Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ରେଙ୍କୁଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଝାରସୁଗୁଡା ୩୧/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଲସଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍କୁଲି ପ୍ରାଥମିକ ବିଦ୍ୟାଳୟର...

ସରକାରଙ୍କ ପୃଷ୍ଠପୋଷକତାରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ: ବିଜେଡି

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଏମିତି ଏକ ବିଚିତ୍ର ଶାସନ ବ୍ୟବସ୍ଥା ଚାଲିଛି ଯେଉଁଠାରେ ଅପରାଧୀମାନେ ବିଜେପି ନେତାଙ୍କ ପୃଷ୍ଠପୋଷକତାରେ ରହି...

ସମୃଦ୍ଧ ରାଷ୍ଟ୍ର ଗଠନ ରେ ସାହିତ୍ୟ ଓ ସଂସ୍କୃତିର ଭୂମିକା ଗୁରୁତ୍ୱପୂର୍ଣ୍ଣ

ସମ୍ବଲପୁର:ଅନ୍ତରାଷ୍ଟ୍ରୀୟ ବସୁନ୍ଧରା ପରିବାର,ସମ୍ବଲପୁର ଶାଖା ତରଫରୁ ଜିଲ୍ଲା ସଂଯୋଜିକା ତଥା ଜିଲ୍ଲା ପ୍ରମୁଖ ଶ୍ରୀମତୀ ପଙ୍କଜିନୀ ନାୟକଙ୍କ ସଭାପତିତ୍ୱ ରେ...

କେନ୍ଦେଇଜୁରୀ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ବାର୍ଷିକ ଉତ୍ସବ

ଜମନକିରା : ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ କେନ୍ଦେଇଜୁରୀ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର...

କୋଡ଼ିଙ୍ଗାମାଳି ସୁରକ୍ଷା ମଞ୍ଚ ପକ୍ଷରୁ ଦାବି ପତ୍ର ପ୍ରଦାନ,ପଲିସଭା ଓ ଗ୍ରାମସଭା କରି ଖଣି ପ୍ରଦାନ କରିବାକୁ ଦାବୀ…

ଲକ୍ଷ୍ମୀପୁର,୩୧/୦୩ .. ଖଣି ଖନନ କୁବିରୋଧ କରି ଲକ୍ଷ୍ମୀପୁର ବ୍ଲକ ର କୋଡ଼ିଙ୍ଗାମାଳି ସୁରକ୍ଷାମଞ୍ଚ ପକ୍ଷରୁ ଆଜି ଏକ ଶୋଭାଯାତ୍ରା...

ଗଜପତି ଜିଲ୍ଲା ମୋହନା ମିନି ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଙ୍କ ଅନ୍ତଦୋୟ ଗୃହ ଯୋଜନାର ଶୁଭାରମ୍ଭ

ପାରଳାଖେମୁଣ୍ଡି:୩୧/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଓଡିଶାରେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ପ୍ରତି ଗରିବ ମାନଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ଅନ୍ତଦୋୟ...

ଗଜପତିର ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟରେ ୫ ଦିନିଆ ମହିଳା ସଂସଦ ଅଧିବେଶନ ପାଇଁ ବ୍ୟାପକ ଆୟୋଜନ

ପାରଳାଖେମୁଣ୍ଡି:୩୧/୩(ଗରୁଡ଼ ଧ୍ୱଜ ଚୌଧୁରୀ) ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ପାରଳାଖେମୁଣ୍ଡି କ୍ୟାମ୍ପସରେ ଭାରତୀୟ ବିଶ୍ଵବିଦ୍ୟାଳୟ ସଂଘର ମହିଳା ସଂସଦର ଅଧିବେଶନ ଆୟୋଜିତ ହେବାକୁ...

ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅଞ୍ଚଳ ରେ ୪ ଟିକିଆ ଜଙ୍ଗଲୀ ହାତୀପଲ ଉପଦ୍ରବ…. ସାଧାରଣରେ ଆତଙ୍କ

ପାରଳାଖେମୁଣ୍ଡି:୩୧/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା କାଶୀନଗର ବ୍ଲକ ର କାଶୀନଗର ଅଞ୍ଚଳରେ ଚାରି ଟିକିଆ ଜଙ୍ଗଲୀ ହାତୀପଲଙ୍କ ଉପଦ୍ରଵ ଯୋଗୁଁ...

୩୬ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ : ପ୍ରସ୍ତୁତି କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ : ୧ ତାରିଖ ଠାରୁ ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ

ବାଲିଗୁଡା, ତା, ୩୧/୦୩: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ପ୍ରତିବର୍ଷ...

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ତୃତୀୟ ଲିଙ୍ଗ ଦୃଶ୍ୟ ମାନତା ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ

ପାରଳାଖେମୁଣ୍ଡି:୩୧/୩(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଜିଲ୍ଲା ସ୍ତରୀୟ ତୃତୀୟ...

ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ରୋୖପ୍ୟ ଜୟନ୍ତୀ

ସମ୍ବଲପୁର:ଗତ ରବିବାର ଦିନ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ରୋୖପ୍ୟ ଜୟନ୍ତୀ ପାଳିତ ହୋଇଯାଇଛି।ଏହି ସମାରୋହରେ ଶିକ୍ଷ୍ୟା କେନ୍ଦ୍ର କମିଟି ସଭାପତି...

ବହଲପଦର ଗ୍ରାମ ଉପଭୋକ୍ତା ଙ୍କ ବିଦ୍ୟୁତ କାଟ ଯୋଗୁଁ ଗ୍ରାମବାସୀଙ୍କ ରାସ୍ତାରୋକ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲାରେ ଟାଟା ପାୱାରର ମନମାନି ଅଭିଯୋଗ ହେଉଛି । ବିନା ନୋଟିସରେ ଜିଲ୍ଲାର...