Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ଫୁଲେ ସାହୁ ଆମ୍ବେଦକର ପାଠଶାଳା ଉଦଘାଟିତ , ଅତିଥି ଙ୍କ ଶିକ୍ଷା ଉପରେ ଗୁରୁତ୍ବ ଜୀବନର ସବୁ ସମସ୍ୟାର ସମାଧାନର ଅସ୍ତ୍ର ଶିକ୍ଷା

କଳାହାଣ୍ଡି, ୧୦/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ଅନ୍ତର୍ଗତ ଚାରବାହାଲ ଠାରେ ଭୀମ ଆର୍ମୀ ଭାରତ...

ଶାଇନିଂ ୱାଲ୍ଡ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ।ଶିକ୍ଷା ହିଁ ସଫଳ ମଣିଷ ହେବାକୁ ପ୍ରେରଣା ଯୋଗାଏ।

କୋକସରା:୧୦/୧୨ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲ ଶାନ୍ତିନଗର ପଡା ଠାରେ ଥିବା ଶାଇନିଂ ୱାଲ୍ଡ ସ୍କୁଲର ବାର୍ଷିକ ଉତ୍ସଵ ଅନୁଷ୍ଠିତ...

କେନଝରିଆପାଲି ରେ ବିଶ୍ଵ ମାନବିକ ଅଧିକାର ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ କେଞ୍ଝରିଆପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ରେଆର ସୋନପୁର ତରଫରୁ...

କର୍ଲାମୁଣ୍ଡା କପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ.. ଜରାସିଙ୍ଗା କୁ ପରାସ୍ତ କରି ଚିଚର୍ଲା ଚାମ୍ପିଅନ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୁଟିଗାଁ ସ୍ଥିତ ଚିନା ବାଡ଼ି ପଡିଆ ଠାରେ ରବିବାର କର୍ଲାମୁଣ୍ଡା ଫୁଟବଲ ଟିମ ପକ୍ଷରୁ...

ହାତୀଲି ମୁଣ୍ଡା ଗାଁ ରେ ବାରହା ଫାଶରେ ପଡି ଦୁଇ ନାବାଳକ ଙ୍କ ମୃତ୍ୟୁ

ବୀରମହାରାଜପୁର : ( ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ହାତିଲିମୁଣ୍ଡା ଗାଁରେ ଏକ ଅଭାବନୀୟ...

ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵାରା ସାଂସ୍କୃତିକ କାଯ୍ୟକ୍ରମ

ବେଲଗୁଣ୍ଠା, 10/12, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵାରା “ଯୁବ ଓଡ଼ିଶା ନବୀନ ଓଡ଼ିଶା”...

ଜମନକିରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୧୯ତମ ବାର୍ଷିକୀ ଉତ୍ସବ ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗତକାଲି ବାର୍ଷିକୀ ଉତ୍ସବ ବଡ...

ବେଲଗୁଣ୍ଠା ଶିଶୁ ମନ୍ଦିରରେ ଜେଜେ ବାପା ଓ ଜେଜେମା ସମ୍ମିଳନୀ

ବେଲଗୁଣ୍ଠା,10/12, ବର୍ତ୍ତମାନ ଐକିକ ପରିବାରର ପ୍ରଭାବରେ କୋମଳମତି ଶିଶୁମାନେ ଜେଜେ ବାପା ଜେଜେ ମାଆଙ୍କ ଠାରୁ ଦୂରେଇ ଯାଇ ସେମାନଙ୍କ...

ସାହିତ୍ୟ ଓ ସଂସ୍କୃତି ଜିବନକୁ ମାର୍ଜିତ କରେ

ବୀରମହାରାଜପୁର : ଓଡିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରାୟୋଜିତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ର ସାହିତ୍ୟିକ...

ବାଲ୍ୟ ବିବାହ ବନ୍ଦ କରିବା ନେଇ ସଚେତନତା ଅଭିଯାନ

ସମ୍ବଲପୁର (ମୁଣ୍ଢେନପାଲି):ଜମନକିରା ବ୍ଲକ୍ ମୁଣ୍ଢେନପାଲି ଗ୍ରାମ ପଞ୍ଚାୟତର ସିତିଲେନ ପଡା ଠାରେ ବାଲ୍ୟ ବିବାହ ବନ୍ଦ କରିବା ନେଇ ଏକ...

କଳାହାଣ୍ଡି ଏମ୍.ରାମପୁରରେ ହାତୀ ଉପଦ୍ରବ, ରେଞ୍ଜରଙ୍କୁ ଦଳିଦେଲା ଦନ୍ତା

କଳାହାଣ୍ଡି, ୧୦/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜରଙ୍କୁ ଦଳିଦେଲା ହାତୀ । ଆମପଡାଠାରେ ହାତୀ ରେଞ୍ଜରଙ୍କୁ...

ଗୋପିକଣ୍ଟାରେ ନିଶା ମୁକ୍ତି ସଚେତନତା ଅଭିଯାନ

ସମ୍ବଲପୁର (ମୁଣ୍ଢେନପାଲି):ପାନ ବିଡି ନୁହେଁ ଛୋଟିଆ ନିଶା,ଏହି ଅଭ୍ୟାସରେ ବଢ଼େ ଦୁର୍ଦ୍ଦଶା ।ଖାଇଲେ ନିଶା ବୁଡେ ବେଉସା ଏଭଳି ବିଭିନ୍ନ...