Odisha Districts News
କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆନ୍ଥ୍ରୋପୋଲୋଜି ବିଭାଗ
କଳାହାଣ୍ଡି, ୧୪/୧୦ (ଜଗନ୍ନାଥ ନାଏକ) : ୧୩ ଅକ୍ଟୋବର ୨୦୨୩ରେ, କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଏଡୁଏବଲ୍ ଡେଥ୍ ନେଟୱାର୍କ (ଏ.ଡି.ଏନ.) ଜୁନିୟର...
ବୈଜ୍ଞାନିକ ପ୍ରଣାଳୀ ମାଧ୍ୟମରେ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
କଳାହାଣ୍ଡି, ୧୪/୧୦ (ଜଗନ୍ନାଥ ନାଏକ) : କୃଷି ବିଜ୍ଞାନ କେନ୍ଦ୍ର କଳାହାଣ୍ଡି ଠାରେ ତାରିଖ ୧୧ଓ ୧୨ଅକ୍ଟୋବର ୨୦୨୩ ଦୁଇ...
ବୃନ୍ଦାବହଲ ଛକ ନିକଟରେ ହାଇୱା ଧକାରେ ଦୁର୍ଘଟଣା,ଜଣେ ମୃତ ଜଣେ ଗୁରୁତ୍ୱର
କଳାହାଣ୍ଡି, ୧୪/୧୦ (ଜଗନ୍ନଥ୍ ନାଏକ) : BIG BREAKING ଆଜି ସକାଳୁ ସକାଳୁ ଏକ ଅଭାବନୀୟଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି...
କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ହେଲେ ସ୍ବର୍ଣ୍ଣଚମ୍ପା ମାଝୀ
କଳାହାଣ୍ଡି,୧୪/୧୦-ନବଗଠିତ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଭାବେ ନିଯୁକ୍ତି ପାଇଛନ୍ତି ସ୍ବର୍ଣ୍ଣଚମ୍ପା ମାଝୀ ! ଏନେଇ ରାଜ୍ୟ ସରକାରଙ୍କ...
ସାତ୍ବକି ପଦ୍ଧତିରେ ତନ୍ତ୍ରପୀଠ ସିଦ୍ଧ ଭୈରବୀ ରେ ନବରାତ୍ରୀ ପୂଜା ।
ଗୋପାଳପୁର,୧୩/୧୦ ବ୍ରହ୍ମପୁର ସହର ଉପକଣ୍ଠ ତଥା ଜାତୀୟ ରାଜପଥ ନଂ ୧୬ ଗୋଳନ୍ଥରା ଚଟି ଛକ ରୁ ଅନତି ଦୂରରେ...
ଶାସନପଦର ଠାରେ କଂଗ୍ରେସ ପକ୍ଷରୁ କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ।
ଗୋପାଳପୁର,୧୩/୧୦ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶାସନପଦର କଲ୍ୟାଣ ମଣ୍ଡପ ଠାରେ କଂଗ୍ରେସ ପକ୍ଷରୁ ପିସିସି ସଭ୍ୟ ଡ଼ ଶମ୍ଭୁ...
ଅସହାୟ ଯୁବତୀଙ୍କୁ ଦୁଷ୍କର୍ମ କରି ଗର୍ଭବତୀ ମାମଲା।୭୦ ବର୍ଷିଆ ବୃଦ୍ଧ କୋର୍ଟ ଚାଲାଣ l
ଗୋପାଳପୁର ,୧୩/୧୦ ଗୋଳନ୍ଥରା ଥାନା ଅଞ୍ଚଳରେ ଜଣେ ଅସହାୟ ଯୁବତୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସାତ ମାସର ଗର୍ଭବତୀ କରିଥିବା...
ନିଷ୍ଟ୍ ରେ ନାଗରିକ ସମାଜ ରେ ବୁଣାକାର ସ୍ୱର : ନୂତନ ପ୍ରଯୁକ୍ତି ବିଦ୍ୟା ଏବଂ ସୁଯୋଗ ଉପରେ ଆଲୋଚନା ଚକ୍ର।
ଗୋପାଳପୁର,୧୩/୧୦ ପାଲୁର ହିଲ୍ ଠାରେ ଥିବା ନିଷ୍ଟ୍ ବୈଷୟିକ ଶିକ୍ଷାନୁଷ୍ଠାନ ରେ ନାଗରିକ ସମାଜ ରେ ବୁଣାକାର ସ୍ୱର :...
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଗୃହ ବିଜ୍ଞାନ ବିଭାଗରେ ଜାତୀୟ ସମ୍ମିଳନୀ ଉଦଘାଟିତ
ଗୋପାଳପୁର ୧୩/୧୦ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଆଜି ଗୃହ ବିଜ୍ଞାନ ବିଭାଗ ପକ୍ଷରୁ ଦୁଇ ଦିନିଆ ଜାତୀୟ...
ସାମୁଦ୍ରିକ ମତ୍ସ୍ୟଜିବୀ ଙ୍କ ନିମନ୍ତେ ସଚେତନତା ଶିବିର
ଗୋପାଳପୁର ୧୩/୧୦ ଗାରମପେଟା ଠାରେ ମତ୍ସ୍ୟ ବିଭାଗ ପକ୍ଷରୁ ସାମୁଦ୍ରିକ ମତ୍ସଜୀବିଙ୍କ ନିମନ୍ତେ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l...
କୋରାପୁଟ ଜିଲ୍ଲାରେ ଘରେ ଘରେ କାର୍ଡ
ତାରିଖ 12.10.23 କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଦୁର୍ଗା ଶଙ୍କର ସାହୁଙ୍କ ନେତୃତ୍ୱରେ ଅବିଭକ୍ତ କୋରାପୁଟ ଜିଲ୍ଲାର ରାଜୀବ...
ରାଜ୍ୟସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତାରେ ଥୁଆପଦର ଉଚ୍ଚ ବିଦ୍ୟାଳୟର ସଫଳତା୧୨.୧୦.୧୩ ରାଜ୍ୟ ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ୨୦୨୩ ଭୁବନେଶ୍ୱରର Unit 6 ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାର ଥୁଆପଦର ହାଇସ୍କୁଲର ଛାତ୍ରୀମାନଙ୍କ ନୃତ୍ୟ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ହାଇସ୍କୁଲର ଶିକ୍ଷୟତ୍ରୀ ଦୀପ୍ତିମୟୀ ସିଂହଙ୍କ ତତ୍ତ୍ଵାବଧାନରେ ଏକ ଦଳ ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ପ୍ରଥମ ହୋଇ ରାଜ୍ୟସ୍ତରକୁ ଉନ୍ନୀତ ହୋଇଥିଲେ । ରାଜ୍ୟ ସ୍ତରରେ “ପୁଅ ଝିଅ ସବୁ ସମାନ” ବିଷୟ ଭିତ୍ତିକ ନୃତ୍ୟ କରି ସମସ୍ତଙ୍କ ପ୍ରିୟଭାଜନ ହେବା ସହିତ ତୃତୀୟ ସ୍ଥାନ ଲାଭ କରିଥିଲେ। ଏଥିରେ ଛାତ୍ରୀମାନେ ଭାରତୀ ବାଗ, ଭାଗ୍ୟଶ୍ରୀ ରଣା, ଅଙ୍କିତା ଧଙ୍ଗଡା ମାଝୀ, ସୀମା ଯାନୀ, ତୃପ୍ତି ହରିଜନ ଓ ସନ୍ତୋଷିନୀ ତାଣ୍ଡି ଅଂଶ ଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ସମସ୍ତ ଛାତ୍ରୀ ମାନଙ୍କୁ ଶୁଭକାମନା ଜ୍ଞାପନା କରିଥିଲା। କେବଳ ସେତିକି ନୁହେଁ Zonal Level Science Drama Competitionରେ ମଧ୍ୟ ଛାତ୍ରୀମାନେ ଦ୍ୱିତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟକୁ ଗୌରବାନ୍ୱତ କରିଛନ୍ତି। ଏଥିରେ ସମସ୍ତ ଶିକ୍ଷକ ଗିରିଜା ଶଙ୍କର ସାହୁ, ବିରଞ୍ଚି ତାଣ୍ଡି, ମୃତ୍ୟୁଞ୍ଜୟ ପତି, ଶିବଦତ୍ତ ପଣ୍ଡା,ଧୁନତିସା ରଞ୍ଜନ ମାଝୀ, ବିଭୁତି ପ୍ରଧାନ, ନରେନ୍ଦ୍ର କୁମଝରିଆ, ଉମାକାନ୍ତ ପାଣିଗ୍ରାହୀ, ପତନ ସାହୁ,କେଶବ ପ୍ରଧାନ ଓ ଶିକ୍ଷୟତ୍ରୀ ସୌଦାମିନୀ ବନଗୋଲା ତଥା ଦିଗାମ୍ବର ଭୋଇଙ୍କର ସହଯୋଗ ରହିଛି। ଏଥିପାଇଁ ବୁଦ୍ଧିଜୀବୀ ମହଲରୁ ବିଦ୍ୟାଳୟକୁ ଶୁଭେଚ୍ଛାର ବାର୍ତ୍ତାର ସୁଅ ଛୁଟିଛି।
କଳାହାଣ୍ଡି, ୧୩/୧୦ (ଜଗନ୍ନାଥ ନାଏକ) : ରାଜ୍ୟ ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ୨୦୨୩ ଭୁବନେଶ୍ୱରର Unit 6 ବାଳିକା ଉଚ୍ଚ...
