Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ଘଞ୍ଚ ଜଙ୍ଗଲରେ ହେଉଛି ଗଞ୍ଜେଇ ଚାଷ: ପୋଲିସର ତନାଘନା ଆରମ୍ଭ

ବାଲିଗୁଡା : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଘଞ୍ଚ...

ବିଦ୍ୟୁତ୍‌ ଆଘାତରେ ବୃଦ୍ଧଙ୍କ ମୃତ୍ୟୁ : କ୍ଷତି ପୂରଣ ଯୋଗାଇ ଦେବା ପାଇଁ ଦାବୀ

ବାଲିଗୁଡା :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଓ ଗଞ୍ଜାମ ସୀମାରେ ଥିବା ବାଇମାଲା ଗାଁରେ ବିଦ୍ୟୁତ୍‌ ଆଘାତରେ ଜଣେ ବୃଦ୍ଧଙ୍କ...

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାରଳାଖେମୁଣ୍ଡି:୧୭/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦରମହକୁମା ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ଆଦକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ, ମାନ୍ୟବର ବିଧାୟକ ମୋହନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ଗୋଷାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅଜୟ କୁମାର ପ୍ରଧାନ, ପାରଳାଖେମୁଣ୍ଡି ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଗୌରଚନ୍ଦ୍ର ପଟ୍ଟନାୟକ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ,ସ୍ଥାନୀୟ ତହସିଲଦାର ଶ୍ରୀ ନାରାୟଣ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମନୋରମା ଦେବୀ ପ୍ରମୁଖ ମଞ୍ଚାସିନ ଥିଲେଏହି କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ୭୪ତମ ଜନ୍ମଦିନ ଅବସରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରଯାଇଥିଲା । ପରେ ହିତାଧିକାରୀମାନେ ସୁଭଦ୍ରା ବିଷୟରେ ଅନ୍ୟମାନଙ୍କୁ ସଚେତନତା ସୃଷ୍ଟି କରିଥିଲେ। ସୁଭଦ୍ରା ଯୋଜନାର ଆର୍ଥିକ ସହାୟତା ରାଶି ପାଇଁ ବହୁତ ଖୁସି ବ୍ୟକ୍ତ ହୋଇଥିଲେ।ଏହି ଅବସରରେ ଜିଲ୍ଲାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ କାର୍ଯ୍ୟାଦେଶ ବଣ୍ଟନ ୧୪୦୧ ଜଣଙ୍କୁ ଦିଆଯାଇଛି ଓ ସେଥମଧ୍ୟରୁ ୧୦୭ ଜଣଙ୍କୁ ଗୃହପ୍ରବେଶ କରାଯାଇଛି। ସେହିପରି କାର୍ଯ୍ୟାଦେଶ ପାଇବାର ଚାରିମାସ ମଧ୍ୟରେ ଯେଉଁ ମାନେ ଗୃହ ନିର୍ମାଣ କରିଛନ୍ତି ସେହି ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ପ୍ରତ୍ସାହନ ରାଶି ୩୮୦୦ ଜଣଙ୍କୁ ଦିଆଯାଇଛି, ସେହିପରି ଛଅ ମାସରେ ଗୃହ ନିର୍ମାଣ କାର୍ଯ୍ୟ ସରିଥିବା ହିତାଧିକାରୀ ମାନଙ୍କୁ ମଧ୍ଯ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି।ପ୍ରତି ବର୍ଷ ପରି ସେପ୍ଟେମ୍ବର ୧୭ ରିଖ ଠାରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ,ଏହି ପରିପେକ୍ଷୀ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱଚ୍ଛତା ହିଁ ସେବା ର ଶପଥ ପାଠ କରାଇଥିଲେ। ପରେ ପରେ ବିଭିନ୍ନ ଅନୁଷ୍ଠାନର କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ପରିଚାଳକ,ଓଡ଼ିଶା ଜୀବିକା ମିଶନ ତଥା ମିଶନ ଶକ୍ତି ଶ୍ରୀ ଟିମନ ବାରା, ଜିଲ୍ଲା ସମାଜ ମଙ୍ଗଳ ବିଭଗର ପ୍ରୋଗ୍ରାମ ଅଫିସର୍ ଶ୍ରୀମତୀ ନମିତା ମହାରଣା, ଗୋଷାଣୀ ସିଡ଼ିପିଓ ଶ୍ରୀମତୀ ସାରଳା ପାତ୍ର , ଜିଲ୍ଲା ପରିଷଦ କର୍ଯ୍ୟଳୟର ସ୍ଵଚ୍ଛତା ହିଁ ସେବା ବିଭାଗର ଶ୍ରୀ ଜି.ସୁନୀଲ ବାବୁ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବହୁ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପରିସମାପ୍ତି ପରେ ରାଜ୍ଯସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହୋଇଥିଲା ।

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାରଳାଖେମୁଣ୍ଡି:୧୭/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦରମହକୁମା ଗଜପତି...

ରୂପ କାଫେ ଏଣ୍ଡ ରେଷ୍ଟୁରାଣ୍ଟ ଉଦ୍ଘାଟନ କଲେ ଏସପି

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ସୋନପୁର ବିଜୁ ପଟ୍ଟନାୟକ ଛକ ନିକଟରେ ଥିବା ରୂପ ରେଶିଡେନ୍ସି...

ସୁନାପାଲି ରେ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ନେଇ ପ୍ଲାଷ୍ଟିକ ମୁକ୍ତ ପୃଥିବୀ କାର୍ଯ୍ୟକ୍ରମ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲେଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ  ଉପାନ୍ତ ଜଙ୍ଗଲ ପରିବେଶ...

ବୋମା ଫିଙ୍ଗିବା ପରେ ବାପପୁଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

ପୁରୀ: ପୁରୀରେ ପୂର୍ବ ଶତୃତାରୁ ଫୁଟିଲା ବୋମା । ଜେଲରୁ ଫେରି ଘର ଉପରକୁ ବୋମା ଫିଙ୍ଗିଲେ ଅଭିଯୁକ୍ତ ।...

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହା ହେଲେ ରୋଗୀ, ହେଲେ ବଞ୍ଚିଲାନି ଜୀବନ

କୋଟଗଡ଼: ଆସି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲା ରୋଗୀ  । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, କନ୍ଧମାଳ କୋଟଗଡ଼...

ଟ୍ରେନ ଆଗକୁ ଆସିଗଲେ ଯୁବକ, ଆଉ ତା’ପରେ…

ସୋନପୁର: ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି-ଖଲିଆପାଲି ଷ୍ଟେସନ ସହଲା ରେଳ ଫାଟକ ନିକଟରେ ଏହି ...

ଶିକ୍ଷାରେ ଅବହେଳିତ କୁଚିଣ୍ଡା ଉପଖଣ୍ଡ, ଜନ ଆନ୍ଦୋଳନପାଇଁ ପ୍ରସ୍ତୁତି !

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ଆଜାଦିକା ଅମୃତ ମହୋତ୍ସବ ପାଳନ ପରେ ବି ଶିକ୍ଷାର କୁହେଳିକାରେ ପଡି ରହିଛି କୁଚିଣ୍ଡା ଉପଖଣ୍ଡ। ଜିଲ୍ଲାରେ...

ଦୁର୍ଗାପାଲି ଠାରେ ପକ୍ଷାଘାତ ରୋଗୀଙ୍କୁ ହୁଇଲ ଚେୟାର ପ୍ରଦାନ

ସମ୍ବଲପୁର:ଦୁର୍ଗାପାଲି ଠାରେ ୪ଜଣ ପକ୍ଷାଘାତ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ହୁଇଲ ଚେୟାରକୁ ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା...

ସମ୍ବଲପୁରୀ ଡେରା ସମ୍ବଲପୁରୀ ପ୍ରଚାର ପ୍ରସାରର କେନ୍ଦ୍ର ହେଉ

ସମ୍ବଲପୁର(ରାଜାରାମ ଷଡ଼ଙ୍ଗୀ ): ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ପକ୍ଷରୁ ଜେଲଛକ ନିକଟସ୍ଥ ଗୁରୁଶ୍ରୀ ସତ୍ୟ ନାରାୟଣ ସମ୍ବଲପୁରୀ ଡେରାର ବିକାଶ...

ପୁଣି ଜନନୀ ଯନ୍ତ୍ରଣା: ଖଟ ହେଲା ସାହାରା, ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଭୁରିଭୁରି ପ୍ରଶଂସା

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ପୁଣି ଥରେ ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣାର କରୁଣ ଦୃଶ୍ୟ।ରାସ୍ତା ନ ଥିବାରୁ ପ୍ରସୂତି ମହିଳାଙ୍କୁ ପାଖାପାଖି ୩କିମି...