Odisha Districts News
ଭୋଟ ତାଲିକା ଭୁକ୍ତ କରିବା ଉଦେଶ୍ୟର ସଚେତନତା ପାଇଁ “ପଥ ଉତ୍ସବ ଓ ୱାକଥନ” କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ମୂଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶ ପ୍ରକାରେ ରାଜ୍ୟରେ 18 ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଜନସାଧାରଣ...
ବେଲଗୁଣ୍ଠାର ଦୁଇଟି ସ୍ଥାନରେ ମାଆ ଗଜଳଷ୍ମୀ ଙ୍କ ପୂଜା
ବେଲଗୁଣ୍ଠା, 28/10, ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ମାଆ ଗଜ ଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ବରରେ ପାଳିତ ହୋଇଯାଇଛି I ଏହି...
ଚଳନ୍ତା ବସ୍ରେ ଚାଳକଙ୍କ ହୃଦ୍ଘାତରେ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲା ବଡ଼ ଦୁର୍ଘଟଣା
ବାଲିଗୁଡା : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଠାରୁ ଭୁବନେଶ୍ୱର...
ହଦଗଡ଼ ଡ୍ୟାମ୍କୁ ୫୦ବର୍ଷ, ସରୁନି ବିସ୍ଥାପିତଙ୍କ ଦୁଃଖ।
ହାଟଡିହି,: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସାଳନ୍ଦୀ ନଦୀ ଉପରେ ନିର୍ମିତ ହଦଗଡ ଡ୍ୟାମ କୁ ୫୦ ବର୍ଷ ପୂରିବାକୁ...
ହାଟଡିହି ର ବିଭିନ୍ନ ଅଞ୍ଚଳ ରେ ଧୁମ୍ ଧାମରେ ଲକ୍ଷ୍ମୀ ପୂଜା ପାଳିତ।
ହାଟଡିହି କେନ୍ଦୁଝର ଜିଲ୍ଲାର ମୁଖ୍ୟ ପୂଜା ମାନଙ୍କ ମଧ୍ୟରେ ଲକ୍ଷ୍ମୀ ପୂଜା ଖୁବ୍ ଧୁମ୍ ଧାମରେ ପାଳିତ ହେଉଥିବା ଦେଖିବାକୁ...
ଖଦି ଉତ୍ପାଦନର ପ୍ରସାର ନେଇ ଆଇଆଇଏମ୍ ପରିସରରେ ତାନା-ବାନା ହସ୍ତତନ୍ତ ପ୍ରଦର୍ଶନୀ
ସମ୍ବଲପୁର:ଖଦି ଉତ୍ପାଦନର ପ୍ରଚାର ଓ ପ୍ରସାର କରି ଲୋକାଲ ଫର ଭୋକାଲ ଚିନ୍ତାଧାରାକୁ ସୁଦୃଢ କରିବା ନେଇ ଆଇଆଇଏମ୍ ପରିସରରେ...
ପାଣ୍ଡିଆ ପାଲି ରେ କୁଲତା ସମାଜର ବାର୍ଷିକ ମହାପୂଜା ଅନୁଷ୍ଠିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପଣ୍ଡିଆପାଲି ସ୍ଥିତ ରାମଚଣ୍ଡୀ ପୀଠରେ ଶୁକ୍ରବାର ଆଶ୍ୱିନ ଶୁକ୍ଲ ଚତୁର୍ଦ୍ଦଶୀ...
ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୪, ପଥ ଉତ୍ସବ ।
ଆଜି ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୪ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ...
ଦୁଃଖ ଦେଉଛି ସମ୍ବଲପୁରର ସ୍ଵିରେଜ୍ ପ୍ରକଳ୍ପ !
ସମ୍ବଲପୁର:ସମ୍ବଲପୁର ସହରରେ ସରକାରୀ ବିଭାଗ ମାନଙ୍କ ମଧ୍ୟରେ ସମନ୍ଵୟର ଅଭାବ ଯୋଗୁଁ ଲୋକେ ପାଉଛନ୍ତି ଅକଥନୀୟ ଦୁଃଖ ଓ ବର୍ବାଦ୍...
ନବରାତ୍ର ପୂଜାରେ ପୂର୍ଣ୍ଣିମା ହୋମ
ସମ୍ବଲପୁର :ଆଜି ଶାରଦୀୟ ନବରାତ୍ର ପୂଜାର ପୂର୍ଣ୍ଣିମା ହୋମ ରେ ମନ୍ଦିର ପରିଚାଳନା କମିଟି ସଭାପତି ଶ୍ରୀ ଲକ୍ଷ୍ମୀକାନ୍ତ ସାହୁ...
କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ୱାରା ରାଜ୍ୟ ସ୍ତରୀୟ ୟୁ ୧୯ ବ୍ୟାଡ଼ମିଣ୍ଟନ ଚମ୍ପିୟନସିପ୍ ର ଶୁଭାରମ୍ଭ
ଭବାନୀପାଟଣା, ୨୭/୧୦ (ଜଗନ୍ନାଥ ନାଏକ) : ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଆସନ ଆନୁକୂଲ୍ୟରେ ରାଜ୍ୟ...
କଳାହାଣ୍ଡି ଜିଲ୍ଲାରେ ରାଜ୍ୟ ସ୍ତରୀୟ ବ୍ୟାଡମିନଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ
କଳାହାଣ୍ଡି, ୨୭/୧୦ (ଜଗନ୍ନାଥ ନାଏକ) : ଭବାନୀପାଟଣା ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଆସନ...
