Odisha Districts News
କୋକସରା କୁ ଏନଏସସି ଘୋଷଣା ଦାବି ରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର।
କଳାହାଣ୍ଡି,୧୫/୦୯ ନିକଟରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଓ ନର୍ଲା କୁ ରାଜ୍ୟ ସରକାର ଏନଏସସି ଘୋଷଣା କରିଛନ୍ତି। ତେବେ ଜିଲ୍ଲା...
ଜୟପାଟଣା ଠାରେ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ।
କଳାହାଣ୍ଡି,୧୫/୦୯,କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ବ୍ଲକସ୍ତରୀୟ କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ...
ଲକ୍ଷ୍ମୀ ବିକାଶ ଗୃପ ଅଫ ଇନଷ୍ଟିଚ୍ୟୁସନରେ ସ୍ଵେଚ୍ଚ୍ହାସେବିଙ୍କ ଦିଗ ଦର୍ଶନ କାର୍ଯ୍ୟକ୍ରମ।
କଳାହାଣ୍ଡି,୧୫/୦୯ ଭବାନୀପାଟଣା ସ୍ଥିତ ଲକ୍ଷ୍ମୀ ବିକାଶ ଗୃପ ଅଫ ଇନଷ୍ଟିଚ୍ୟୁସନର ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ର ଏନ ଏସ ଏସ...
ପ୍ରଜ୍ଞାନ ମିଶନ ଦ୍ଵାରା ଗୀତା ଆବୃତ୍ତି ପ୍ରତିଯୋଗୀତା ଅନୁଷ୍ଠିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଜ୍ଞାନ ମିଶନ ଦ୍ୱାରା...
କୋରାପୁଟ ଶାବର ଶ୍ରୀକ୍ଷେତ୍ର ପରିଭ୍ରମଣ ପାଇଁ ବରିଷ୍ଠ ନାଗରିକ ସଂଗଠନର ପ୍ରସ୍ତୁତି ବୈଠକ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ସଦସ୍ୟ ସଦସ୍ୟା ମାନଙ୍କ ଏକ ବୈଠକ...
କନିଷି ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ।ଓଡ଼ିଶାରେ ଜଣେ ମଧ୍ୟ ଭୂମିହୀନ ରହିବେ ନାହିଁ -ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
ଗୋପାଳପୁର,୧୫/୦୯ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିଷି ତହସିଲ ପକ୍ଷରୁ ଆଜି ଭୂମିହୀନ ବ୍ୟକ୍ତି ବିଶେଷ ଙ୍କୁ ପଟ୍ଟା ବଣ୍ଟନ...
ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ରେ ନୂତନ ବିଦ୍ୟାର୍ଥୀ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା।
ଗୋପାଳପୁର,୧୫/୦୯ ରଙ୍ଗେଇଲୁଣ୍ଡା ଠାରେ ଥିବା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ନୂତନ ଭାବେ ନାମ ଲେଖାଇଥିବା ବିଦ୍ୟାର୍ଥୀ ମାନଙ୍କୁ ସ୍ବାଗତ...
କରଣ ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ,ଜୁହାର ଭେଟ ସହ ବୃକ୍ଷ ରୋପଣ କରି ସଚେତନ ବାର୍ତ୍ତା ଦେଲେ।
କଳାହାଣ୍ଡି,୧୫/୦୯ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଠାରେ ଆଞ୍ଚଳିକ କରଣ ସମାଜ କୋକସରା ତରଫରୁ ଏକ ନୁଆଁଖାଇ...
ଏସବିଆଇ ଓ ରାମକି ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ।
କଳାହାଣ୍ଡି,୧୫/୦୯ ଏସବିଆଇ ଓ ରାମକି ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ଶିବିର ଭବାନୀପାଟଣା ସଦର ବ୍ଲକ ଡୋଙ୍ଗରି ପଦର...
ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରାଜଜଙ୍କ କୋର୍ଟ ପରିସରରେ ଜିଲ୍ଲାସ୍ତରୀୟ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି:୧୫/୯(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରାଜଜ୍ ଙ୍କ କୋର୍ଟ ପରିସରରେ ଏବଂ...
ଜର୍ମାନୀରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ରୋବଟ୍ ୱେଲ୍ଡିଂ ପ୍ରତିଯୋଗିତାରେ ଗଜପତିର ରୀନା ଦଳେଇ ଭାରତ ତରଫରୁ ପ୍ରତିନିଧିତ୍ବ କରିବେ
ପାରଳାଖେମୁଣ୍ଡି:୧୫/୯(ଗରୁଡ ଧ୍ୱଜ ଚୌଧୁରୀ) ଜର୍ମାନୀର ଏସେନ ସହର ଠାରେ ଅନ୍ତର୍ଜାତୀୟ ରୋବଟ୍ ୱେଲ୍ଡିଂ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି. ଏଥିରେ...
ପାରଳାଖେମୁଣ୍ଡି ରେ ବିଭିନ୍ନ ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇ ଯାଇଥିବା ଅଭିଯୋଗରେ ୨ ଗିରଫ
ପାରଳାଖେମୁଣ୍ଡି:୧୫/୯(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ମହିଳାଙ୍କ ଠାରୁ ବିଭିନ୍ନ ପ୍ରଲୋଭନ ଦେଖାଇ ୨୩ ଲକ୍ଷ...
