୁ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ।
କୋକସରା:୧୭/୦୮ ଚଳିତ ବର୍ଷ ନିଆଣ୍ଟିଆ ବର୍ଷା କାରଣ ରୁ କୋକସରା ବ୍ଲକ ର ଅନେକ ପଞ୍ଚାୟତ ଇ ସମ୍ଭାବ୍ୟ ମରୁଡି...
ଦାବ୍ରିଗୁଡା କୁ ସ୍ୱତନ୍ତ୍ର ରାଜସ୍ୱ ଗ୍ରାମ ର ମାନ୍ୟତା ଦାବି, ତହସିଲଦାର ଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ।
କୋକସରା:୧୭/୦୮ କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ମୌଜା ଅଧିନରେ ଥିବା ଦାବ୍ରିଗୁଡା ଗ୍ରାମ କୁ ସ୍ୱତନ୍ତ୍ର ରାଜସ୍ୱ ଗ୍ରାମ ର...
କୋକସରା ବ୍ଲକ ସମ୍ଭାବ୍ୟ ମରୁଡି ଅଞ୍ଚଳ ପରିଦର୍ଶନ କଲେ କଂଗ୍ରେସ ପ୍ରତିନିଧି ଦଳ ।
କୋକସରା:୧୭/୦୮ କୋକସରା ବ୍ଲକ ର ଅନେକ ପଞ୍ଚାୟତ ରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଜଳଜଳ ହୋଇ ଦିଶୁଥିବା ବେଳେ ଚାଷି...
ସାମ୍ବାଦିକ, ଲେଖକ ଓ ପ୍ରବାସୀଙ୍କ ସମସ୍ୟା ନେଇ ଅର୍ଥମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ଭାଜପା ସୁନୀତି ମୁଣ୍ଡ।
କଳାହାଣ୍ଡି:୧୭ା୮ : ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ...
କୋକସରା ବ୍ଲକ ରେ ଜଳସେଚନ ବିଭାଗୀୟ ଅଧିକାରୀ ଙ୍କ ସହ ଧର୍ମଗଡ଼ ବିଧାୟକ ଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ।
କୋକସରା:୧୬/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ବର୍ଷା ର ଅନିୟମିତତା କାରଣରୁ ଅନେକ ପଂଚାୟତ ରେ ସମ୍ଭାବ୍ୟ ମରୁଡି...
ଭାଲୁ ଆକ୍ରମଣ ରେ ଯୁବକ ଙ୍କ ଅବସ୍ଥା ସଙ୍କଟାପନ୍ନ, ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତର।
କୋକସରା:୬/୦୮ କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତ ତେତେଲପଡା ଗ୍ରାମର କମଳ ଲୋଚନ ନାଗ(୪୦) ଙ୍କୁ ବୁଧବାର ସନ୍ଧ୍ୟାରେ ଗାଁ ନିକଟ...
ଆତ୍ମନିର୍ଭରଶୀଳ ହେବେ ଗରିବ, ଆଦିବାସୀ ଓ ମହିଳା : ବେଦାନ୍ତ ଲିମିଟେଡ୍ ତରଫରୁ ଭଟାଙ୍ଗପଦରରେ ଛେଳିଚାଷ ପ୍ରକଳ୍ପ ଉଦଘାଟିତ
କଳାହାଣ୍ଡି,୧୬/୦୮-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍ ସିଏସ୍ଆର୍ ବିଭାଗ ତରଫରୁ ସ୍ବେଚ୍ଛାସେବୀ ସଂଗଠନ କଳିଙ୍ଗ କୁସୁମ ଓ ମାଣିକସ୍ତୁର ମିଳିତ...
ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ୭୭ ତମ ସ୍ୱାଧୀନତା ଦିବସ ମହାସମାରୋହରେ...
ଦୁଇ ଦିନିଆ ଖାଦ୍ୟ ମେଳା ଉଦଯାପିତ
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ ରଜୀବ ଗାନ୍ଧୀ ସଭାଗୃହ ଠାରେ ମଙ୍ଗଳବାର ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ...
ବିଶ୍ବନାଥପୁରଠାରେ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ, ଯୋଗଦେଲେ SDC ଅଧ୍ୟକ୍ଷ ଶିବାଜୀ ମାଝୀ
କଳାହାଣ୍ଡି,୧୫/୦୮-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରେ ଆଜି ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ! ଏଥିରେ...
ମରୁଡି ଅଂଚଳ ପରିଦର୍ଶନ କଲେ କଂଗ୍ରେସ ପ୍ରତିନିଧି ଦଳ।
କଳାହାଣ୍ଡି:୧୫/୦୮ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଉପଖଣ୍ଡ ଦଣ୍ଡପାଟ ମରୁଡି ପ୍ରପୀଡିତ ଅଂଚଳ ର ବିଭିନ୍ନ ଗାଁ ଓ ଚାଷ ଜମି...
