Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ନାବାଳିକଙ୍କୁ ଦୁଷ୍କର୍ମ ପରେ ହତ୍ୟା, ସ୍କୁଲ ନିକଟ ବୁଦା ମୂଳରୁ ମିଳିଲା ଉଲଗ୍ନ ମୃତଦେହ

ନବରଙ୍ଗପୁର: କୋଲକାତାରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣା ସାରେ ଦେଶରେ ଆଲୋଡନ ସୃଷ୍ଟି କରିଥିବା ବେଳେ...

ସୁବର୍ଣ୍ଣପୁରରେ ସୁଭଦ୍ରା ଯୋଜନା ର ଲୋକାର୍ପଣ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ମହିଳାଙ୍କୁ ଆର୍ଥିକ ସଶକ୍ତ ଓ ସେମାନଙ୍କ ବିକାଶ ନିମନ୍ତେ ରାଜ୍ୟରେ ପ୍ରଣୟନ...

ବିକଳପୁରରେ ନୂଆଁଖାଇ ଭେଟଘାଟ ଅବସରରେ ‘ ଶିକ୍ଷl ସାମାଜ ପାଇଁ କେତେ ଜରୁରୀ ‘ ନାଟକ ପରିବେଷଣ

ବିରମହlରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ପଞ୍ଚାୟତ ଅନ୍ତର୍ଗତ ବିକଳପୁର ଗ୍ରାମରେ ସ୍ଥାନୀୟ ଯୁବକ...

ବୀରମହାରାଜପୁର ବାଳକ ହାଇସ୍କୁଲ ରେ ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ହାଇସ୍କୁଲ ରେ ଆଜି ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା...

ଫୁଲଚରା ରେ ମା ଫୁଲଚରlଣି ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଫୁଲଚରା ଖେଳପଡିଆଠରେ 12ତମ ମା ଫୁଲଚରାଣି ଏକ...

ବୀରମହାରାଜପୁର କଲେଜରେ ଶିକ୍ଷା ବିଭାଗ ର ଉଚ୍ଚ ଶିକ୍ଷାରେ ଜାତୀୟ ଶିକ୍ଷାନୀତି ଉପରେ ଆଲୋଚନା ଚକ୍ର

ବୀରମହାରାଜପୁର : (ସୌମିତ୍ରି ମେହେର) ସାମ୍ପ୍ରତିକ ବିଶ୍ବର ଶିକ୍ଷା ବ୍ୟବସ୍ଥା ସହ ତାଳଦେଇ ଚାଲିବାକୁ ହେଲେ ଦେଶର ଶିକ୍ଷାର ସ୍ତରକୁ...

ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ରେ ସୁଭଦ୍ରା ହିତାଧିକାରୀ ଙ୍କ ସମାବେଶ

ବୀରମହାରାଜପୁର : (ସୌମିତ୍ରି ମେହେର ) ସୁଭଦ୍ରା ପାଇଁ ଉତ୍ସବ ମୁଖର ଗାଁ ରୁ ସହର । ଆଜି ମାନ୍ୟବର...

ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସ୍ଵାକ୍ଷରତା ସଚେତନତା ଶିବିର

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଆଜି ମଙ୍ଗଳବାର ଦିନ ଆର୍ଥିକ...

ଯାଦବ ସମାଜର ନୂଆଁଖାଇ ଭେଟ୍‌ଘାଟ:ଏକତା ଓ ସଂହତି ବିଜୟର ଦ୍ୱାର ଦେଶ-ଲକ୍ଷ୍ମଣ ବାଗ

ସମ୍ବଲପୁର: ଗତ ନିର୍ବାଚନରେ କଣ୍ଟାବାଂଜି ବିଧାନସଭା କ୍ଷେତ୍ରରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବା କଥା ଘୋଷଣା କରାଯିବା...

ଜମନକିରା : ସୁଭଦ୍ରା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବ୍ଲକ ସ୍ତରୀୟ ବିରାଟ ସମାବେଶ

ଜମନକିରା : ଜମନକିରା ବ୍ଲକ ସଦର ମହକୁମାରେ ଆଜି ସୁଭଦ୍ରା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବ୍ଲକ...

ଶିକ୍ଷୟତ୍ରୀଙ୍କ ବଦଳି ଦାବିକରି ବେହେରାମାଳ ସ୍କୁଲ ରେ ତାଲା ପକାଇ ପ୍ରତିବାଦ କଲେ ଅବିଭାବକ

ଉଲୁଣ୍ତା : (ସୌମିତ୍ରି ମେହେର) ଶିକ୍ଷୟତ୍ରୀଙ୍କ ବଦଳି ଦାବି ନେଇ ଆଜି ସକାଳ 9ଟା 30ରୁ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା...

ସମ୍ବଲପୁରରେ ବିଶ୍ବ ଭାତୃତ୍ୱ ଦିବସ ପାଳିତ

ସମ୍ବଲପୁର:ସମ୍ବଲପୁର ସ୍ଥିତ ବିବେକାନନ୍ଦ କେନ୍ଦ୍ର ଆନୁକୁଲ୍ୟରେ ଓଡିଶା ସାଂସ୍କୃତିକ ସମାଜ କାର୍ଯ୍ୟାଳୟ ପରିସର ଠାରେ ସ୍ବାମୀ ବିବେକାନନ୍ଦଙ୍କ ଚିକାଗୋ ଅଭିଭାଷଣର...