Odisha Districts News
ଲଡୁଗାଁ ଉଚ୍ଚ ବିଦ୍ୟାଳୟ ରେଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ।
କଳାହାଣ୍ଡି,୦୯/୧୦ ପ୍ରାଥମିକ ସ୍ତର ରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଲୁଚି ରହିଥିବା ଅନ୍ତର୍ନିହିତ କଳା...
ସେବା ସଂକଳ୍ପ ଅଭିଯାନ ରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ, ହିତାଧିକାରୀ ଙ୍କୁ ସହାୟତା ପ୍ରଦାନ।
କଳାହାଣ୍ଡି,୦୯/୧୦ ରାଜ୍ୟ ସରକାରଙ୍କ ପକ୍ଷରୁ ସେବା ସଂକଳ୍ପ ସପ୍ତାହ କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଦିର୍ଘ...
ଜମନକିରାରେ ‘ସେବା ସେତୁ’ ଓ ‘ସେବା ସଂକଳ୍ପ’ ଅଭିଯାନର ଭବ୍ୟ କାର୍ଯ୍ୟକ୍ରମ: ଶେଷ ଧାଡ଼ିର ମଣିଷ ପାଖରେ ସରକାରୀ ସେବା ପହଞ୍ଚାଇବା ମୁଖ୍ୟ ଲକ୍ଷ୍ୟ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଡାକ୍ତରଖାନା ପଡ଼ିଆ ପରିସରରେ ‘ସେବା ସେତୁ ଅଭିଯାନ’ ତଥା ‘ସେବା ସଂକଳ୍ପ...
ହାତୀ ଆକ୍ରମଣରେ ମହିଳା ମୃତ: କୁଚିଣ୍ଡା ଅଞ୍ଚଳରେ ଆତଙ୍କ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହର ଓ ଏହାର ଆଖପାଖ ଅଞ୍ଚଳରେ ୬ ଟିକିଆ ହାତୀପଲଙ୍କ ଉପଦ୍ରବ ଥମିବାର...
ସଇଁନ୍ତଲାରେ ଭୟଙ୍କର ସିରିଜ୍ ଦୁର୍ଘଟଣା: ୩ ଟ୍ରକ୍ ମୁହାଁମୁହିଁ ଧକ୍କା, ଜଣେ ଡ୍ରାଇଭରଙ୍କ ମୃତ୍ୟୁ ।
ବଲାଙ୍ଗୀର,୯।୧୦: ବଲାଙ୍ଗୀର-ବୋରିଗୁମା ୨୬ ନମ୍ବର ଜାତୀୟ ରାଜପଥ ସଇଁନ୍ତଲାର ନବୀନ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।...
ଦେଶୀ ମହୁଲି ମଦଭାଟି କୁ ସ୍ଥାନାନ୍ତରିତ ପାଇଁ ପିତା ମହୁଲ ଗ୍ରାମବାସୀ ଙ୍କ ଦାବି
ବୀରମହାରାଜପୁର : ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଦେଶୀ ମଦଭାଟି କୁ ଗ୍ରାମବାସୀ ପ୍ରବଳ ବିରୋଧ କରୁଛନ୍ତି...
ଜାତୀୟ କଂଗ୍ରେସ ର ଓଡିଶା ବନ୍ଦ ପାଳନ ବୀରମହାରାଜପୁର ଅଞ୍ଚଳରେ ସ୍ୱତଃପ୍ରବୃତ୍ତ , ଶାନ୍ତି ପୂର୍ଣ୍ଣ ଭାବେ ସମାପନ
ବୀରମହାରାଜପୁର : ପ୍ରଦେଶ କଂଗ୍ରେସ କମିଟି ଡାକରା ରେ 12 ଘଣ୍ଟିଆ ଓଡିଶା ବନ୍ଦ ବୀରମହାରାଜପୁର ଉପଖଣ୍ଡରେ ବନ୍ଦ ପାଳନ...
ହରିହର ଜୋର-ଜlଳେlଏ ରାସ୍ତାର ଘିକୁଣ୍ଡି ନିକଟରେ ଏକ ମହିନ୍ଦ୍ରା ଗାଡି ଓଲଟି ଜଣକର ମୃତ୍ୟୁ ; 4 ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ
ବୀରମହାରାଜପୁର : ବୀରମହାରାଜପୁର ଥାନା ଅନ୍ତର୍ଗତ ହରିହର ଯୋର–ଜାଲୋଏ ରାସ୍ତାରେ ଭୟଙ୍କର ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ଘଟିଥିବl ବେଳେ...
ଜମନକିରା ନିକଟରେ ଭାରସାମ୍ୟ ହରାଇ ବ୍ରିଜ୍ରେ ପିଟିହେଲା ପିକଅପ୍: ଚାଳକ ଗୁରୁତର, ବୁର୍ଲା ସ୍ଥାନାନ୍ତର
ଜମନକିରା: ଜମନକିରା ଥାନା ଅନ୍ତର୍ଗତ ଅର୍ଜୁନପାଲିସ୍ଥିତ ମହାମାୟୀ ମନ୍ଦିର ନିକଟସ୍ଥ ବ୍ରିଜ୍ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ...
ଇଣ୍ଡିଆ ମେଣ୍ଟ ର ଓଡିଶା ବନ୍ଦ ସଫଳ
ଅସ୍ତରଙ୍ଗ, ଇଣ୍ଡିଆ ମେଣ୍ଟ ତରଫରୁ ଗୁରୁବାର ଦିନ ଦିଆ ଯାଇଥିବା ୧୨ଘଣ୍ଟିଆ ଓଡିଶା ବନ୍ଦ ଅସ୍ତରଙ୍ଗ ଅଞ୍ଚଳରେ ସଫଳ ହୋଇଛି...
କୋକସରା ବ୍ଲକ କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ, ୧୦ ଘଣ୍ଟା ଧରି ଯାତାୟାତ ଠପ।
କଳାହାଣ୍ଡି,୦୮/୧୦ ଭାରତୀୟ ଜାତୀୟ କଂଗ୍ରେସ ର ଆହ୍ୱାନ ରେ ଓଡିଶା ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ନେତୃତ୍ୱରେ...
ଜମନକିରାରେ କଂଗ୍ରେସ ର ‘ଓଡ଼ିଶା ବନ୍ଦ’ ସମ୍ପୂର୍ଣ୍ଣ ସଫଳ: ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ, ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଠପ୍
ଜମନକିରା : ସାମ୍ବିଧାନିକ ଗଣତନ୍ତ୍ରର ସୁରକ୍ଷା ତଥା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ପ୍ରତିବାଦରେ ଜମନକିରା ବ୍ଲକ...
