Odisha Districts News
ମୌଳିକ ସାକ୍ଷରତା ଓ ମୌଳିକ ସଂଖ୍ୟା ଜ୍ଞାନ ଉପରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ କର୍ମଶାଳା ଅନୁଷ୍ଠିତ।
କଳାହାଣ୍ଡି:୨୧/୧୦ ଭବାନୀ ପାଟଣା ବ୍ଲକ୍ ଅନ୍ତର୍ଗତ ମେଦିନୀପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବିଦ୍ୟାଳୟ ସମୂହ ର ଶିକ୍ଷକ –...
ପଡିଆବାହାଲ ଦୁର୍ଗା ପୂଜାର ଶୁଭାରମ୍ଭ,ଆସନ୍ତା କାଲି ଆରମ୍ଭ ହେବ ରାମଳୀଳା
ସମ୍ବଲପୁର:ଆଜି ଆନୁଷ୍ଠାନିକ ଭାବେ ପଡିଆବାହାଲ ସାର୍ବଜନୀନ ଦୁର୍ଗା ପୂଜାର ଶୁଭାରମ୍ଭ ହୋଇଛି। ଆସନ୍ତାକାଲି ସକାଳେ କଳସ ଯାତ୍ରା ରହିଥିବାବେଳେ ଆଜି...
ମହମ୍ମଦପୁ୍ରରେ ବ୍ୟାପୁଛି ତରଳ ଝାଡା
ସମ୍ବଲପୁର: ମହାନଗର ନିଗମ ଅନ୍ତର୍ଗତ ହିରାକୁଦ ମହମ୍ମଦପୁର ଅଞ୍ଚଳରେ ଡାଇରିଆ ପ୍ରାଦୁର୍ଭାବ ଦେଖାଦେଇଛି।ବହୁ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହେବା ସହ...
ରେତ୍ ଓ ସାନ୍ଦୁଲରୁ ସ୍ଥାୟୀ ଜଳସେଚନର ବ୍ୟବସ୍ଥା ଦାବି : ନଚେତ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତାରୋକ, ଆଗକୁ ଭୋଟବର୍ଜନ ଚେତାବନୀ
କଳାହାଣ୍ଡି,୨୦/୧୦-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଂଚାୟତ ଅନ୍ତର୍ଗତ ଗୋପାଳପୁର, ଭାଲୁଚଂଚରା ଓ ପାଟଭାଲେର ଗାଁ ! ତିନିଗୋଟି ଗାଁରେ...
ବସ୍ ଧର୍ମଘଟର ପ୍ରଥମ ଦିନରେ ଯାତ୍ରୀ ହନ୍ତସନ୍ତ: ରୋଗୀଙ୍କ ଠାରୁ ଛାତ୍ରଛାତ୍ରୀ ସମସ୍ତେ ଭୋଗିଲେ ଦୁର୍ଦ୍ଦଶା
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ସରକାର ଓ ବସ୍ ମାଲିକଙ୍କ ବିବାଦ, କିନ୍ତୁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ । ଏହି ପରିପ୍ରେକ୍ଷୀରେ...
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ମହେନ୍ଦ୍ର ବନାଞ୍ଚଳ ରେ ବାଘ
ପାରଳାଖେମୁଣ୍ଡି:୨୦/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ମହେନ୍ଦ୍ର ବନାଞ୍ଚଳ ଅନ୍ତର୍ଗତ ଗଣ୍ଡାହାତୀ ନିକଟସ୍ଥ ସନ୍ତୋଷପୁର ଗ୍ରାମ ନିକଟରେ...
ବିଦ୍ୟୁତ ଆଘାତରେ ସେଣ୍ଟ୍ରିଂ ମିସ୍ତ୍ରୀ ଗୁରୁତର, ବୁର୍ଲାକୁ ସ୍ଥାନାନ୍ତର
କଳାହାଣ୍ଡି,୨୦/୧୦-କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ରେଲୱେ ଷ୍ଟେସନ ଛକ ନିକଟରେ ଏକ ଘରେ ସେଣ୍ଟ୍ରିଂ କାମ କରୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ...
ଲୋଙ୍ଘର ଶ୍ରୀକୃଷ୍ଣ ଶରଣ ପୁର ଗ୍ରାମରେ ଅଭାବନୀୟ ଘଟଣା, ଘର କାମ ଚାଲିଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମାଆ ପୁଅଙ୍କ ମୃତ୍ୟୁ, ଅଜା ଗୁରୁତର
ଖଲ୍ଲିକୋଟ–୨୦/୧୦–ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲୋଙ୍ଘର ଶ୍ରୀକୃଷ୍ଣ ଶରଣ ପୁର ଗ୍ରାମରେ ଆଜି ଅପରାହ୍ନ ରେ ଘଟି ଯାଇଛି ଏକ ଅଭାବନୀୟ...
ବଣିକ ସଂଘ ର ଗୁରୁତ୍ୱ ପୂର୍ଣ୍ଣ ବୈଠକ।ସଫେଇ କର୍ମଚାରୀ ନିୟୋଜିତ ପାଈଁ ଉଠିଲା ପ୍ରଶ୍ନ।
ଲକ୍ଷ୍ମୀପୁର ୨୦.୧୦…….କୋରାପୁଟ ଜିଲ୍ଲା ଲକ୍ଷ୍ମୀପୂର ବଣିକ ସଂଘ ର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ସ୍ଥାନୀୟ ଆଇବି ବଙ୍ଗଳା ଠାରେ...
ଦୁର୍ନୀତି ନିବାରଣ ସପ୍ତାହ ପାଳନ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ...
ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସ୍ଵଚ୍ଚତା ରାଲି ଅନୁଷ୍ଠିତ।
ଲକ୍ଷ୍ମୀପୂର ୨୦.୧୦..ଲକ୍ଷ୍ମୀପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ୍, ଯୁବ ରେଡକ୍ରସ ୟୁନିଟ୍ ଓ ମୋ କଲେଜ ଅଭିଯାନ ସହଯୋଗରେ...
ନୂତନ ଏବିଇଓ ଙ୍କ ଯୋଗଦାନ
ଲକ୍ଷ୍ମୀପୂର ୨୦.୧୦ ଲକ୍ଷ୍ମୀପୁର ବ୍ଲକ ଶିକ୍ଷା ବିଭାଗ କାର୍ଯ୍ୟାଳୟ ରେ ନୂତନ ଏବିଇଓ ଭାବେ ବିଭୁତି ଭୂଷଣ ଟାକ୍ରି ଯୋଗଦେଇଛନ୍ତି।...
